Physical Address
Sai Samarpanam, Satya Vihar, Bhubaneswar
ଲେଖା: ଦେଵ ତ୍ରିପାଠୀ ଫୁଲର ଫସଲ, ଫଗୁର ଫୁଆରା ଏବଂ ସମ୍ପ୍ରୀତିର ଫଲ୍ଗୁଧାରାକୁ ନେଇ ବର୍ଣ୍ଣମୟ, ବହମାନ ଏଇ ଫଗୁଣ । ପୁଣି କୃଷ୍ଣମୟତ୍ୱରେ ପରିପୂର୍ଣ୍ଣ ଏ ଫଗୁଣ । ନିର୍ବାସିତ ଶୀତ ଓ ଧସେଇ ପଶୁଥିବା ଗ୍ରୀଷ୍ମର ମଧ୍ୟବର୍ତ୍ତୀ ଏଇ ଋତୁ ତା’ର ଭୌଗୋଳିକ ଉପସ୍ଥିତିରେ ଯେପରି ଆବେଶମୟ, ତାକୁ ନେଇ ଆମର ପରମ୍ପରା,…