Tag ବ୍ରହ୍ମାଣୀ

ଦେବୀ ସାବିତ୍ରୀ ଦେଉଳ

ଲେଖା: ଅରବିନ୍ଦ ମହାନ୍ତି ଲିଙ୍ଗରାଜଙ୍କ ଦେଉଳବେଢାର ଦକ୍ଷିଣ ପଶ୍ଚିମ କୋଣରେ ଦେବୀ ସାବିତ୍ରୀ ଦେଉଳ ଅବସ୍ଥିତ। ଏହା ଏକ ଖାକରା ଶୈଳୀର ମନ୍ଦିର ଅଟେ। ଏହି ମନ୍ଦିରର ନିର୍ମାଣ ଶୈଳୀ ଦେବୀ ଗୋପାଳୁଣୀଙ୍କ ମନ୍ଦିର ସହ ପ୍ରାୟତଃ ସମାନ। ଦେବୀଙ୍କ ତିନି ପାର୍ଶ୍ୱରେ ତିନିଜଣ ପାର୍ଶ୍ୱ ଦେବୀ ବିରାଜମାନ। ମୂର୍ତ୍ତିଗୁଡ଼ିକ କ୍ଷୟ ହୋଇଯାଇଥିବରୁ ସେମାନଙ୍କ ପରିଚୟ…

ସପ୍ତମାତୃକା

ଲେଖା: ଅରବିନ୍ଦ ମହାନ୍ତି ପ୍ରଥମ ମାତୃକା ବ୍ରହ୍ମାଣୀ ଦେବୀ ଦୁର୍ଗାଙ୍କୁ ମହିଷାସୁର ସହ ଯୁଦ୍ଧେ ସାହାଯ୍ୟ କରିବା ପାଈଁ ବିଭିନ୍ନ ଦେବତାଙ୍କ ଅଙ୍ଗରୁ ତାଙ୍କ ଶକ୍ତି ସ୍ୱରୁପା ଦେବୀ ମାନେ ପ୍ରକଟିତ ହୋଇଥିଲେ। ସେଥି ମଧ୍ୟରୁ ବ୍ରହ୍ମାଣୀ ହେଲେ ଅନ୍ୟତମା। ବ୍ରହ୍ମାଙ୍କ ଶକ୍ତି ସ୍ୱରୁପା ହେଲେ ଦେବୀ ବ୍ରହ୍ମାଣୀ। ଦେବୀଙ୍କୁ ବ୍ରହ୍ମାଶକ୍ତି ସାବିତ୍ରୀ ରୁପେ ମଧ୍ୟ…