Physical Address
ଖଟବିନ୍ ସାହି, ବକ୍ସି ବଜାର, କଟକ, ଓଡିଶା
Physical Address
ଖଟବିନ୍ ସାହି, ବକ୍ସି ବଜାର, କଟକ, ଓଡିଶା
ଲେଖା: ଦେଵ ତ୍ରିପାଠୀ କବିମଞ୍ଜୁଳ କୃଷ୍ଣପ୍ରସାଦ ବସୁ ! “ମୋତେ ଦୁନିଆଁ କହୁଛି ପାତକୀ ! ତୁମେ ଜାଣ ପ୍ରଭୁ କିସ ମୁଁ ହୋଇଛି ବିଛୁଆତି ଅବା କେତକୀ ?” ଅଭିମାନଭରା ହୃଦୟରେ ଜୀବଦ୍ଦଶାରେ କେବେ ଲେଖିଥିଲେ ସେ ଏଇପଦକ ! ଜୀବନର ଶେଷ ସମୟ ଯାଏଁ ଏଇ ଆଶାରେ ସେ ଜୀଇଁ ଥିଲେ,…
ଲେଖା: ଅମ୍ରିତେଶ ଖଟୁଆ ଓଡ଼ିଶାର ସ୍ଵାଧୀନତା ସଂଗ୍ରାମ ପର୍ଯ୍ୟାୟ ସହ ଏହାର ସାମାଜିକ ଓ ସାହିତ୍ୟିକ ପଟ୍ଟଭୂମିରେ ଜଣେ ସ୍ଵତନ୍ତ୍ର ବ୍ୟକ୍ତିତ୍ଵ ଥିଲେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଜ୍ୟେଷ୍ଠପୁତ୍ର ନିତ୍ୟାନନ୍ଦ ମହାପାତ୍ର। ସାହିତ୍ୟର କର୍ଣ୍ଣଧାର ଯେ ତାଙ୍କ ଲେଖନୀ, ତାଙ୍କ ‘ହିଡ଼ମାଟି’ର ଦେହକୁ ଫୁଟାଇଥିବା କଳିକା ଯେ ତାଙ୍କ ଏକମାତ୍ର ଲେଖନୀ, ତାହା ପାଇଁ ସେ…
ଲେଖା: ଦେଵ ତ୍ରିପାଠୀ “ଗାଅ ସ୍ୱାଧୀନ ଭାରତ, ସ୍ୱାଧୀନ ଭାରତ ସ୍ୱାଧୀନ ସ୍ୱାଧୀନ ସ୍ୱାଧୀନରେ ଗାଏ ସାଗର ଭୂଜର ଅମ୍ବର ଚୁମ୍ବିତ ଭାଲ ହିମାଚଳ ଗିରିବର କମ୍ପିତ ସ୍ୱାଧୀନ ସ୍ୱାଧୀନ ସ୍ୱାଧୀନରେ ।” ଯୁବକଟିଏ । ପ୍ରାଣରେ ପ୍ରାଚୁର୍ଯ୍ୟ, ଛାତିରେ ଉଦ୍ଦାମତା, ମନରେ ଜାତୀୟତାର ଫଲ୍ଗୁ, ନିର୍ଦ୍ଧାରିତ ତା’ର ଜୀବନର ଲକ୍ଷ୍ୟ: ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ…
ଲେଖା: ଦେଵ ତ୍ରିପାଠୀ ନିହାତି ପିଲାଦିନର କଥା । ଗାଁକୁ କେବେ ଯାତ୍ରା ଆସିଲେ ଘରେ ଘରେ ବନ୍ଧୁବାନ୍ଧବ ପହଞ୍ଚିଯା’ନ୍ତି । ଆମେ ପିଲାମାନେ ଖରାବେଳୁ ସଞ୍ଜ ନଇଁବା ଯାଏଁ ମାତିଯାଉ ବେଲୁନ ଆଉ କଣ୍ଢେଇ କିଣିବାରେ । ସଞ୍ଜ ନଇଁଗଲେ ସପମଶିଣା, ଚଟେଇ ଖଣ୍ଡେ କାଖରେ ଜାକି ଧାଇଁ ଯାଉ ଯାତ୍ରାପଡିଆକୁ, ପରିବାର ଲୋକ…