Physical Address
ଖଟବିନ୍ ସାହି, ବକ୍ସି ବଜାର, କଟକ, ଓଡିଶା
Physical Address
ଖଟବିନ୍ ସାହି, ବକ୍ସି ବଜାର, କଟକ, ଓଡିଶା
ଲେଖା: ଅମ୍ରିତେଶ ଖଟୁଆ “ଏ ବନ ଝରଣା ନାଚି ନାଚି ଯାଅନା ଏ ମୋର ମଇନା ଧରା ଦିଅନା।” ‘ମନ ଆକାଶ’ (୧୯୭୪) ଚଳଚ୍ଚିତ୍ରରେ ପ୍ରଥମ କରି କଣ୍ଠଦାନ କରିଥିଲେ ସେତେବେଳେ ବିଶିଷ୍ଟ କଣ୍ଠଶିଳ୍ପୀ ଚିତ୍ତ ଜେନା। ଏହି ଲୋକପ୍ରିୟ ତଥା ଚିରସବୁଜ ଗୀତ ଆଜି ବି ସମସ୍ତଙ୍କ ପାଇଁ ହୃଦୟସ୍ପର୍ଶୀ ହେଇ ରହିଛି। ଆଉ…
ଲେଖା: ଅମ୍ରିତେଶ ଖଟୁଆ “ଗୋଟିଏ ଓଡିଆ ଚଳଚ୍ଚିତ୍ର କେବଳ ଯେ ଓଡିଆ ଭାଷା ପାଇଁ ହେଉଛି, ତାହା ନୁହେଁ। ଆଉ ମୁଁ ମଧ୍ୟ ଚଳଚ୍ଚିତ୍ର କରିବାର ଏକମାତ୍ର ଅଭିପ୍ରାୟ ରଖି ଚଳଚ୍ଚିତ୍ର କରେନାହିଁ। ଚଳଚ୍ଚିତ୍ରର ଚେର ସବୁବେଳେ ଗୋଟିଏ ମାଟିର ସଂସ୍କୃତି ସହ ଜଡିତ ରହିବା ଦରକାର। ରାଜସ୍ଵ ବର୍ଦ୍ଧନ କରିବା ସାଥିରେ ସୁସ୍ଥ ମନୋରଞ୍ଜନ…
ଲେଖା: ଦେଵ ତ୍ରିପାଠୀ ତାଙ୍କ ସଙ୍ଗୀତରେ ଭାବ ଓ ଭାଷା ଥାଏ ଲାଳିତ୍ୟପୁର୍ଣ୍ଣ, ମଧୁର । ତାଙ୍କ ସୁର ଶୁଣି ଆତ୍ମବିଭୋର ହୁଏ ଶ୍ରୋତା । ତାଙ୍କ କଣ୍ଠରେ ଭାବ, ଭାଷା ଓ ଧ୍ୱନିର ଥାଏ ଏକ ସୁନ୍ଦର ସମନ୍ୱୟ, ସେଥିପାଇଁ ତାଙ୍କ ଗୀତସବୁ ହୋଇଯାଏ ଅପାସୋରା, ତନୁମନ ଶିହରାଇଦିଏ, ଲିପିବଦ୍ଧ ହୋଇଯାଏ ଶୃତିରେ, ସ୍ମୃତିରେ…
ଲେଖା: ଦେଵ ତ୍ରିପାଠୀ “ମୁଁ ଜାଣେ ମୋ ସପନ ଦିନେ ସତ ହୋଇବ, ମୋ ମନର ରୂପାଡ଼ାଳେ ସୁନାଫୁଲ ଫୁଟିବ ।” ସପନ ଦେଖିଥିଲା ସେଇ ୨୧ ବର୍ଷର ଯୁବକଟି, ରଙ୍ଗୀନ ଦୁନିଆଁରେ ପାଦ ଥାପିବା ପାଇଁ, ସେଇ ସପନ ହିଁ ତାକୁ ମୟୁରଭଞ୍ଜର ଅଖ୍ୟାତ ନୂଆଗାଁ ମାଟିରୁ ଟାଣି ଆଣିଥିଲା କଟକ ମାଟିକୁ !…
ଲେଖା: ଅମ୍ରିତେଶ ଖଟୁଆ ସୁରଜଗତର ରସରାଜ ନାରାୟଣ ପ୍ରସାଦ ସିଂହ ! ସଂସ୍କୃତରେ ଗୋଟିଏ ସୁନ୍ଦର ଧାଡିଟିଏ ଅଛି – “ଏକଶବ୍ଦଃ ସୁଜ୍ଞାତଃ ସୁପ୍ରଯୁକ୍ତଃ ସ୍ଵର୍ଗଲୋକେ କାମଧୃଗ୍-ଭବତି।” ଏକ ଶବ୍ଦକୁ ଯଦି ସୁନ୍ଦର ଭାବରେ ଅନୁଭୂତିରେ ଅବଗାହନ କରାଯାଇ ଯଦି ତାହାକୁ ରସସିକ୍ତ କରି ପ୍ରୟୋଗ କରାଯାଏ, ତାହା ସ୍ଵର୍ଗଲୋକରେ ଦେବତାର ସ୍ଵରୂପ ପ୍ରଦାନ କରିବାରେ…