Tag ନୃସିଂହ ମୂର୍ତ୍ତି

ଶ୍ରୀକ୍ଷେତ୍ରର ନୃସିଂହ ମୂର୍ତ୍ତି

ଲେଖା: ତେଜସ୍ୱ ତ୍ରିପାଠୀ ~ ଶ୍ରୀକ୍ଷେତ୍ରର ନୃସିଂହ ମୂର୍ତ୍ତି ~ ଉତ୍କୃଷ୍ଟ କଳାର ଦେଶ ଉତ୍କଳ l ଉତ୍କଳର କଳା କାରିଗରୀ ଶିଳ୍ପ ଚାତୁରୀ ସ୍ୱତନ୍ତ୍ର ଓ ସର୍ବଶ୍ରେଷ୍ଠ l l କାଳକ୍ରମେ ଉତ୍କଳୀୟ ଭୂଖଣ୍ଡରେ ନାନା ମତବାଦର ପ୍ରଚାର ଓ ପ୍ରଚାର ହୋଇଛି l ଉତ୍କଳୀୟ ସଂକୃତିର ପ୍ରାଣକେନ୍ଦ୍ର ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ଶ୍ରୀପୁରୁଷୋତ୍ତମ…