Tag ଝଙ୍କଡ଼େଶ୍ୱର ମହାଦେବ

ଝଙ୍କଡ଼େଶ୍ୱର ମହାଦେବ

ଲେଖା: ଶ୍ରୀକାନ୍ତ ସିଂହ ~ ଝଙ୍କଡ଼େଶ୍ୱର ମହାଦେବ ମନ୍ଦିର ~ ଗ୍ରାମ ଝଙ୍କେଶ୍ୱର, ବିରିତୋଳ ଗ୍ରାମପଞ୍ଚାୟତ, ବ୍ଲକ ତିର୍ତ୍ତୋଲ, ଜିଲ୍ଲା ଜଗତସିଂହପୁର, ଓଡ଼ିଶା l ଅଷ୍ଟମ ଶତାବ୍ଦୀରୁ ପ୍ରତିଷ୍ଠିତ ଝଙ୍କଡ଼ ପ୍ରଗଣାର ଭଗବତୀ, ଦେବୀ ଶାରଳା ଠାକୁରାଣୀଙ୍କ ପୀଠଟି ତତ୍କାଳୀନ ଓଡ଼ିଶା କାହିଁକି ସାରା ଭାରତରେ ଏକ ପ୍ରମୁଖ ତନ୍ତ୍ର ପୀଠ ରୂପେ ପରିଚିତ ଥିଲା…