Tag ଜୟପୁର

ବଣ୍ଡାବାଘ

ଲେଖା: ଅମ୍ବିକା ପଟ୍ଟନାୟକ “ବିଚିତ୍ର ଏଇ ଦେଶ ଭାରତ, ବିଚିତ୍ର ଏହାର ଅଧିବାସୀ” ଏମିତି କିଛି କହିଥିଲେ ଦିଗବିଜୟୀ ଅଲେକଜାଣ୍ଡର l ଏଇଠି ଆମେ ଦେଖୁ ମନ୍ଦିରରେ ଶହ ଶହ ମୂଷା କ୍ଷୀର ପିଅନ୍ତି l ବୁଲେଟ ମଟର ସାଇକେଲ ପୂଜାପାଏ l “ବିଶ୍ୱାସେ ମିଳଇ ହରି, ତର୍କେ ବହୁଦୂର” ସବୁର ମୂଳେ  ବିଶ୍ୱାସ l…

ଆତ୍ମାମାମା

ଲେଖା: ଶିଶିର ସାହୁ ମନୋଜ କନ୍ଧଜାତିର ପ୍ରସିଦ୍ଧ ଦେଵତା ହେଉଛନ୍ତି ଆତ୍ମାମାମା । ନାରାୟଣ ପାଟଣାର ଆତ୍ମା ପର୍ଵତ ସହିତ ତାଙ୍କର ଅଭିନ୍ନତା ଵିଶ୍ଵାସ କରାଯାଏ । ଲୋକ ଵିଶ୍ଵାସ ରହିଛି ଯେ, ଆତ୍ମାମାମା ରାଗିଲେ ବର୍ଷା ହୁଏନି, ଫସଲରେ ପୋକ ଲାଗେ, ମହାମାରୀ ଵ୍ୟାପେ ଓ ମଣିଷ ଆଦି ଜୀବମାନେ ପୋକମାଛି ପରି ମରିହଜି…

ଜୟପୁର ରାଜ୍ୟ ଓ ଏହାର ଇତିହାସ

ଲେଖା: ଇଂ ବିଷ୍ଣୁ ମୋହନ ଅଧିକାରୀ ଜୟପୁର ହେଉଛି ଓଡିଶାର ଏକ ପ୍ରାଚୀନ ସହର ଯାହାକି ଓଡ଼ିଶା ଇତିହାସରେ ଏକ ବିଶେଷ ସ୍ଥାନ ଅଧିକାର କରିଅଛି । ପୁରାତନ କାଳରେ ଏହି ସହର ଭିନ୍ନ ଭିନ୍ନ ରାଜବଂଶୀୟ ରାଜାଙ୍କ ରାଜଧାନୀ ଥିଲା । ଏହା ପ୍ରାଚୀନ ଦୁର୍ଗ, ପ୍ରାସାଦ ଏବଂ ମନ୍ଦିର ପାଇଁ ଜଣାଶୁଣା ।…

ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ

  ଲେଖା: ଦେଵ ତ୍ରିପାଠୀ ସେ ଥିଲା ଯେମିତି ପ୍ରାଗୈତିହାସିକ ଅନ୍ଧକାରର ଯୁଗ । ଚାରିଆଡେ ଦୁର୍ବିସହ ଅଜ୍ଞତା, ବରଫ-ଶୀତଳ ନିଶ୍ଚେତନା, ଶଶକ-ଗୋତ୍ରୀୟ ଭୀରୁତା, ସ୍ଥାଣୁ ଜୀବନ, ନିଶ୍ଚଳ ଅଭିଳାଷର ଅନ୍ଧଗଳି ଭିତରେ ମୁମୂର୍ଷୁ-ପ୍ରାୟ ଜୀଉଁଥିଲେ ଓଡ଼ିଆମାନେ । ମୋଗଲ ଓ ମରହଟ୍ଟାଙ୍କର ଅକଥନୀୟ କଷଣର ତୋଡମାଡରେ ଅଣ୍ଟା ଭାଙ୍ଗି ଯାଇଥିବା ଗୋଟିଏ ଜାତି ନିର୍ଜୀବ,…