Physical Address
Sai Samarpanam, Satya Vihar, Bhubaneswar
ଲେଖା: ଦେଵ ତ୍ରିପାଠୀ ଶୀତ ଆସିଲେ ଆମେ କେବେ କେବେ ଯୋଜନା କରୁ ଚିଲିକା ବୁଲିବା ପାଇଁ ! ପ୍ରକୃତିର ସେଇ ସନ୍ତାନସନ୍ତତିମାନେ ମଧ୍ୟ ଯୋଜନା କରନ୍ତି ଚିଲିକା ବୁଲିବା ପାଇଁ, କେହି ଅବା ଇଚ୍ଛନ୍ତି ଓଡ଼ିଶା ଭୂଇଁର ଆଉ ଏକ ଅପୂର୍ବ ପ୍ରାକୃତିକ ନୈସର୍ଗିକ ଶୋଭାର ଭଣ୍ଡାର ତଥା ଗୌରବମୟ ଐତିହ୍ୟର ଭଣ୍ଡାର ଭିତରକନିକାକୁ…
~ ମୃତ୍ୟୁଞ୍ଜୟ ରଥ ~ ଲେଖା: ଅମୃତେଶ ଖଟୁଆ ~ କାବ୍ୟତୀର୍ଥ ବାଣୀଭୂଷଣ : ମୃତ୍ୟୁଞ୍ଜୟ ରଥ ~ କରିଛ ତୁମ୍ଭେ ନବ ସ୍ବର୍ଗ-ପ୍ରବାସ, ଅନୁସରନ୍ତି ସୁଖେ ଅଛି କି ଆଶ ! ମାତ୍ର ଏ ଜନେ ସିନା ଭୁଞ୍ଜିବେ ଦୁଃଖ, ତୁମ୍ଭ ଆୟତ୍ତ ଯେଣୁ ସବୁରି ସୁଖ।” (କୁମ୍ଭାରସମ୍ଭବମ୍, ଚତୁର୍ଥ ସର୍ଗ : ଅନୂଦିତ…
ଲେଖା: ଦେଵ ତ୍ରିପାଠୀ ରୂପ ଓ ସୌନ୍ଦର୍ଯ୍ୟର କବି, ପ୍ରକୃତି ମଧ୍ୟରେ ପ୍ରାଣସଞ୍ଚାର କରି ତା’କୁ ସ୍ୱପ୍ନ ସମ୍ବେଦନଶୀଳ ସତ୍ତା ଭାବରେ ଚିତ୍ରଣ କରିପାରୁଥିବା କବିଶ୍ରେଷ୍ଠ କବିବର ରାଧାନାଥ ରାୟ ଥିଲେ ପ୍ରକୃତିର ଉପାସକ । ଉତ୍କଳର ନଦନଦୀ, ଗିରି-ବନ-ପ୍ରାନ୍ତର, ସୁଗଭୀର ସମୁଦ୍ର, ସୁପ୍ରଶସ୍ତ ବେଳାଭୂମି, ବିସ୍ତୀର୍ଣ୍ଣ ହ୍ରଦ, ଭୟାବହ ଅରଣ୍ୟର ଭୀମକାନ୍ତ ଦୃଶ୍ୟ ନବଶୋଭା…
ଲେଖା: ରାଜେଶ୍ୱର ମହାନ୍ତି ପାରିକୁଦ (English: Parikud) ଚିଲିକା ହ୍ରଦ ମଧ୍ୟରେ ଥିବା ଏକ ଦ୍ୱୀପ । ଏହା କୃଷ୍ଣପ୍ରସାଦ ପଂଚାୟତ ସମିତିର ୯୬ଟି ମୌଜାକୁ ନେଇ ଗଠିତ । ଏହାର ଦୁଇ ପାର୍ଶ୍ୱରେ ଚିଲିକା ହ୍ରଦ ଓ ବଙ୍ଗୋପ ସାଗର ଅବସ୍ଥିତ । ଏହାର ପୂର୍ବ ପ୍ରାନ୍ତରେ ଚିଲିକା କୂଳରେ ଜହ୍ନିକୁଦା ଗ୍ରାମ ରହିଅଛି…