Tag ଖୋକାଭାଇ

ଖୋକାଭାଇ

ଲେଖା: ଫ୍ରାନସିସ ଶତପଥୀ ~ ଖୋକାଭାଇ ~ ଭବିଷ୍ୟତରେ ଯଦି ନିରୁତା କଟିକିଆଙ୍କୁ ନେଇ ସଂକଳନଟିଏ ହୁଏ, କିମ୍ବା ନବାଙ୍କୁରିତ କଟକର ଇତିହାସ କେବେ ଲେଖାଯାଏ ତେବେ ଖୋକାଭାଇଙ୍କ ନାଁ ତ ପ୍ରଥମେ ରହିବ ହିଁ ରହିବ। ସଙ୍ଗୀତର ମୁର୍ଚ୍ଛନା ଠାରୁ ଆରମ୍ଭ କରି ସାହିତ୍ୟର ସର୍ଜନା ସବୁଠିଁ ନିଜର ଯାଦୁକରୀ ଦେଖାଇଛନ୍ତି ତଥା ନିଜର…

ସ୍ମୃତିରେ ଅକ୍ଷୟ

ଲେଖା: ଫ୍ରାନସିସ୍ ଶତପଥୀ କଟକକୁ ଭଲପାଉଥିବା, କଟକକୁ ଜୀଇଁଥିବା, କଟକର ନାଁ ରଖିଥିବା ମଣିଷଙ୍କ ନାଁ ଯଦି ନିଆଯାଏ, ତେବେ ଅକ୍ଷୟ ମହାନ୍ତିଙ୍କ ବିନା ସେ ଅପୂର୍ଣ୍ଣ ରହିବ ନିଶ୍ଚୟ। ଯା’ର ଚାଲି କଟକୀ, ବୋଲି କଟକୀ, ପ୍ରେମ କଟକୀ ଆଉ ନଖରାମି ବି କଟକୀ । ଏଇ ଐତିହାସିକ ସହରର ଗଳିକନ୍ଦିକୁ ଅତି ପାଖରୁ…

କଟକ

ଗବେଷଣା ଓ ଉପସ୍ଥାପନା: ଶିଶିର ସାହୁ ମନୋଜ କଟକ ଶବ୍ଦର ବ୍ୟାଖ୍ୟା: କଟ=ବେଷ୍ଟନ କରିବା+କର୍ତ୍ତୃ. ଅକ ଏ ଶବ୍ଦର ସଂସ୍କୃତ ବିଶେଷ୍ୟ  ହିସାବରେ ଯେଉଁ ଅର୍ଥ ସବୁ ଭାଷାକୋଷରେ ଅଛି ତାହା ଏଠାରେ ଦିଆଗଲା …. ୧●ସାନୁ; ପର୍ବତର ମଧ୍ୟଦେଶ★ ୨● ବଳୟ; ହାତଖଡ଼ୁ ୩●ଗୋଡ଼ଖଡ଼ୁ ୪●ଚକ୍ର ★ ୫● ନଗର; ରାଜଧାନୀ★ ୬●ସୈନ୍ୟ★ ୭●…

ଗୁରୁକୃଷ୍ଣ ଗୋସ୍ଵାମୀ

ଲେଖା: ଦେଵ ତ୍ରିପାଠୀ “ମୁଁ ଜାଣେ ମୋ ସପନ ଦିନେ ସତ ହୋଇବ, ମୋ ମନର ରୂପାଡ଼ାଳେ ସୁନାଫୁଲ ଫୁଟିବ ।” ସପନ ଦେଖିଥିଲା ସେଇ ୨୧ ବର୍ଷର ଯୁବକଟି, ରଙ୍ଗୀନ ଦୁନିଆଁରେ ପାଦ ଥାପିବା ପାଇଁ, ସେଇ ସପନ ହିଁ ତାକୁ ମୟୁରଭଞ୍ଜର ଅଖ୍ୟାତ ନୂଆଗାଁ ମାଟିରୁ ଟାଣି ଆଣିଥିଲା କଟକ ମାଟିକୁ !…

ଗୋପାଳ ଛୋଟରାୟ

ଲେଖା: ଦେଵ ତ୍ରିପାଠୀ ଥିଲେ ଜଣେ ମହାନ ନାଟ୍ୟକାର । ଜଣେ ସରଳ ଗ୍ରାମ୍ୟ ବାଳିକାର ଏକ ଜଟିଳ ଭବିତବ୍ୟ ଭିତରେ ବଡ ହୋଇ ଉଠିବାର ଏକ ବହୁକୋଣୀୟ ଅଭିଜ୍ଞତାକୁ ନେଇ ସେ ରଚିଥିଲେ ‘ନଷ୍ଟଉର୍ବଶୀ’ ନାଟକ । ସେଇ ଉପଜୀବ୍ୟ କାହାଣୀର କଥାବସ୍ତୁ ଯେତିକି ଗ୍ରାମ ଆଉ ସହର ସହିତ ସଂପୃକ୍ତ ସେତିକି ପ୍ରେମ…