Physical Address
ଖଟବିନ୍ ସାହି, ବକ୍ସି ବଜାର, କଟକ, ଓଡିଶା
Physical Address
ଖଟବିନ୍ ସାହି, ବକ୍ସି ବଜାର, କଟକ, ଓଡିଶା
ଲେଖା: ଶିଶିର ମନୋଜ ସାହୁ ~ ରାଣୀଗୁମ୍ପା ଶିଳାଲେଖର ଚିତ୍ର ଓ ଖାରବେଳଙ୍କ ଜୀଵନୀ ~ ରାଣୀଗୁମ୍ଫା ଉପର ମହଲାରେ ଖୋଦିତ ଚିତ୍ରାଵଳୀ (ଫଳକ ନମ୍ବର ୨)କୁ ଅନୁଧ୍ୟାନ କରି ବରପାଲି ନିଵାସୀ ପ୍ରଖ୍ୟାତ ଐତିହାସିକ ସ୍ଵର୍ଗୀୟ ନଵୀନ କୁମାର ସାହୁ ଏ ସମ୍ବନ୍ଧରେ ନିମ୍ନୋକ୍ତ ଵର୍ଣ୍ଣନା ପ୍ରଦାନ କରିଥିଲେ । “ଥରେ ସିଂହପଥର ରାଜା…
ଲେଖା: ତେଜସ୍ୱ ତ୍ରିପାଠୀ ~ ଦେଶୋ ନାସ୍ତି ମହୀତଳେ ~ ତୁଙ୍ଗ-ଶିଖରୀ, କୁଞ୍ଜ-କାନନ, ପୁଣ୍ୟ-ଜଳଧିର ତ୍ରିବେଣୀ ସଂଗମ ଆମ ଉତ୍କଳ l ପୂତ ପୟୋନିଧିର ପବିତ୍ରଜଳ ସ୍ପର୍ଶରେ ପ୍ରତି ଧୂଳି କଣା ଏହାର ପତିତପାବନୀ l ଏ ସେହି ଭୂମି ଯେଉଁଠାରେ ପାଦ ପକେଇ ଶିବଙ୍କ ବ୍ରହ୍ମହତ୍ୟା ପାପମୋଚନ ହୋଇଛି ଆଉ ଚଣ୍ଡା ଶୋକ ଧର୍ମାଶୋକ…
ଲେଖା: ଶିଶିର ସାହୁ ମନୋଜ ଚୀନର ଜଣେ ଵୀରାଙ୍ଗନା 花木蘭 (ହୁଆ ମୁଲାନ)ଙ୍କୁ ଅଳ୍ପ ବହୁତେ ସମସ୍ତେ ଜାଣିଥିଵେ । ଏକାଦଶ ଵା ଦ୍ଵାଦଶ ଶତାବ୍ଦୀର ଲେଖକ Guo Maoqian ପ୍ରଥମେ ଏହାଙ୍କ ସମ୍ବନ୍ଧରେ ପ୍ରଚଳିତ ପୁରାତନ ଲୋକକଥାର ପଦ୍ଯାଵଳୀଗୁଡି଼କୁ ଲିଖିତ ଆକାରରେ ସଂଗ୍ରହ କରିଥିଲେ । ଐତିହାସିକଙ୍କ ଅନୁସାରେ ହୁଆ ମୁଲାନଙ୍କ କାହାଣୀ “ଉତ୍ତର…
ଲେଖା: ଦେଵ ତ୍ରିପାଠୀ ଉନ୍ନବିଂଶ ଶତକର ଶେଷାର୍ଦ୍ଧରେ ଭାରତୀୟ ପୁନର୍ଜାଗରଣର ପରିଣାମ ସ୍ବରୂପ ଦେଶବ୍ୟାପୀ ଯେଉଁ ଇତିହାସ ସଚେତନତା ଦେଖାଯାଇଥିଲା, ତାହା ଓଡ଼ିଆ ନାଟ୍ୟକାର ମାନଙ୍କୁ ପ୍ରଭାବିତ କରିବା ସ୍ବାଭାବିକ । ଏ ସମୟରେ ଆଗଙ୍ଗାଗୋଦାବରୀ ବିସ୍ମୃତ ଶସ୍ୟଶ୍ୟାମଳା-ପରିପୁଷ୍ଟ ଉତ୍କଳର ପରାଧୀନତା ଓ ଭାଗ୍ୟ ବିପର୍ଯ୍ୟୟକୁ ଉପଲବ୍ଧି କରି ପାରିଥିଲେ ସେମାନେ । ଏଣୁ ଓଡ଼ିଆ…
ଲେଖା: ଦେଵ ତ୍ରିପାଠୀ ସେ ଥିଲେ ସତ୍ୟର ସନ୍ଧାନୀ, ସତ୍ୟର ସାଧକ, ସତ୍ୟ ଅନ୍ୱେଷଣ ପାଇଁ ଉତ୍ସର୍ଗୀକୃତ ତାଙ୍କର ଆଜନ୍ମମୃତ୍ୟୁ ଜୀବନ, ସେ ଥିଲେ ବହୁବିଧ ପ୍ରତିଭାର ଅଧିକାରୀ, ଆମ ରାଜ୍ୟର ପ୍ରଥମ ଲିପିତତ୍ତ୍ୱବିଦ୍, ପ୍ରତ୍ନତତ୍ତ୍ୱବିଦ୍, ଐତିହାସିକ, ଗବେଷକ, ନାଟ୍ୟକାର, ପ୍ରାବନ୍ଧିକ, ସଙ୍ଗଠକ, ସମ୍ପାଦକ ତଥା ମୁକ୍ତିସଂଗ୍ରାମୀ ଉତ୍କଳରତ୍ନ ପଦ୍ମଶ୍ରୀ ଡ଼ଃ ସତ୍ୟନାରାୟଣ ରାଜଗୁରୁ I…
ଲେଖା: ଦେଵ ତ୍ରିପାଠୀ ସମ୍ବଲପୁର ଠାରୁ ପ୍ରାୟ ୪୦କି.ମି. ଦୂର ଏଲଏଣ୍ଡଟି ରୋଡ଼ ପାର୍ଶ୍ଵରେ ବୃକ୍ଷରାଜି ପରିବେଷ୍ଟିତ ଛୋଟ ଗାଁ ଖିଣ୍ଡା । ସମୟର ସ୍ତିମିତ ଗୋଧୂଳିରେ ପାଣ୍ଡୁର ଦୃଶ୍ୟପଟ ପରି ଗାଁ ଖିଣ୍ଡା । ସହରୀ କୋଳାହଳର ନିରାପଦ ଦୂରତାରେ ସଭ୍ୟତାର ଆଲୋକକୁ ପଛ କରି କାହିଁ କେଉଁ କାଳୁ ଆକାଶମୁହାଁ ହୋଇ ଠିଆ…
ଲେଖା: ଦେବ ତ୍ରିପାଠୀ ଏକଦା କଳିଙ୍ଗ ଥିଲା ରାଜା-ମହାରାଜାଙ୍କ ଗୌରବମଣ୍ଡିତ ଚାରୁକଳାର ରାଜ୍ୟ । ବିଶାଳ ଓ କୃଷ୍ଣକାୟ ହସ୍ତୀ ପାଇଁ ପ୍ରସିଦ୍ଧ ଏଇ ରାଜ୍ୟରେ ରାଜା ହସ୍ତୀପୃଷ୍ଠରେ ବସି ପାରିଧି କରିବା ଥିଲା ପରମ୍ପରା । କଳିଙ୍ଗର ଅରଣ୍ୟ ଥିଲା ବିଶାଳକାୟ ଦନ୍ତୀ (ମାଈ ଦନ୍ତାହାତୀ) ପାଇଁ ପ୍ରସିଦ୍ଧ । ଉତ୍କଳୀୟ ଧର୍ମ,…
ଲେଖା: ସୁଚେତା ପ୍ରଧାନ ଚନ୍ଦ୍ରାକିତ ରଜନୀ। କୁହୁଡିର ମଳିନ ଆସ୍ତରଣ ତଳେ ରୂପେଲି ଜ୍ୟୋତ୍ସ୍ନା ସୃଷ୍ଟି କରୁଥାଏ ଏକ ଅପରୂପ ମାୟା। ରାତି ପାହିଲେ ମହା କାର୍ତ୍ତିକର ମହା ପୂର୍ଣ୍ଣିମା। ରାତି ପାହିବାକୁ ତର ସହେନି। ଶିଶିର ସ୍ନାତ ପାହାନ୍ତି ପ୍ରହର ପୂର୍ବରୁ ଓଡିଶାର ଘରେ ଘରେ ଚହଳ। ବୋଇତ ବନ୍ଦାଣର ବେଳା। ଭଳିକି ଭଳି…