Tag କାନମୁଡା଼

କାନମୁଡା଼ 

ଉପସ୍ଥାପନା: ଶିଶିର ସାହୁ ମନୋଜ ଏ ମିଠାକୁ ପଶ୍ଚିମ ଓଡ଼ିଶାରେ ଗୁଜିହା ଓ କାନମୁଡା଼ କୁହନ୍ତି । ଗୁଜିହା ଶବ୍ଦର ମୂଳ ଅସ୍ପଷ୍ଟ ପୁଣି ଉତ୍ତର ପ୍ରଦେଶରେ ମଧ୍ୟ ଗୋଜିହା ଶବ୍ଦଟିଏ ଏ ମିଠାର ନାମାର୍ଥେ ଚଳୁଥିଵାର ଜଣାଯାଏ । ଏ ମିଠାର ଅନ୍ଯତମ ନାମ କାନମୁଡା଼ ଅଟେ । ବହୁତ ସମ୍ଭଵ ମିଠାଟି କାନମୁଣ୍ଡା…