ଲେଖା: ନିରଞ୍ଜନ ସାହୁ ~ ଓଡ଼ିଶା ଇତିହାସ ଓ ଓଡ଼ିଆ ସାହିତ୍ୟରେ ମାଦଳାପାଞ୍ଜିର ଅବଦାନ ~ ଓଡ଼ିଶା ଇତିହାସ ଓ ଓଡ଼ିଆ ସାହିତ୍ୟରେ ମାଦଳାପାଞ୍ଜିର ଅବଦାନକୁ କେହି […]
ପତ୍ର ପାଇବା ଓ ଉତ୍ତର ଦେବାରେ ଦି’ ପଇସା ଖର୍ଚ୍ଚ, କିନ୍ତୁ ସେଇ ଦି’ ପଇସାର ମୂଲ୍ୟ ବୋଧହୁଏ ଗୋଦାବରୀଶଙ୍କ ପାଇଁ ଥିଲା ଦୁଇ ଲକ୍ଷ ଟଙ୍କାରୁ ଅଧିକ i କାରଣ ଫକୀରମୋହନକ ପରି ମହାସିନ୍ଧୁଙ୍କ ସଙ୍ଗେ ତାଙ୍କ ଜୀବନର କ୍ଷୁଦ୍ର ପାଣିଟୋପାଟିକୁ ନେଇ ମିଶାଇ ପାରିଥିଲା ସେଇ ପତ୍ର . .
ଲେଖା: ନିରଞ୍ଜନ ସାହୁ ଜଣେ ପ୍ରଥିତଯଶା ସାହିତ୍ୟକାର ଭାବେ ସୁରେନ୍ଦ୍ର ମହାନ୍ତି ଓଡ଼ିଆ ସାହିତ୍ୟର ଚିରନ୍ତନ ଗର୍ବ। ଗଳ୍ପ, ଉପନ୍ୟାସ, ନାଟକ, ଜୀବନୀ, ଆତ୍ମଜୀବନୀ, ସାହିତ୍ୟ ସମାଲୋଚନା, […]
ଲେଖା: ନିରଞ୍ଜନ ସାହୁ କବିମଞ୍ଜୁଳ ଉତ୍କଳଗନ୍ଧର୍ବ କୃଷ୍ଣପ୍ରସାଦ ବସୁ ! “ମୋତେ ଦୁନିଆ କହୁଛି ପାତକୀ, ତୁମେ ଜାଣ ପ୍ରଭୁ କିସ ମୁଁ ହୋଇଛି, ବିଛୁଆତି ଅବା […]
ଲେଖା: ନିରଞ୍ଜନ ସାହୁ ରୀତିଯୁଗର ଅନ୍ୟତମ ପ୍ରତିଭା ସନ୍ଥକବି ଦୀନକୃଷ୍ଣ ଦାସ ! “କୃପାସିନ୍ଧୁ ବଦନ କରି ଅବଲୋକନ, କେଉଁ କରମହୀନ ଜନ, କାକୁସ୍ତଭର ହୋଇ କର […]
ଦୀର୍ଘ ସାତ ଦଶନ୍ଧିରୁ ଉର୍ଦ୍ଧ୍ବ କାଳ ଧରି ନିରବିଛିନ୍ନଭାବେ ଲେଖନୀ ଚାଳନା କରି ଓଡ଼ିଆ ଭାଷା ସାହିତ୍ୟକୁ ସମୃଦ୍ଧ କରିଥିବା ଜଣେ ସ୍ପର୍ଦ୍ଧିତ ବ୍ୟକ୍ତିତ୍ବ ଯୁଗସ୍ରଷ୍ଟା ଯଶସ୍ୱୀ କବି ଉତ୍କଳଚନ୍ଦ୍ର ପଣ୍ଡିତ ଉପେନ୍ଦ୍ର ତ୍ରିପାଠୀ ! ଅଥଚ ଅନାଲୋଚିତ . .
ଉପସ୍ଥାପନା: ଅନ୍ନପୂର୍ଣ୍ଣା ସାହୁ ନିଜର ବାଲ୍ୟଜୀବନରେ ବହୁ ଘାତପ୍ରତିଘାତ ମଧ୍ୟରେ ଜୀବନ ଜିଇଁଥିଲେ ଗଙ୍ଗାଧର ମେହେର। ନିଜେ ଲେଖିଛନ୍ତି “ମୁଁ ସ୍କୁଲରେ ଶିକ୍ଷା ଶେଷ କରିବା ପର୍ଯ୍ୟନ୍ତ […]
ଲେଖା: ନିରଞ୍ଜନ ସାହୁ “ଏ ସମସ୍ତ ବୈଷ୍ଣବ କବିଙ୍କ ଭିତରେ କେବଳ ଗୋପାଳକୃଷ୍ଣଙ୍କ ରଚନାକୁ ଆସିଲେ ଆମେ ବାଧ୍ୟ ହୋଇ ଅନୁଭବ କରୁ ଯେ, ଆମେ ଏକ […]
ପଲ୍ଲୀକବି, ଓଡ଼ିଶାମାଟିର ଜଣେ ପ୍ରାତଃସ୍ମରଣୀୟ ଯୋଗଜନ୍ମା ବ୍ୟକ୍ତିତ୍ଵ, ଆଧୁନିକ ଓଡ଼ିଆ ସାହିତ୍ୟରେ ଅପୂର୍ବ ଲାଳିତ୍ୟମୟ ଅଗଣିତ ପଲ୍ଲୀଗୀତ ଓ ସଂସ୍କାରଧର୍ମୀ କାଳଜୟୀ ଉପନ୍ୟାସମାନ ସୃଷ୍ଟି କରି ଓଡ଼ିଆ ଜନମାନସକୁ ଆନ୍ଦୋଳିତ କରିପାରିଥିଲେ ସେ . .
ଲେଖା: ନିରଞ୍ଜନ ସାହୁ ଅଷ୍ଟାଦଶ ଶତାବ୍ଦୀ ଥିଲା ଓଡ଼ିଆ କାବ୍ୟସାହିତ୍ୟର ଅପୂର୍ବ ଯୁଗ । ରୀତି ଓ ଗୀତିଯୁଗ ନାମରେ ନାମିତ ଏହି ଯୁଗରେ ଉତ୍କଳ ସାହିତ୍ୟାକାଶରେ […]