Tag ଆଵାହନ

ଆଵାହନ

ସୌରଭିତ ସୃଷ୍ଟି: ପଣ୍ଡିତ ଗୋଦାବରୀଶ ମିଶ୍ର ~ ଆଵାହନ ~ ଉଠହେ ପୁଲକେ ଉଠହେ ମାତି, କେତେ ନଵ ଆଶା ନଵୀନ ସାହସ  ନଵ ଜାଗରଣେ ଜାତିର ଭଵିଷ୍ୟ ମରମେ ମରମେ ଉଠଇ ଭାତି ।।ଘୋଷା।। ଅତୀତ ଗରଭେ ଯେତେ ଗଉରବ ଜ୍ଞାନ ବଇଭଵ ସମ୍ପଦଶିରୀ  ସେ ଵିଭବ ବାରେ ଚାହିଁ ଦେଖ ଭାଇ ଘେନ…