ଲେଖା: ଋଷିରାଜ ପଟ୍ଟନାୟକ ପ୍ରାଚୀନ କେନ୍ଦ୍ରପଡ଼ାରେ ଥିଲା ତିନିଗୋଟି ରାଜ୍ୟ ଯଥା, କୁଜଙ୍ଗ, ଆଳି ଓ କନିକା । କୁଜଙ୍ଗ ରାଜବଂଶରେ ଷଣ୍ଢବଂଶୀ, ଆଳି ରାଜବଂଶରେ ଦେବବଂଶୀ […]