Physical Address
Sai Samarpanam, Satya Vihar, Bhubaneswar

ଲେଖା: ଅଂଶୁମାନ ମହାରଣା ~ ସାମ୍ପ୍ରଦାୟିକ ପନ୍ଥବାଦୀ ଚେତନା ଓ ଉତ୍କଳଗୌରବ ମଧୁସୂଦନ ଦାସ ~ ଓଡ଼ିଆ ଜାତୀୟତାବାଦର ଭୀଷ୍ମ ପିତାମହ ଭାବରେ ପରିଚିତ ଶ୍ରଦ୍ଧେୟ ମଧୁବାବୁ ଖଣ୍ଡବିଖଣ୍ଡିତ ଉତ୍କଳ ଜନନୀକୁ ଏକତ୍ର କରାଇବା ଲାଗି ଯେଉଁ ସଂଗ୍ରାମ ଆରମ୍ଭ କରିଥିଲେ, ସେଇ ସଂଗ୍ରାମ କାରଣରୁ ଜୀବିତ ଅଛି ଓଡ଼ିଆ ବିଶେଷଧାରୀ ଜାତି । ଅସ୍ତିତ୍ୱ…

ଲେଖା: ନିରଞ୍ଜନ ସାହୁ ~ ଭଗବତୀ ଚରଣ ପାଣିଗ୍ରାହୀ ~ ୧୯୧୭ ମସିହା ପରେ ପରେ ଅର୍ଥାତ୍ ସୋଭିଏତ ଋଷର ଅକ୍ଟୋବର ବିପ୍ଳବର ପୃଷ୍ଠଭୂମି ଉପରେ ଏକ ମହତ୍ତ୍ୱପୂର୍ଣ୍ଣ ଅଧ୍ୟାୟର ସୂତ୍ରପାତ ହୁଏ ସମଗ୍ର ବିଶ୍ଵରେ । ବିଶ୍ୱବାସୀଙ୍କ ମନରେ ସୃଷ୍ଟି କରାଏ ନୂତନ ପ୍ରତ୍ୟୟ, ଆଶା ଓ ଆଶ୍ଵାସନା । ମୁକ୍ତି, ସ୍ଵାଧୀନତା ଓ…

~ ନନ୍ଦିକେଶ୍ଵରୀ ~ ସୌରଭିତ ସୃଷ୍ଟି: କବିବର ରାଧାନାଥ ରାୟ ଊନବିଂଶ ଶତାବ୍ଦୀର ଉପୋଦ୍ଘାତରେ ଯେତେବେଳେ ଓଡ଼ିଆ ମାଟି ନବଜାଗରଣ ପର୍ଯ୍ୟାୟରେ ପଦକ୍ଷେପ ଜନିତ ସାରସ୍ଵତ ଓ ସାଂସ୍କୃତିକ ପୃଷ୍ଠଭୂମିରେ ଆବର୍ତ୍ତିତ ହେଉଥିଲା, ସେହି ସମୟରେ ଓଡ଼ିଆ ଜନପ୍ରାଣକୁ ପରମୁଖାପେକ୍ଷୀ ସତ୍ତାର କବଳିତ ଶାଙ୍କୋଳିରୁ ମୁକ୍ତି ଦେଇଥିଲେ ଆମ୍ଭର ପରମ ସଦାଶୟମାନଙ୍କ ସମୁଚ୍ଚୟୀ ପ୍ରଯତ୍ନର ସ୍ଵେଦଲଗା…

ଲେଖା: ଅମ୍ବିକା ପଟ୍ଟନାୟକ ~ ଡ. ମନ୍ମଥ ନାଥ ଦାସ ~ “Long long ago there was a king named Kharavela . .” କେତେବେଳେ ସମ୍ମୁଖସ୍ଥ ଛାତ୍ରଛାତ୍ରୀ ବା କେତେବେଳେ ଝରକା ଫାଙ୍କ ଦେଇ ଦୂର ଦିଗବଳୟରେ ଦୃଷ୍ଟି ନିବଦ୍ଧ କରି ଛନ୍ଦମୟ ରୀତିରେ ଅଧ୍ୟାପକ ଜଣକ ଇତିହାସ ପଢ଼େଇ ଯାଉଛନ୍ତି,…

ଲେଖା: ଦେଵ ତ୍ରିପାଠୀ “ପାଇଲି ଅସଲ ଚିଜ ହେଉ ତାହା ଛଡ଼ା, ନିରୋଳ ଓଡ଼ିଆ କଥା ଥିଲା ମୋର ଲୋଡା, ପଢିଲି ସାହିତ୍ୟ ବସି ପହରେକ ଆଜ, ଠିକ୍ ଠିକ୍ ଗାଇ ଯାଇଛନ୍ତି ପ୍ରହରାଜ . . “ ଯାହାଙ୍କ ପ୍ରଶଂସାରେ ବ୍ୟାସକବି ଫକୀରମୋହନ ଏପରି ଶତମୁଖ ହୋଇପଡ଼ିଥିଲେ, ସେଇ ମହାନ ସ୍ରଷ୍ଟା କିନ୍ତୁ ଆମ…

ସୌରଭିତ ସୃଷ୍ଟି: ଵ୍ୟାସକଵି ଫକୀରମୋହନ ଵ୍ୟାସକଵି ଫକୀରମୋହନ ସେନାପତିଙ୍କ “ଉତ୍ଥାନ ସଙ୍ଗୀତ” ଗୀତିକଵିତାଟି ଏକ ଜାତୀୟ ଉଦବୋଧନୀ ଗୀତ ଅଟେ । ଏହା ନଟଵାଣୀ ଵୃତ୍ତରେ ଗାଇଵାକୁ ହୋଇଥାଏ । ଗୀତିକଵିତାଟି ଶତ ଵର୍ଷ ତଳେ ଲେଖାଯାଇଥିଲେ ହେଁ ଏହା ଆଜି ଵି ପ୍ରାସଙ୍ଗିକ । ~ ଉତ୍ଥାନ ସଙ୍ଗୀତ ~ (ନଟଵାଣୀ ଵୃତ୍ତ) ଉଠ…

ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ ଲେଖୁଛେ କିମ୍ବା ନିଜକୁ ଓଡ଼ିଆ ବୋଲି କହି ଗର୍ବିତ ଅନୁଭବ କରୁଛେ, ତାହା ପଛରେ ଅନେକ ମହାନ ଓ ମହତ ପୁରୁଷ ମାନଙ୍କର ନିସ୍ଵାର୍ଥପର ସେବା ମନୋବୃତ୍ତି ଓ ବଳିଦାନ ଲୁଚି ରହିଛି . . ! ସେହି ଭଳି ନିସ୍ଵାର୍ଥପର…

ଲେଖା: ନିରଞ୍ଜନ ସାହୁ ଗତାନୁଗତିକ ପ୍ରବନ୍ଧ ଲେଖାରେ ଗୋଟିଏ ବ୍ୟତିକ୍ରମର ଉଦ୍ଦ୍ରେକ ହେଲା ଉତ୍କଳ ସାହିତ୍ୟ ପତ୍ରିକାରେ ୧୯୦୪ ମସିହାର ପ୍ରଥମ ସଂଖ୍ୟାରେ । ପ୍ରାବନ୍ଧିକଙ୍କର ହେତୁବାଦୀ ଚିତ୍ତ ଧର୍ମର ଆବରଣ ଭେଦ କରି ନାସ୍ତିକତାରେ ଉପନୀତ ହୋଇଥିଲା ଗୋଟିଏ ପ୍ରବନ୍ଧ । ସାରା ପାଠକ ମହଲରେ ତଡ଼ିତ୍ ବେଗରେ ପ୍ରସାରିତ ହୋଇଗଲା ପ୍ରବନ୍ଧର ବିଷୟବସ୍ତୁ…

ଲେଖା: ଅମ୍ବିକା ପଟ୍ଟନାୟକ ଲୋକସଭା ନିର୍ବାଚନର ଦାମାମା ବାଜୁଥବା ବେଳେ ନିର୍ଲିପ୍ତ ଭାବେ ସେଇ ପ୍ରାର୍ଥୀ ଏକ ଗଳ୍ପ ଲେଖି ଶ୍ରୀ ମନୋଜ ଦାସଙ୍କୁ କହି ପାରନ୍ତି “ଆପଣ ଥିଲେ ବୋଲି ଗପଟି ଲେଖି ପାରିଲି !” କେତେଦୂର ସାହିତ୍ୟ ମନସ୍କ ନହେଲେ ଜଣେ ଏଭଳି କରି ପାରିବେ? “ଅନ୍ଧ ଦିଗନ୍ତର ନିଧି ଦାସ ପରି ଚରିତ୍ର ମୁଁ…

ଲେଖା: ଦେଵ ତ୍ରିପାଠୀ ଓଡ଼ିଆ ପତ୍ରପତ୍ରିକା ଜଗତର ପୁନଃ ଉଜ୍ଜୀବିତ ହେବା ସମୟର କଥା ! ଏ ନୂତନ ଆନ୍ଦୋଳନରେ ଯୋଗ ଦେଇଥିଲେ କେତେ କେତେ ନବ୍ୟ ସଭ୍ୟ ଯୁବକ ! ~ ବିଜ୍ଞାନ ଦର୍ପଣ ~ କଟକର କିଛି ବିଜ୍ଞାନ ପଢ଼ୁଆ ଧୀମାନ୍ ତରୁଣଙ୍କ ଉଦ୍ୟମରେ ଶିଶୁ କିଶୋର ତଥା ବିଜ୍ଞାନ ପାଠ ଆଶାୟୀ…