Search Results for କଳିଙ୍ଗ

ଗଜପତି କପିଳେନ୍ଦ୍ର ଦେବଙ୍କର ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ଦାବି

~ କଟକରେ ଗଜପତି କପିଳେନ୍ଦ୍ର ଦେବଙ୍କର ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ଦାବି ~ ୨୯ ଜୁନ ୨୦୨୪ : “ବୀରଶ୍ରୀ ଗଜପତି ଗୌଡ଼େଶ୍ୱର ନବକୋଟି କର୍ଣ୍ଣାଟ-ଉତ୍କଳ କଳବର୍ଗେଶ୍ୱର, ଅଭୟତି ଭୂତଭୈରବ, ଦୁଃସହ ଦୁଃଶାସନ, ଅନିନରଣେ ରାଉତରାଏ, ଅତୁଳବଳୀ ପରାକ୍ରମ ସଂଗ୍ରାମେ ସହସ୍ରବାହୁ, କ୍ଷତ୍ରିୟକୁଳ ଧୂମକେତୁ, ବୀରାଧିବୀରବର ମହାପ୍ରତାପୀ ଶ୍ରୀ ଶ୍ରୀ ଶ୍ରୀ ଗଜପତି କପିଳେନ୍ଦ୍ର ଦେବଙ୍କର ଜୟ…

ଓଡ଼ିଆ ଅସ୍ମିତାର ମହାପର୍ବ

~ ଓଡ଼ିଆ ଅସ୍ମିତାର ମହାପର୍ବ ~ ୧୯୦୩ ମସିହା । ଡିସେମ୍ବର ମାସ ୩୦ ଓ ୩୧ ତାରିଖ । ଲୋକାରଣ୍ୟ କଟକ ସହରର ଇଦଗାପଡ଼ିଆ । କ୍ଷୁଦ୍ରତର ହୋଇ ଯାଇଥିବା ଓଡ଼ିଶା ଭୂଖଣ୍ଡର କୋଣ ଅନୁକୋଣରୁ ଆସିଥିବା ରାଜା, ଜମିଦାର, ପ୍ରତିନିଧିମଣ୍ଡଳୀ, ସାହିତ୍ୟରଥୀ, ଜାତୀୟତାବାଦୀ ଓ ସାଧାରଣ ଲୋକେ ଗୋଟିଏ ସ୍ଥାନରେ ସମ୍ମିଳିତ ।…

ପୂଜ୍ୟପୂଜା ବେଦିକା

~ ପୂଜ୍ୟପୂଜା ବେଦିକା ~ ଅନ୍ତରଙ୍ଗ କଳିଙ୍ଗର ପ୍ରଥମ ଅବଦାନ ! #ପୂଜ୍ୟପୂଜା_ବେଦିକା  ନିକଟ ଇତିହାସରେ ଓଡ଼ିଶାର ସାହିତ୍ୟ, ସଂସ୍କୃତି, ପରମ୍ପରା ଓ ଜନଜୀବନରେ ଆସିଛି କାଇଁ କେତେ ଜୁଆର ଭଟ୍ଟା । ଓଡ଼ିଶାର ସାମାଜିକ ଜୀବନ ଠାରୁ ସାଂସ୍କୃତିକ ସ୍ରୋତରେ ଆସିଛି ଅନେକ ମୋଡ଼ । କେତେ ବେଳେ ସ୍ୱାଧୀନତାର ସଙ୍ଗୀତରେ ବିଭୋର ମଣିଷ,…

Home

Reliving the Glorious Past of Odisha Reliving the Glorious Past of Odisha Reliving the Glorious Past of Odisha Reliving the Glorious Past of Odisha Reliving the Glorious Past of Odisha The Vibe Behind  Among all the countries in the world,…

ରଘୁନାଥ ମଠ

~ ରଘୁନାଥ ମଠ ~ ଲେଖା: ଶ୍ରୀକାନ୍ତ ସିଂହ ମହା ଐତିହ୍ୟକ୍ଷେତ୍ର କଟକ ସହରରେ ଯେଉଁ କେତୋଟି ପ୍ରାଚୀନ ମଠ ରହିଛି ତନ୍ମଧ୍ୟରେ ତୁଳସୀପୁର ମଠସାହିରେ ଥିବା ‘ରଘୁନାଥ ମଠ’ ହେଉଛି ଅନ୍ୟତମ। ଏହି ମଠର ଅବସ୍ଥିତିକୁ ନେଇ ସାହିର ନାମ ମଠସାହି ଏବଂ ସନ୍ଥ ତୁଳସୀଦାସଙ୍କ ଦ୍ୱାରା ମଠଟି ପ୍ରତିଷ୍ଠା ହୋଇ ଥିବାରୁ ଏହି…

ବ୍ରହ୍ମାକୁଣ୍ଡ

~ ନାଭିଗୟା ଓ ବ୍ରହ୍ମାକୁଣ୍ଡ ~ ଲେଖା: ଶ୍ରୀକାନ୍ତ ସିଂହ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ବିରଜାଙ୍କ ବିଗ୍ରହକୁ ଅନୁଧ୍ୟାନ କରି ଐତିହାସିକ ଡ. କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ଏହାଙ୍କୁ ଗୁପ୍ତଯୁଗୀୟ କଳାକୃତି ବୋଲି ମତ ଦିଅନ୍ତି। ଏହି ପବିତ୍ର କ୍ଷେତ୍ର, ବିରଜା କ୍ଷେତ୍ର, ଗଦାକ୍ଷେତ୍ର, ନାଭିଗୟା କ୍ଷେତ୍ର, ହରିହର କ୍ଷେତ୍ର, ବୈତରଣୀ ତୀର୍ଥ, ଯଜ୍ଞପୁର ବା ଯାଜପୁର…

ଗଙ୍ଗାମାଧବ

~ ଗଙ୍ଗାମାଧବ ~ ଲେଖା: ଶ୍ରୀକାନ୍ତ ସିଂହ ଗଙ୍ଗାମାଧବ ! କୁରାଙ୍ଗ ଶାସନ ପଞ୍ଚାୟତର ଗଙ୍ଗେଶ୍ୱର ଗ୍ରାମରେ ଥିବା ଭଗବାନ ଶ୍ରୀକୃଷ୍ଣଙ୍କ ଅତୀବ କମନୀୟ ତଥା କାରୁକାର୍ଯ୍ୟପୂର୍ଣ୍ଣ ଖୁବ ସୁନ୍ଦର ପ୍ରତିମାଟିଏ ! ଏହି ପ୍ରତିମାଟିର ସୁକ୍ଷ୍ମ ତଥା ନିଖୁଣ କାରୁକାର୍ଯ୍ୟକୁ ଯେତେ ପ୍ରଶଂସା କଲେ ବି ତାହା କମ ହେବ l ସେ କାଳର…

ଦର୍ପଣୀ କୋଠି

~ ଦର୍ପଣୀ କୋଠି ~ ଲେଖା: ଶ୍ରୀକାନ୍ତ ସିଂହ ଅଶିଣର ବର୍ଷଣକ୍ଳାନ୍ତ ଶରଦ ପ୍ରାତଃ। ପଶ୍ଚିମାକାଶରେ ଅସ୍ତଗାମୀ ନିଷ୍ପ୍ରଭ ଶଶାଙ୍କ, ଆଉ ଉଦିତ ରବିଙ୍କ ରକ୍ତିମ ଆଭାରେ ଉଦ୍ଭାସିତ ପୂର୍ବାଚଳର ନିର୍ମଳ ଆକାଶ। ବୃନ୍ତଚ୍ୟୁତ ସଜଫୁଟା ଶୁଭ୍ର-ନାରଙ୍ଗୀ ଶେଫାଳୀ ସାଥେ ମଧୁମାଳତୀ, ତରାଟ, କନିଅର, ଟଗର, କାଠଚମ୍ପା, ମଲ୍ଲୀ, ଜୁହି-ଜାଇ, ହେନା, ସ୍ବର୍ଣ୍ଣଚମ୍ପା, ରଙ୍ଗଣୀ ଆଦି…

ମୁଦ୍ଗଳ ମାଧବ

~ ସୋମେଶ୍ୱର ତୀର୍ଥ ଓ ମୁଦ୍ଗଳ ମାଧବ ~ ଲେଖା: ଅମୃତେଶ ଖଟୁଆ କାକଟପୁର-କୋଣାର୍କ ରାସ୍ତାରେ ଗଲା ବେଳକୁ ଦକ୍ଷିଣପୂର୍ବ ଦିଗକୁ ପ୍ରାୟ ଛଅ କିଲୋମିଟର ପରେ ପଡ଼ିବ ବାଜପୁର ଛକ । ମା’ ମଙ୍ଗଳାଙ୍କ ପୀଠରୁ ସଳଖ ପୂର୍ବ ଦିଗ ଅଭିମୁଖେ ଗସ୍ତ କରିଲେ ଆଗକୁ ସବ୍-ରେଜିଷ୍ଟ୍ରି କାର୍ଯ୍ୟାଳୟ ଓ ରାସ୍ତାର ବିପରୀତ ପଟେ…

ଗୋପୀନାଥପୁର

~ ଗୋପୀନାଥପୁର ~ ଲେଖା: ଅମୃତେଶ ଖଟୁଆ ନାତିଦୂର ବିଜନତାରେ ସବୁଜ ପଲ୍ଲୀଭୂମି ଦେଇ ସେଦିନ ପହିଲି ଶ୍ରାବଣର ଆଗମନ । କଜଳ ମେଘ ଉହାଡ଼ରେ ଗୋଟାପଣେ ଆଚ୍ଛନ୍ନ ମେଦୂର ଗଗନର ନୀଳ ବର୍ଣ୍ଣରାଜି । ଗ୍ରାମର ପଥେ ପଥେ ପଡ଼ିଥିଲା ତିଳ-ତଣ୍ଡୁଳିତ ଖରା । ଏହାର ପଥରୋଧ କରୁଥିବା ଊର୍ଦ୍ଧ୍ବମୁଖ ତରୁ ତଳ ଛାୟାଘନ…