Search Results for କଳିଙ୍ଗ

ଦାସିଆ ଅଜା

~ ଦାସିଆ ଅଜା ~ ଲେଖା: ଅମୃତେଶ ଖଟୁଆ “କେହି ନ ଜାଣିବେ କେହି ନ ଦେଖିବେ ନ କାନ୍ଦିବେ ଥରେ କେହି, ଚାଲିଯିବି ଏକା ଏତିକି ମାଗୁଣି ତୁମ୍ଭ ନାମ ଗାଇ ଗାଇ।” (ଦାସିଆ ଅଜା) ସମଗ୍ର ଓଡ଼ିଆ ମାଟିରେ ସେ ଥିଲେ ଦଶ ପଇସାର ରଜା, ଦାସିଆ ଅଜା । ନୂଆଗାଁର ତତ୍କାଳୀନ…

ମଢ଼ି ଅସ୍ତ୍ରାଗାର ପୋଡ଼ି

ଲେଖା: ନିରଞ୍ଜନ ସାହୁ ୧୯୪୨ ମସିହା ଅଗଷ୍ଟ ମାସ ଛବିଶ ତାରିଖ। ସେତେବେଳେ ଭାରତ ଛାଡ଼ ଆନ୍ଦୋଳନରେ ସାମିଲ ହେଉଥାନ୍ତି ଅସଂଖ୍ୟ ଜନସାଧାରଣ। ଓଡ଼ିଶାର ବିଭିନ୍ନ ସ୍ଥାନରେ ଆନ୍ଦୋଳନ ଆହୁରି ତୀବ୍ରତର ହେଉଥାଏ। ଢେଙ୍କାନାଳ ରାଜ୍ୟରେ ହିଂସାତ୍ମକ ରୂପ ନେଉଥାଏ ଏହି ଆନ୍ଦୋଳନ। ସେହି ସମୟରେ ସଂଘଟିତ ଘଟଣାମାନଙ୍କ ମଧ୍ୟରେ ‘ମଢ଼ି ଅସ୍ତ୍ରାଗାର ପୋଡ଼ି’ ଥିଲା…

ଦଣ୍ଡୀ ମହାଦେବୀ

ଉପସ୍ଥାପନା: ନିରଞ୍ଜନ ସାହୁ ଓଡ଼ିଶାର ପ୍ରଖ୍ୟାତ ଭୌମକର ରାଜବଂଶରେ ଶୁଭକର ଦେବ ଅପୁତ୍ରିକ ଭାବରେ ପ୍ରାଣତ୍ୟାଗ କଲେ । ତାଙ୍କର ଏକମାତ୍ର ସନ୍ତାନ ଦଣ୍ଡିଦେବୀଙ୍କର ଜନନୀ ଗୌରୀ ଦେବୀ ଉତ୍କଳର ଶାସନଦଣ୍ଡ ଦକ୍ଷତାର ସହିତ ପରିରଳନା କରିଥିଲେ । ଏହି ବଂଶରେ ଏଥିପୂର୍ବରୁ ତ୍ରିଭୂବନ ମହାଦେବୀ ଏବଂ ପୃଥୀ ମହାଦେବୀ ନାମକ ଦୁଇଜଣ ରାଣୀ ଶାସନଦଣ୍ଡ…

ଜଗୁ ଦେବାନ

ଲେଖା: ନିରଞ୍ଜନ ସାହୁ ମହାତ୍ମାଗାନ୍ଧୀ ଓ ନେତାଜୀଙ୍କ ସ୍ଵାଧୀନତା ପାଇଁ ଆହ୍ଵାନ ଦେବା ପୂର୍ବରୁ ପ୍ରଥମେ ୧୮୫୭ ମସିହାରେ ଭାରତୀୟ ସିପାହୀ ମାନେ ଇଂରେଜ ସରକାରଙ୍କ ବିରୁଦ୍ଧରେ ବିଦ୍ରୋହ ଆରମ୍ଭ କରିଥିଲେ । ତତ୍କାଳୀନ ଓଡ଼ିଶା ରାଜ୍ୟ ଅନ୍ତର୍ଗତ ସିଂହଭୂମି ଜିଲ୍ଲାରେ ସିପାହୀ ବିଦ୍ରୋହ ତଥା ଦେଶରୁ ଇଂରେଜମାନଙ୍କୁ ବିତାଡ଼ିତ କରିବା ପାଇଁ ଯେଉଁ ସଂଗ୍ରାମ…

ଗୋବିନ୍ଦ ତେଜ

~ ଗୋବିନ୍ଦ ତେଜ ~ ଲେଖା: ଅମୃତେଶ ଖଟୁଆ “ଗୋଟିଏ ଓଡିଆ ଚଳଚ୍ଚିତ୍ର କେବଳ ଯେ ଓଡିଆ ଭାଷା ପାଇଁ ହେଉଛି, ତାହା ନୁହେଁ। ଆଉ ମୁଁ ମଧ୍ୟ ଚଳଚ୍ଚିତ୍ର କରିବାର ଏକମାତ୍ର ଅଭିପ୍ରାୟ ରଖି ଚଳଚ୍ଚିତ୍ର କରେନାହିଁ। ଚଳଚ୍ଚିତ୍ରର ଚେର ସବୁବେଳେ ଗୋଟିଏ ମାଟିର ସଂସ୍କୃତି ସହ ଜଡିତ ରହିବା ଦରକାର। ରାଜସ୍ଵ ବର୍ଦ୍ଧନ…

ମାଗୁଣିର ଶଗଡ଼ (Magunira Shagada)

ଉପସ୍ଥାପନା: ଅନ୍ତରଙ୍ଗ କଳିଙ୍ଗ ମାଗୁଣିର ଶଗଡ଼ ପରି ସଦାକାଳ ପରିତ୍ୟକ୍ତ ସେମାନଙ୍କ ଜୀବନ । ଯେଉଁଠି ସକାଳ ଆରମ୍ଭ ହୁଏ ସଂଘର୍ଷ, ସଂଘାତ ଓ ଶେଷ ହୁଏ ସମ୍ଭାବନାହୀନ ସୂର୍ଯ୍ୟାସ୍ତରେ । ସରକାର ଆସେ, ପୁଣି ବଦଳିଯାଏ । ଯୋଜନା ବି ଆସେ, ଯାଏ । ଫମ୍ପା ପ୍ରତିଶ୍ରୁତି ଆଉ ମୂଲ୍ୟହୀନ ଯୋଜନାର ବୈତରଣୀ ଭସାଇ…

ସଞ୍ଜସଳିତା (Sanjasalita)

ଉପସ୍ଥାପନା: ଅନ୍ତରଙ୍ଗ କଳିଙ୍ଗ  ସାରାଦିନର ଶ୍ରମପରେ ଘରକୁ ଫେରି ଆସେ ପକ୍ଷୀ, ଶ୍ରମଜୀବୀ । ସୂର୍ଯ୍ୟ ଢଳିଯାଏ ପଶ୍ଚିମାଚଳର ବିସ୍ତାରିତ ଦିଗନ୍ତରେ, ସିନ୍ଦୁରିମାର ସନ୍ତକ ଛାଡ଼ି । କ୍ଲାନ୍ତ ପୃଥିବୀ ଘୋଡି ହୁଏ ସଞ୍ଜ ଅନ୍ଧାର । ଠାକୁର ଘରେ ଧୂପ, ଆଳତିର ବାସ୍ନା । ଓଡ଼ିଆ ଘର ବୋହୂ ସଞ୍ଜବତୀ ଦିଏ ଘରର ଦୁଆରବନ୍ଧ…

ପ୍ରାଣକୃଷ୍ଣ ପରିଜା

ଲେଖା: ନିରଞ୍ଜନ ସାହୁ ୧୯୧୨ ମସିହାର କଥା । ଗୋଟିଏ ଓଡ଼ିଆ ପିଲା କଲିକତା ବିଶ୍ୱବିଦ୍ୟାଳୟରେ ସମସ୍ତ ପରୀକ୍ଷାର୍ଥୀମାନଙ୍କ ମଧ୍ୟରେ ସଂସ୍କୃତ ଭାଷାରେ ପ୍ରଥମ ସ୍ଥାନ ଅଧିକାର କରି ଓଡ଼ିଶା ଓ ବଙ୍ଗଳାର ଶିକ୍ଷିତ ମହଲରେ ଚହଳ ସୃଷ୍ଟି କରିଦେଲେ । ତାହାର କାରଣ ଓଡ଼ିଶାରେ ଶିକ୍ଷିତ ସଂଖ୍ୟା କମ ଏବଂ ବଙ୍ଗଳାର ସାଧାରଣ ଲୋକଙ୍କ…

ସୁନାଫୁଲର ଦେଶେ 

ଲେଖା: ଦେଵ ତ୍ରିପାଠୀ ଫୁଲର ବଡ଼ ବଜାର କହିଲେ ଆମେ ଭୁବନେଶ୍ୱରକୁ ହିଁ ବୁଝୁ ! ଇଂରାଜୀ ନୂଆବର୍ଷ କିମ୍ବା ସେପରି କିଛି ଅବସରରେ ଏଠି କୁଆଡ଼େ କୋଟି କୋଟି ଟଙ୍କାର ଫୁଲ ବିକ୍ରି ହୁଏ ! ହେଉଥିବ ! କୃତ୍ରିମତାରେ ଭରା ସହରରେ କୃତ୍ରିମ ଫୁଲର ଚାହିଦା ଅବଶ୍ୟ ଖୁବ୍ ବେଶୀ ! ତେବେ…

ପିଣ୍ଡିକୀ ବାହୁବଳେନ୍ଦ୍ର

ଲେଖା: ନିରଞ୍ଜନ ସାହୁ ଗୋଟିଏ ପରେ ଗୋଟିଏ ସଫଳତାର ସହ ଭାରତର ବିଭିନ୍ନ ରାଜ୍ୟର ଶାସନଭାର ହାତକୁ ନେବାପରେ ଇଂରେଜ ସରକାରଙ୍କ ଦୃଷ୍ଟି ଓଡ଼ିଶା ଉପରୁ ବାଦ ଯାଇନଥିଲା। ନିଜର ଶୌର୍ଯ୍ୟ ପାଇଁ ବିଦିତ ଓଡ଼ିଶାକୁ ଆକ୍ରମଣ କରି ନିଜ ଅକ୍ତିଆରକୁ ନେବା ଥିଲା ଇଂରେଜ ସରକାରଙ୍କ ପାଇଁ ଏକ ବଡ଼ ଆହ୍ବାନ। ୧୮୦୩ ମସିହାରେ…