Search Results for ଷଠୀ

ଚିତ୍ରକଳା

~ ଓଡ଼ିଶାର ଚିତ୍ରକଳା ~ ଲେଖା: ଅମୃତେଶ ଖଟୁଆ ସମଗ୍ର ସୃଷ୍ଟି ହିଁ ଗୋଟିଏ #ଚିତ୍ର । #ସୂର୍ଯ୍ୟୋଦୟ, #ସୂର୍ଯ୍ୟାସ୍ତ, #ଉତ୍ତାଳ #ସମୁଦ୍ର, #ବେଗବାନ #ପବନ, #ସ୍ରୋତସ୍ବିନୀ ନଦୀଠୁ ଆରମ୍ଭ କରି ଫୁଲ ଓ ଫଳ ଯାଏଁ ଆଦୂର୍ବାଦ୍ରୁମ ଶ୍ୟାମାୟିତ ସବୁଜ ପୃଥିବୀ । ସବୁ କିଛି ହିଁ ସୃଷ୍ଟି-ନିହିତ ଅଭିବ୍ୟକ୍ତି ଶକ୍ତିର ଏକ ଏକ…

ଲକ୍ଷ୍ମୀ ପୁରାଣ

~ ବଳରାମ ଦାସ କୃତ ‘ଲକ୍ଷ୍ମୀ ପୁରାଣ’ର ସାଂସ୍କୃତିକ ଭୂମିକା ~ ଲେଖା: ଅମୃତେଶ ଖଟୁଆ ଓଡ଼ିଆ ନାରୀମାନେ ଏହି ଓଷା ପାଳନ କରନ୍ତି, ଯାହା ଅନ୍ୟ ଦେଶ ଓ ରାଜ୍ୟମାନଙ୍କରେ ପ୍ରଚଳନ ନାହିଁ । ମାର୍ଗଶିର ମାସରେ ପ୍ରଥମ ଧାନ ଅମଳ ଆରମ୍ଭ ହୁଏ । ଚାଷୀ ତା’ ର ଖଳାକୁ ଧାନହଳା ଆଣିଥାଏ…

ଘଡ଼ିପଥୁଲି

ଲେଖା: ଅଶୋକା ନାୟକ ~ ଘଡ଼ିପଥୁଲି ପୂଜା ~ ଅକ୍ଷୟ ତୃତୀୟା ଦିନ ସକାଳୁ ଶ୍ରୀକ୍ଷେତ୍ର ଚଳଚଞ୍ଚଳ ହୋଇପଡେ। ସମସ୍ତେ ଜାଣନ୍ତି ବାହାର ଚନ୍ଦନଯାତ୍ରା ଓ ରଥ ଅନୁକୂଳ ଏହି ଦିନ ହୋଇଥାଏ। କିନ୍ତୁ କେବଳ ପୁରୀ ଆଉ ଏହାର ଆଖପାଖର ଲୋକ ଅକ୍ଷୟ ତୃତୀୟା ଦିନ ହେଉଥିବା ଏହି ଘଡ଼ିପଥୁଲି ପୂଜା ସହ ପରିଚିତ…

ମୁରୁଜ

ଲେଖା: ଅଶୋକା ନାୟକ ~ ଆମ ଓଡ଼ିଆ ଘରର ମୁରୁଜ କଳା ପରମ୍ପରା ~ ଓଡ଼ିଆ ଘରେ ସବୁ ପର୍ବପର୍ବାଣୀ, ଜନ୍ମଦିନ, ବାହାଘର, ଶ୍ରାଦ୍ଧରେ ମୁରୁଜ, ଝୋଟି, ଚିତା ପଡେ। ସେ ତେଣିକି କାର୍ତ୍ତିକରେ ଚଉରା ମୂଳରେ ହେଉ ବା ମାର୍ଗଶିର ଗୁରୁବାର ପାଇଁ ଦାଣ୍ଡରୁ ବାରି ପର୍ଯ୍ୟନ୍ତ ହେଉ, ଷଠୀପୂଜା ପାଇଁ ହେଉ ବା…

ଆଶ୍ୱିନ ଅମାବାସ୍ୟା

ଲେଖା: ଅମ୍ବିକା ପଟ୍ଟନାୟକ ~ ଆଶ୍ୱିନ ଅମାବାସ୍ୟା: ମହାଳୟା ଓ ପୋଲରୀ କଥା ~ ମହାଳୟା ନାମରେ କଥିତ ଆଶ୍ୱିନ ଅମାବାସ୍ୟା ପିତୃପକ୍ଷ/ଅପରପକ୍ଷର ଶେଷଦିନ l ଏକ କୃତଜ୍ଞ ସମାଜ ପିତୃପକ୍ଷଙ୍କୁ ଶ୍ରାଦ୍ଧତର୍ପଣ କରେ l ଶ୍ରାଦ୍ଧ ଆଉ କଣ କି, ଶ୍ରଦ୍ଧା ସହ ପୂର୍ବଜ ମାନଙ୍କୁ ସ୍ମରଣ କରିବା ହିଁ ଶ୍ରାଦ୍ଧ l ତେବେ…

କେଦାରନାଥ ମହାପାତ୍ର

ଲେଖା: ନିରଞ୍ଜନ ସାହୁ କଥାରେ ଅଛି, “ଆଳୁ ଖୋଳୁ ଖୋଳୁ ମହାଦେବ !” ମନରେ ଆଶା ବାନ୍ଧିଥିବା ଗୋଟିଏ କ୍ଷୁଦ୍ରାତିକ୍ଷୁଦ୍ର ବସ୍ତୁ ପାଇଁ ଶ୍ରମ କରିବା ବେଳକୁ ତା’ଠାରୁ ଅନେକ କିଛି ଅଧିକ ମିଳିଗଲେ ଆଶା ଆଉଟିକେ ବଢ଼େ, ସମ୍ଭାବନା ଦୁଇ ଗୁଣ ହୋଇଯାଏ ଏବଂ ମହାନନ୍ଦ ଭରିଯାଏ ମନରେ । ଏବେ ଟିକେ ଆସନ୍ତୁ…

ପ୍ରଥମାଷ୍ଟମୀ

ଲେଖା: ଅକ୍ଷୟ ଓଝା ଉତ୍କଳୀୟ ପରମ୍ପରାରେ ପ୍ରଥମାଷ୍ଟମୀ ପାଳନ ଏକ ସାଂସ୍କୃତିକ ତଥା ସାମାଜିକ ପରମ୍ପରା । ଏହା ପରିବାର, ସମାଜ, ସାମୁହିକ ଭାବରେ ପାଳିତ ହୋଇଥାଏ । ଧନୀଗରିବ ନିର୍ବିଶେଷରେ ସମସ୍ତେ ଏହି ପର୍ବ ପାଳନ କରିଥାନ୍ତି । ଗାଁ ଉତ୍ସବ ମୁଖର ହୁଏ। ଏହିଦିନ ପରିବାରର ଜ୍ୟେଷ୍ଠ ସନ୍ତାନର ସୁଖସମୃଦ୍ଧି ଓ ଦୀର୍ଘଜୀବନ…

ମାଟିକାନ୍ଥ

ଲେଖା: ଅକ୍ଷୟ ଓଝା ମାଟି ଘର ନାହିଁ ନା ଆଉ ସେ ମାଟିକାନ୍ଥ ବି ନାହିଁ । ସମୟ ଗର୍ଭରେ ସବୁ ଲୀନ ହେଇ ଯାଇଛି । ଅତ୍ୟାଧୁନିକ ଜୀବନ ଶୈଳୀରେ ପୁରାତନ ସମାଜରେ ମାନବ ଜୀବନର ରହଣି ସହଣି ଧୀରେ ଧୀରେ ଅପସରି ଗଲାଣି । ଚାଳ ଛପର ଘର ଓ ମାଟିର କାନ୍ଥ…

କାଞ୍ଜିଅଁଳା ଓଷା କଥା

ସଂଗ୍ରାହକ: ମନୋରଞ୍ଜନ ମିଥୁନ ମହାକୁଡ଼ କାଞ୍ଜିଅଁଳା ଓଷା ପାଳନବିଧିକୁ ନେଇ କାଞ୍ଜିଅଁଳା ଓଷା କଥା I ମା’ମାନେ ଏଇ ଗୀତ ପାଠ କରି ଓଷା ପୂଜା କରିଥାନ୍ତି I ~ କାଞ୍ଜିଅଁଳା ଓଷା କଥା ~ ଶୁଣ ସୁଜନେ କାଞ୍ଜିଅଁଳା ଓଷା କଥା। ପୂଜିଲେ ମନରୁ ଛାଡ଼ଇ ବ୍ୟଥା।। ସେ ଯେ ସାଧବ ଘର ସାନବୋହୂ।…

କାଞ୍ଜିଅଁଳା ଓଷା

ଲେଖା: ମନୋରଞ୍ଜନ ମିଥୁନ ମହାକୁଡ଼ କାଞ୍ଜିଅଁଳା ଓଷା ମାର୍ଗଶିର ମାସ କୃଷ୍ଣ ନବମୀ ଦିନ ପାଳନ କରାଯାଏ । ଏହି ଓଷାର ବିଶେଷତ୍ୱ ହେଉଛି ସନ୍ତାନସନ୍ତତିଙ୍କ ମଙ୍ଗଳ କାମନା ଉଦ୍ଦେଶ୍ୟରେ ଓ ନିଃସନ୍ତାନ ନାରୀମାନେ ସନ୍ତାନପ୍ରାପ୍ତି ପାଇଁ ମା’ ଷଠୀଦେବୀଙ୍କ ନିକଟରେ ପୂଜାର୍ଚ୍ଚନା କରିଥାନ୍ତି । ଷଠୀଦେବୀ ହେଉଛନ୍ତି ଭଗବାନଙ୍କ ଏକ ଅନନ୍ୟ ସ୍ୱରୂପ ଯିଏକି…