Search Results for ଲିଙ୍ଗରାଜ ଦେଉଳ

ଏକାମ୍ରରେ ଶ୍ରୀଗଣେଶ

ଲେଖା: ଅରବିନ୍ଦ ମହାନ୍ତି ଶଙ୍କରଙ୍କ କ୍ଷେତ୍ରେ ପୁଣି ତାଙ୍କ ପୁତ୍ରଙ୍କ ଉପସ୍ଥିତି ନଥିବ ତାହା କେବେ ସମ୍ଭବ ନୁହେଁ। ଯେଉଁଠାରେ ଶିବାଳୟ ଥିବ ସେଠାରେ ଅଗ୍ରପୂଜ୍ୟ ଶ୍ରୀବିନାୟକଙ୍କ ଉପସ୍ଥିତି ନିଶ୍ଚୟ ରହିଥିବ। ଶ୍ରୀ ଦେଉଳର ବେଢା ମଧ୍ୟରେ ଦୃଶ୍ୟମାନ ଦୁଇଟି ସ୍ଥାନରେ ଅଗ୍ରପୂଜ୍ୟ ଗଣେଶଙ୍କ ସୁଦୃଶ୍ୟ ମନ୍ଦିର ରହିଅଛି। ~ ଏକାମ୍ରରେ ଶ୍ରୀଗଣେଶ ୧. ସିଦ୍ଧି…

ଚନ୍ଦନ ଯାତ୍ରା

ଲେଖା: ଅରବିନ୍ଦ ମହାନ୍ତି ଅକ୍ଷୟ ତୃତୀୟା ଠାରୁ ଶ୍ରୀକ୍ଷେତ୍ର ସହିତେ ଏକାମ୍ରକ୍ଷେତ୍ର, କନକପୁରର ଦେବୀ ଶାରଳାଙ୍କ ଚନ୍ଦନ ଯାତ୍ରା ଆରମ୍ଭ ହୁଏ। ଏତଦବ୍ୟତୀତ ଓଡ଼ିଶାର ଅନ୍ୟ ସ୍ଥାନରେ ମଧ୍ୟ ଚନ୍ଦନଯାତ୍ରା ପାଳନ କରାଯାଏ । ଏହା ହେଉଛି ସବୁଠୁ ଅଧିକ ଦିନ ଧରି ପାଳିତ ହେଉଥିବା ଏକ ପର୍ବ । ଶ୍ରୀକ୍ଷେତ୍ରେ ଚନ୍ଦନ ଯାତ୍ରା ଏହା ଅକ୍ଷୟ…

ଯମଦ୍ଵିତୀୟା ଯାତ୍ରା

ଲେଖା: ଅରବିନ୍ଦ ମହାନ୍ତି ମହାପ୍ରଭୁ ଶ୍ରୀତ୍ରିଭୁବନେଶ୍ଵର ମହାପ୍ରଭୁଙ୍କ ଚତୁର୍ଦ୍ଦଶ ଯାତ୍ରା ମଧ୍ୟରୁ ଯମଦ୍ଵିତୀୟା ଯାତ୍ରା ଅନ୍ୟତମ ଅଟେ। କାର୍ତ୍ତିକ ଶୁକ୍ଳପକ୍ଷ ଦ୍ଵିତୀୟା ତିଥିରେ ଏହି ଯାତ୍ରା ଅନୁଷ୍ଠିତ ହୋଇଥାଏ। ମହାପ୍ରଭୁ ଏହି ଦିନ ପ୍ରଭୁ ଯମେଶ୍ବର ଓ ଭଉଣୀ କାମାକ୍ଷୀଙ୍କୁ ଭେଟ ବିଜେ ହୋଇଥାନ୍ତି। ~ ଶ୍ରୀଯମେଶ୍ବର ଦେଉଳ ~ ଜମ୍ବେଶ୍ୱର ପାଟଣା ସାହିରେ ଶ୍ରୀଯମେଶ୍ବରଙ୍କ…

ସପ୍ତମାତୃକା

ଲେଖା: ଅରବିନ୍ଦ ମହାନ୍ତି ପ୍ରଥମ ମାତୃକା ବ୍ରହ୍ମାଣୀ ଦେବୀ ଦୁର୍ଗାଙ୍କୁ ମହିଷାସୁର ସହ ଯୁଦ୍ଧେ ସାହାଯ୍ୟ କରିବା ପାଈଁ ବିଭିନ୍ନ ଦେବତାଙ୍କ ଅଙ୍ଗରୁ ତାଙ୍କ ଶକ୍ତି ସ୍ୱରୁପା ଦେବୀ ମାନେ ପ୍ରକଟିତ ହୋଇଥିଲେ। ସେଥି ମଧ୍ୟରୁ ବ୍ରହ୍ମାଣୀ ହେଲେ ଅନ୍ୟତମା। ବ୍ରହ୍ମାଙ୍କ ଶକ୍ତି ସ୍ୱରୁପା ହେଲେ ଦେବୀ ବ୍ରହ୍ମାଣୀ। ଦେବୀଙ୍କୁ ବ୍ରହ୍ମାଶକ୍ତି ସାବିତ୍ରୀ ରୁପେ ମଧ୍ୟ…

ଭୁବନେଶ୍ଵରୀ

ଲେଖା: ଅରବିନ୍ଦ ମହାନ୍ତି ଏକାମ୍ରକ୍ଷେତ୍ର ଭୁବନେଶ୍ୱରର ଅଧିଷ୍ଟାତ୍ରୀ ଦେବୀ ଭାବେ ସୁପରିଚିତା ଦେବୀ ଭୁବନେଶ୍ଵରୀ। ଏକାମ୍ରକ୍ଷେତ୍ର ଯେପରି ଗୁପ୍ତ ସେଇଭଳି ଗୁପ୍ତ ରହସ୍ୟା ଯୁକ୍ତ ଦେବୀଙ୍କ ତତ୍ଵ ମଧ୍ୟ। ସେ ମହାପ୍ରଭୁ ତ୍ରିଭୁବନେଶ୍ଵରଙ୍କ ଶକ୍ତି ସ୍ୱରୁପା। ସେଥିଲାଗି ତାଙ୍କ ନାମ ମଧ୍ୟ ତ୍ରିଭୁବନେଶ୍ଵରୀ। ତ୍ରିଭୁବନେଶ୍ଵରୀ ଶବ୍ଦରୁ ପରବର୍ତ୍ତୀ କାଳରେ ଭୁବନେଶ୍ଵରୀ ନାମ ଉଦ୍ଧୃତ ହୋଇଅଛି। ଏକାମ୍ର…