Search Results for ଲିଙ୍ଗରାଜ ଦେଉଳ

ସିଦ୍ଧେଶ୍ବର ଦେଉଳ

ଲେଖା: ଅରବିନ୍ଦ ମହାନ୍ତି ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ଦେଉଳରୁ ପ୍ରାୟ ଏକ କିଲୋମିଟର ଦୂରରେ ଓ ମୁକ୍ତେଶ୍ଵର ଦେଉଳର ଠିକ୍ ପାର୍ଶ୍ୱରେ ସିଦ୍ଧେଶ୍ୱର ଦେଉଳ ଅବସ୍ଥିତ। ଜଗନ୍ନାଥ ସଡକର ଦକ୍ଷିଣ ପଟକୁ ଲାଗି ଏହି ସ୍ଥାନ। କେଦାରେଶ୍ବର, ଗୌରୀ ମନ୍ଦିର ଓ ମୁକ୍ତେଶ୍ଵର ଦେଉଳକୁ ଲୋକ ଯେମିତି ଜାଣନ୍ତି ପ୍ରାୟ ସମସ୍ତେ ଏହାଙ୍କୁ ସେମିତି ଜାଣନ୍ତି…

ଓଡ଼ିଶାର ବଡ଼ ଦେଉଳ

ଲେଖା: ଅରବିନ୍ଦ ମହାନ୍ତି ସମୟ ଥିଲା ଯେତେବେଳେ ଏ ଦେଉଳ ଓଡ଼ିଶାର ବଡ଼ ଦେଉଳର ପରିଚୟ ପାଇଥିଲା। ଏହା ଥିଲା ଏକାଦଶ ଶତାବ୍ଦୀର କଥା । କିନ୍ତୁ ପରବର୍ତ୍ତୀ ସମୟରେ ଦ୍ୱାଦଶ ଓ ତ୍ରୟୋଦଶ ଶତାବ୍ଦୀରେ ଆଉ ଦୁଇ ଗୋଟି ବଡ଼ ଦେବାଳୟ ଗଠିତ ହେଲା। ଗୋଟିଏ ହେଲା ପୁରୀରେ ମହାପ୍ରଭୁ ଜଗନ୍ନାଥଙ୍କ ଦେଉଳ ଏବଂ…

ଦେବୀ ସାବିତ୍ରୀ ଦେଉଳ

ଲେଖା: ଅରବିନ୍ଦ ମହାନ୍ତି ଲିଙ୍ଗରାଜଙ୍କ ଦେଉଳବେଢାର ଦକ୍ଷିଣ ପଶ୍ଚିମ କୋଣରେ ଦେବୀ ସାବିତ୍ରୀ ଦେଉଳ ଅବସ୍ଥିତ। ଏହା ଏକ ଖାକରା ଶୈଳୀର ମନ୍ଦିର ଅଟେ। ଏହି ମନ୍ଦିରର ନିର୍ମାଣ ଶୈଳୀ ଦେବୀ ଗୋପାଳୁଣୀଙ୍କ ମନ୍ଦିର ସହ ପ୍ରାୟତଃ ସମାନ। ଦେବୀଙ୍କ ତିନି ପାର୍ଶ୍ୱରେ ତିନିଜଣ ପାର୍ଶ୍ୱ ଦେବୀ ବିରାଜମାନ। ମୂର୍ତ୍ତିଗୁଡ଼ିକ କ୍ଷୟ ହୋଇଯାଇଥିବରୁ ସେମାନଙ୍କ ପରିଚୟ…

ପର୍ଶୁରାମେଶ୍ବର ଦେଉଳ

ଲେଖା: ଅରବିନ୍ଦ ମହାନ୍ତି ~ ଦେଉଳ ବିଷୟରେ କିଛି ~ ପୁରୁଣା ଭୁବନେଶ୍ୱର ଠାରେ କେଦାରଗୌରୀ ମନ୍ଦିରର ଅନତି ଦୂରରେ ପର୍ଶୁରାମେଶ୍ବର ଦେଉଳ ଅବସ୍ଥିତ। ଏହାର  ନିର୍ମାଣ ଖ୍ରୀ.ଅ. ୭ମ ରୁ ୮ମ ଶତାବ୍ଦୀ ମଧ୍ୟରେ ଶୈଳଦଭବ ବଂଶ ରାଜତ୍ୱ କାଳରେ ହୋଇଥିଲା। ଏହି ଦେଉଳ ମୁଖ୍ୟତଃ ଦୁଇଟି ଭାଗରେ ବିଭକ୍ତ ଗର୍ଭଗୃହ ଏବଂ ଜଗମୋହନ।…

ଜଳେଶ୍ବର ମନ୍ଦିର

~ ଜଳେଶ୍ବର ମନ୍ଦିର ~ ଲେଖା: ଅମୃତେଶ ଖଟୁଆ  ସେହି #ସ୍ଵର୍ଣ୍ଣାଦ୍ରି_କ୍ଷେତ୍ର ! ଯାହାକୁ ‘ସାରଳା ମହାଭାରତ’ରେ ବର୍ଣ୍ଣନା କରାଯାଏ ଯେ କୀର୍ତ୍ତି ଓ ବାସଙ୍କ ଦ୍ଵାରା କୁବେରଙ୍କ ସୁବର୍ଣ୍ଣ ଭଣ୍ଡାରକୁ ଏଠାରେ ଠୁଳ କରି ଦେଇଥିଲେ । ଯେଉଁଠି ଦିନେ #ଗନ୍ଧବତୀ ନଦୀ ଧରେ ସ୍ଫୁଟ ସ୍ଥଳପଦ୍ମ ! ଆନତ ଦେଉଳମାନଙ୍କ ବେଢାଙ୍କ ସ୍ମିତହାସ୍ୟ…

ଅର୍ଦ୍ଧନାରୀଶ୍ୱର

ଲେଖା: ଅରବିନ୍ଦ ମହାନ୍ତି #ଅର୍ଦ୍ଧନାରୀଶ୍ୱର #କିଏ_ଇଏ?? ଅର୍ଦ୍ଧ ଅଙ୍ଗରେ ନାରୀଙ୍କୁ ଧାରଣ କରିଥିବା ଇଶ୍ୱର ହେଉଛନ୍ତି ଅର୍ଦ୍ଧନାରୀଶ୍ୱର। ସେ ନାରୀ ପୁଣି କିଏ? ସେ କେବଳ ନାରୀ ତ ନୁହଁନ୍ତି ସେ ସକଳ ଶକ୍ତିର ଆଧାର ଆଦ୍ୟାଶକ୍ତି। ସଦାଶିବ ନିଜ ଅର୍ଦ୍ଧେକ ଅଙ୍ଗରେ ଶକ୍ତିଙ୍କୁ ଧାରଣ କରି ଅର୍ଦ୍ଧନାରୀ ହୋଇଛନ୍ତି। ସୃଷ୍ଟିର ମୂଳ ହେଉଛନ୍ତି ସେହି ପ୍ରକୃତି…

ଉତ୍କଳଗୌରବ ମଧୁସୂଦନ ଦାସ

~ ଏକାମ୍ରକ୍ଷେତ୍ର ଓ ଉତ୍କଳଗୌରବ ମଧୁସୂଦନ ~ ଲେଖା: ଅମୃତେଶ ଖଟୁଆ ସମୟର ବାଲୁକାରାଶିରେ ଅଙ୍କିତ ଅଗଣିତ ପଦଚିହ୍ନ– କେତେ ଜଣା, କେତେ ଅଜଣା; କେତେ ପୁଣି ହୋଇଯାଆନ୍ତି ବିସ୍ମୃତ ଓ ବିଲୁପ୍ତ । କିନ୍ତୁ କିଛି ରହିଯାଇଥାନ୍ତି ନିଜ ଏକକ ଅସ୍ତିତ୍ବକୁ ଜାହିର କରିବାର ପଣ ନେଇ, ସମୟରୁ ସମୟାନ୍ତର ଯାଏଁ । ସେହିମାନେ…

ମୁଆଁ

~ ମୁଆଁ ~ ଲେଖା: ଅମୃତେଶ ଖଟୁଆ ଶ୍ରୀକ୍ଷେତ୍ର ପୁରୀରେ ଏକଦା ପହଞ୍ଚିଛନ୍ତି ଉତ୍କଳଘଣ୍ଟ ଯଦୁମଣି ମହାପାତ୍ର । ନିଜ କର୍ମଭୂମି ନୟାଗଡ଼ରେ ତାଙ୍କ ବିଦ୍‍ବତ୍ତା ଓ ପ୍ରତ୍ୟୁତ୍ପନ୍ନମତିତାର ଯଶ ବିସ୍ତାର ହେଇ ସାରିଥିଲା । ନୟାଗଡ଼ ରାଜା ବିନାୟକ ସିଂହ ମାନଧାତାଙ୍କ ରାଜ ଉଆସରେ ରାଜକବିଙ୍କ ଅଦ୍ୱିତୀୟ ଅଧିକାର ଲାଭ କରିଥିବା ଉତ୍କଳଘଣ୍ଟ ନିଜ…

ଲକ୍ଷେଶ୍ଵର ମନ୍ଦିର

~ ଲକ୍ଷେଶ୍ଵର ମନ୍ଦିର ଓ କୁଆଖାଇ ~ ଲେଖା: ଅମୃତେଶ ଖଟୁଆ ନିଃସର୍ଗର ଦେଶ ଉତ୍କଳ । ଅସ୍ମିତାର ଆଗ୍ନେୟ ତେଜପୁଞ୍ଜରେ ଏହାର ଦଗ୍ଧକନକ ସଦୃଶ ପ୍ରାକୃତିକ ନିଚ୍ଛକତା ଓ ସୁଷମାସମୃଦ୍ଧି ସମଗ୍ର ଭାରତବର୍ଷରେ ଅନବଦ୍ୟ ସୌନ୍ଦର୍ଯ୍ୟର ବିଜ୍ଞାପକ ଅଟେ । ଏହାର ମୃତ୍ତିକାର ମୂର୍ତ୍ତିମନ୍ତ ପରିଗ୍ରହ ଭାବସମୁଦ୍ରର ରସସମ୍ବେଦୀ ତଟିନୀମାନଙ୍କ ଦ୍ବାରା ପରିପାଳିତ । ଏହାର…

ନିଆଳି

~ ପ୍ରାଚୀ ଅଧିତ୍ୟକାରେ ଶିଶିରାବସର: ନିଆଳି ମାଧବ ~ ଲେଖା: ଅମୃତେଶ ଖଟୁଆ ସେଦିନ ପ୍ରଥମାଷ୍ଟମୀ । ମଗୁଶିର ବାର ପାହାନ୍ତି କାଳ ଆଗତ । ଶୀତାଭ ଋତୁର ଶ୍ୟାମାୟିତ ସ୍ପର୍ଶ ତଳେ ଖରାର କୋପ ଅନୁଭବଯୋଗ୍ୟ ମନେ ହୁଏନାହିଁ । ସେ ଯେ କାକର ଭିଜା ହରିତ ପଲ୍ଲବଦୋଳରେ ଆପଣା ବିଚ୍ଛୁରିତ ଶୋଭାକୁ ଲୋଟାଇ…