Physical Address
Sai Samarpanam, Satya Vihar, Bhubaneswar

ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ ଲେଖୁଛେ କିମ୍ବା ନିଜକୁ ଓଡ଼ିଆ ବୋଲି କହି ଗର୍ବିତ ଅନୁଭବ କରୁଛେ, ତାହା ପଛରେ ଅନେକ ମହାନ ଓ ମହତ ପୁରୁଷ ମାନଙ୍କର ନିସ୍ଵାର୍ଥପର ସେବା ମନୋବୃତ୍ତି ଓ ବଳିଦାନ ଲୁଚି ରହିଛି . . ! ସେହି ଭଳି ନିସ୍ଵାର୍ଥପର…

ଲେଖା: ନିରଞ୍ଜନ ସାହୁ ଗତାନୁଗତିକ ପ୍ରବନ୍ଧ ଲେଖାରେ ଗୋଟିଏ ବ୍ୟତିକ୍ରମର ଉଦ୍ଦ୍ରେକ ହେଲା ଉତ୍କଳ ସାହିତ୍ୟ ପତ୍ରିକାରେ ୧୯୦୪ ମସିହାର ପ୍ରଥମ ସଂଖ୍ୟାରେ । ପ୍ରାବନ୍ଧିକଙ୍କର ହେତୁବାଦୀ ଚିତ୍ତ ଧର୍ମର ଆବରଣ ଭେଦ କରି ନାସ୍ତିକତାରେ ଉପନୀତ ହୋଇଥିଲା ଗୋଟିଏ ପ୍ରବନ୍ଧ । ସାରା ପାଠକ ମହଲରେ ତଡ଼ିତ୍ ବେଗରେ ପ୍ରସାରିତ ହୋଇଗଲା ପ୍ରବନ୍ଧର ବିଷୟବସ୍ତୁ…

ଉପସ୍ଥାପନା: ଦେଵ ତ୍ରିପାଠୀ ଓଡ଼ିଆ ଭାଷାସାହିତ୍ୟର ‘ଆଧୁନିକ ଯୁଗ’ ଖ୍ରୀଷ୍ଟୀୟ ଉନବିଂଶ ଶତାବ୍ଦୀର ନବମ ଦଶକ (୧୮୮୦ ଖ୍ରୀଷ୍ଟାବ୍ଦ)ଠାରୁ ସାମ୍ପ୍ରତିକ କାଳ ପର୍ଯ୍ୟନ୍ତ ବ୍ୟାପ୍ତ । ବହୁ ସାହିତ୍ୟ ସମାଲୋଚକ କବିବର ରାଧାନାଥ ରାୟଙ୍କ ନାମାନୁସାରେ ଏହି ଯୁଗକୁ ‘ରାଧାନାଥ ଯୁଗ’ ଭାବରେ ଅଭିହିତ କରନ୍ତି । କାରଣ ଏ ଯୁଗର ଶ୍ରେଷ୍ଠ କବି ହେଉଛନ୍ତି…

~ କବି ଗୁରୁପ୍ରସାଦ ମହାନ୍ତି ~ ଲେଖା: ଅମୃତେଶ ଖଟୁଆ ଓଡ଼ିଆ ସାହିତ୍ୟର ସବୁଜ ଯୁଗ ପରିଯନ୍ତେ ଆସିଛି ଆଧୁନିକ ସାହିତ୍ୟର ଏକ ବିଶିଷ୍ଟ ଯୁଗ। କବି ସୌଭାଗ୍ୟ କୁମାର ମିଶ୍ର, କବି ଦୁର୍ଗାମାଧବ ମିଶ୍ର, କବି ଜ୍ଞାନୀନ୍ଦ୍ର ବର୍ମା, କବି ଗୁରୁପ୍ରସାଦ ମହାନ୍ତି, କବି ଜାନକୀବଲ୍ଲଭ ମହାନ୍ତି (ଭରଦ୍ଵାଜ), କବି ଶ୍ରୀନିବାସ ଉଦ୍ଗାତାଙ୍କ ଭଳି…

ଲେଖା: ଡ. ସତ୍ୟପ୍ରିୟ ସାହୁ ଆମ ଭାଷା ଓ ସାହିତ୍ୟ ଜଗତର ଜଣେ ଅମଳିନ ସାଧକ ନାଟ୍ୟକାର ଭିକାରୀ ଚରଣ ପଟ୍ଟନାୟକ । ୧୮୭୭ ସାଲ ଡିସେମ୍ବର ମାସ ୨୧ ତାରିଖରେ ଜନ୍ମ ଗ୍ରହଣ କରିଥିଲେ ଭିକାରୀ ଚରଣ ପଟ୍ଟନାୟକ, କେନ୍ଦ୍ରାପଡ଼ା ଜିଲ୍ଲାର ଅସୁରେଶ୍ଵର ଅଞ୍ଚଳର ହୁରାସାହି ଗ୍ରାମରେ । ପାଠ ପଢ଼ିଲେ, ବିଦିତ ହେଲେ ଓଡ଼ିଶାର…

~ ବାଲେଶ୍ଵର ସମ୍ଵାଦବାହିକା ~ ଲେଖା: ଅମୃତେଶ ଖଟୁଆ ସତ୍ୟାସତ୍ଯର ସପ୍ରମାଣ ଉଦ୍ଘାଟନ ସହ ଏକାଧିକ ବିଚାରର ଚର୍ଚ୍ଚା ଓ ପ୍ରତିଷ୍ଠା ପାଇଁ ଆଜୀବନ ଅବ୍ଯାହତ ରଖି ଲୋକସାହିତ୍ଯର ହୃଦୟଗ୍ରାହୀ ଉପଜୀବ୍ଯକୁ ମାଧ୍ୟମ କରି ସମ୍ଵାଦ ପରିବେଷଣ ଓ ଉପସ୍ଥାପନାରେ ଅନ୍ୟତମ ଥିଲା – ‘ବାଲେଶ୍ଵର ସମ୍ଵାଦବାହିକା‘। “ଅବନି ମଦନି ପାଳାଃ ପାନ୍ତୁ ବୃଷ୍ଟିଂ ବିଧତ୍ତା…

~ ଭକ୍ତକବି ମଧୁସୂଦନ ~ ଲେଖା: ଅମୃତେଶ ଖଟୁଆ ଅମୃତ ପ୍ରତ୍ୟାଶୀ ଋଷିପ୍ରାଣ ମହାମହିମ ଭକ୍ତକବି ମଧୁସୂଦନ । ସୃଷ୍ଟିର ଅମୃତମୟ ପରିକଳ୍ପନାରେ ଶତଜିହ୍ଵ ତାଙ୍କ ଅତୀନ୍ଦ୍ରିୟ ଅମୃତମୟ ପ୍ରାଣ ଆଜି ବି ଶତକୋଟି ଓଡ଼ିଆମାନଙ୍କ ପ୍ରାଣରନ୍ଧ୍ରରେ ଉଜ୍ଜୀବିତ। ସ୍ନେହ ସୋହାଗର ବଳୟ ଭିତରେ ତାଙ୍କ ଅମରାତ୍ମାକୁ ଜଣେଇବା ଅମର୍ତ୍ତ୍ୟ ବାର୍ତ୍ତାର ପାଥେୟ । “ଅଖିଳ…

ଲେଖା: ନିରଞ୍ଜନ ସାହୁ “ପ୍ରଚଣ୍ଡ ମାର୍ତ୍ତଣ୍ଡ ତାପେ ଦଗ୍ଧକ୍ଲିଷ୍ଟ କ୍ଲାନ୍ତି ପଥଶ୍ରାନ୍ତ ପାନ୍ଥେ ଦେଉ ଛାୟା ଅବିଶ୍ରାନ୍ତ ମହତ ହିତ ବ୍ରତର ଏ କି ତୋ ଦୃଷ୍ଟାନ୍ତ ! ଶିଖାଅ ହେବି ତୋ ସମ ସୁବିନୀତ ନମ୍ର ମନ ଅକାତରେ ଭବସେବା ଯାଉଥିବି କରି ମୋ କ୍ଷୁଦ୍ର ଆୟାସେ ବହୁ କ୍ଲେଶ ନେବି ହରି ପ୍ରତିଦାନେ…

ଲେଖା: ନିରଞ୍ଜନ ସାହୁ “ମୁଁ ସାତ ଆଠ ବର୍ଷର ହୋଇଥାଏ । ଧୋବଣୀ ଲୁଗା ନେଇ ଆସିଲା । ମୁଁ ତାକୁ ପଚାରିଲି — ତୁ କି ଜାତି ? ମୋର ଏତିକି କଥା ବାପା ଶୁଣିପାରିଲେ । ସଙ୍ଗେ ସଙ୍ଗେ ମୋ ପାଖକୁ ଚାଲି ଆସି କହିଲେ, “ଶାଶୁଖାଇ ! ଜାତିକଥା କାହାକୁ…

ସୌରଭିତ ସୃଷ୍ଟି: କବିବର ରାଧାନାଥ ରାୟ କବିବରଙ୍କ ଏଇ ମହାନ କାଳଜୟୀ ଭାରତ ଗୀତିକା କବିତାଟି ଥିଲା ମଧୁବାବୁଙ୍କର ଅତି ପ୍ରିୟ । ଉତ୍କଳ ସମ୍ମିଳନୀର ଅଧିବେଶନରେ ଗାନ କରାଯାଇଥିଲା ଏଇ ରଚନା ! ଦେଶର ଜାତୀୟ ସଙ୍ଗୀତ ହେବା ନିମନ୍ତେ ସବୁ ଦୃଷ୍ଟିରୁ ଯୋଗ୍ୟ ଥିଲା ଏଇ ଭାରତ ଗୀତିକା ! ~ ଭାରତ…