Physical Address
Sai Samarpanam, Satya Vihar, Bhubaneswar

ତଥ୍ୟ ସଂଗ୍ରହ ଓ ଉପସ୍ଥାପନା: ଶିଶିର ସାହୁ ଓ ସନ୍ତୋଷ ପଟ୍ଟନାୟକ ଆବାହମାନ କାଳରୁ ସାମାଜିକ ଜୀବନରେ ଲୋକନୃତ୍ଯ, ଲୋକସଙ୍ଗୀତ ଓ ଲୋକବାଦ୍ୟ ଇତ୍ୟାଦିର ସର୍ବଦା ବିଶେଷ ଭୂମିକା ନେଇଆସିଛି । ଏ ଦିଗରେ ଗଞ୍ଜାମ ବହୁ ଆଗରେ ରହିଆସିଛି । ଗଞ୍ଜାମ ଜିଲ୍ଲାର ମୌଳିକ ନୃତ୍ୟାନୁଷ୍ଠାନ ରୂପେ ଦାସକାଠୀ ସୁପରିଚିତ । ଜିଲ୍ଲାର ଅନ୍ୟ …

ଲେଖା: ଦେଵ ତ୍ରିପାଠୀ “ଜ୍ଞାନର ପେଡା ସଭିଙ୍କି ଲୋଡ଼ା, ସଭିଏଁ ଖାଇବେ ଥୋଡା ଥୋଡା ।” ପାଠକମାନଙ୍କ ପାଇଁ ଜ୍ଞାନର ପେଡ଼ି ମେଲି ଦେଇଥିବାରୁ ଯାହା ପ୍ରତି କବିବର ରାଧାନାଥ ରଚିଥିଲେ ଏପରି ପ୍ରଶସ୍ତିଗାନ, ସେ ଥିଲା ଓଡ଼ିଆ ଭାଷାର ପ୍ରଥମ ସାହିତ୍ୟପତ୍ରିକା ‘ଉତ୍କଳ ମଧୁପ’। ୧୮୭୮ ମସିହା ଏପ୍ରିଲ ମାସରେ କଟକର କତିପୟ ଉତ୍ସାହୀ…

ଲେଖା: ଶିବାଶିଷ ମହାପାତ୍ର ଓଡ଼ିଶା ଏକ ପ୍ରାଚୀନ ସଭ୍ୟତା ତଥା ଐତିହ୍ୟ, ପରମ୍ପରାର ଅଞ୍ଚଳ । ଅତ୍ୟନ୍ତ ବିକଶିତ ଏହି ଦେଶ । ଏହି ମାଟି ସୃଷ୍ଟି କରିଛି ଅନେକ ବିରଳ କୀର୍ତ୍ତି ତଥା ଅନେକ ଉଦାହରଣ । ଓଡ଼ିଶାର କୋଣ ଅନୁକୋଣରେ ଭରି ରହିଛି ଅନେକ କିଛି ଜଣା ଅଜଣା ସଂପଦ । ଏହି…

ଲେଖା: ଦେଵ ତ୍ରିପାଠୀ ଓଡିଶାରେ ବୋଦ୍ଧଧର୍ମର ବିଲୟ, ତାନ୍ତ୍ରିକଧର୍ମର ଅଭ୍ୟୁଦୟ ଓ ଭକ୍ତିଧର୍ମର ଆତ୍ମପ୍ରକାଶ ପରେ ‘ଆଧ୍ୟାତ୍ମିକ ମନୋରଞ୍ଜନ’ର ମାଧ୍ୟମ ଭାବରେ ପରିପ୍ରକାଶ ପାଇଥିଲା ସୁଲଳିତ ପଦାବଳୀ ସମ୍ବଳିତ ସାଙ୍ଗୀତିକତାରେ ଉଛ୍ୱସିତ “ଲୀଳା” ଯୁଗର ମହାର୍ଘ ପରମ୍ପରା । ଲୋକନାଟକର ସଶକ୍ତ ଶାଖା ରୂପେ ଏହି ଲୀଳାଯୁଗର ପ୍ରବର୍ତ୍ତକ ଥିଲେ ଭକ୍ତିଯୁଗର ଉଦ୍ଗାତା ଅତିବଡ଼ି ଜଗନ୍ନାଥ…

ଡାକ୍ତର କିଶୋର ବିଶ୍ୱଜିତ ଜେନା ଲୋକେ କହନ୍ତି ଯେ ମୀନ, ପାନ, ଧାନ ଓ ଜ୍ଞାନର ରାଇଜ, ଅତି ଭୋଗେ ଭୋଗରାଇ ! କିନ୍ତୁ କିମ୍ବଦନ୍ତୀ କହେ ଜଳେଶ୍ବରର ମୋଗଲ ସୁବେଦାର ଥରେ ଭୋଗରାଇ ଗସ୍ତରେ ଆସିଥିଲେ, ମା’ ବିଜୟ ବାସୁଳୀ ଦେବୀଙ୍କ ନିକଟରେ ଅକଳନ୍ତି ଭୋଗରାଶି ଦେଖି ଚମତ୍କୃତ ହୋଇଥିଲେ ଏବଂ ସ୍ଥାନର ନାମ…

ଲେଖା: ଦେଵ ତ୍ରିପାଠୀ କଥାରେ ଅଛି, “ସାତଥର ଯିବ ପୁରୀ, ଥରେ ଯାଇଥିବ ରସିକାକଢି ସବୁ ପାପ ଯିବ ଛାଡ଼ି ।।” ଏଇ ଉକ୍ତିରୁ ଜଣାପଡ଼େ ଶ୍ରୀକ୍ଷେତ୍ରଠାରୁ ଏ କ୍ଷେତ୍ରରେ ପୁଣ୍ୟ ଫଳ ଅଧିକ । ଅବଶ୍ୟ ସତକଥା । ହରିଙ୍କ ସହ ହର ପୂଜାପାଉଛନ୍ତି ଏଇ ବିଶେଷ କ୍ଷେତ୍ରରେ । ହରିହରଙ୍କୁ ଏଠାରେ ଖେଚୁଡ଼ିଭୋଗ…

ଲେଖା: ଦେଵ ତ୍ରିପାଠୀ ଅଧୁନା ଓଡ଼ିଶାର ଯେଉଁ ଅଞ୍ଚଳଟି ବିଗତ କେଇ ଦଶନ୍ଧି ଧରି, କ୍ଷୁଧା ଓ ଦାରିଦ୍ର୍ୟର ତାଡ଼ନାରେ ମା’ଟିଏ କୋଳର ଶିଶୁକୁ ବିକିବା ଓ ନାରୀଟିଏ ଦେହ ବିକିବାକୁ ନେଇ ସମଗ୍ରବିଶ୍ଵରେ ବଦନାମୀ ବ୍ରାଣ୍ଡ ‘କେବିକେ‘ର ଅଂଶଭାବେ ପରିଚିତ, ସେ ଅଞ୍ଚଳର ନାମ କଳାହାଣ୍ଡି । ଅପରପକ୍ଷରେ, କଳାର ଦେଶ ଉତ୍କଳର ବୈଚିତ୍ର୍ୟମୟ,…

ଲେଖା: ଦେଵ ତ୍ରିପାଠୀ ଆମ ଓଡ଼ିଆ ସଂସ୍କୃତିରେ ମାଟି କେଡ଼େ ପବିତ୍ର ! ଶୁଭକାମରେ ମାଟିର କଳସୀ ବସେ, ମାଟିର ପ୍ରଦୀପ ଜଳେ, ମଲାବେଳେ ମୁହଁରେ ଦିଆଯାଏ ମୁଠାଏ ମାଟି, ଦେବୀଙ୍କ ମୂର୍ତ୍ତି ତିଆରି ପାଇଁ ମହାନଦୀ କୂଳରୁ ମାଟି ଉଠାଇ ଅନୁକୂଳ ହୁଏ, ମାଟି ଆମର ଅଗ୍ରପୂଜ୍ୟ। ଏଇ ମାଟିକୁ ନେଇ ଅପୂର୍ବ ରସମାଧୁର୍ଯ୍ୟର…

ଲେଖା: ଦେଵ ତ୍ରିପାଠୀ ବିଂଶ ଶତାବ୍ଦୀର ପ୍ରଥମାର୍ଦ୍ଧରେ ଆମ ରାଜ୍ୟର ଜାତୀୟ ଜୀବନରେ ସମାଜସଂସ୍କାର, ଅସ୍ପୃଶ୍ୟତା ନିବାରଣ, ନାରୀଶିକ୍ଷା, ଓଡ଼ିଆ ଭାଷାର ସୁରକ୍ଷା, ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ, ସ୍ବାଧୀନତା ଆନ୍ଦୋଳନ, ସାହିତ୍ୟ ସୃଷ୍ଟି, ଗୋରକ୍ଷା, ଧର୍ମସଂସ୍କାର କ୍ଷେତ୍ରରେ ସାହସିକ ପଦକ୍ଷେପ ନେଇ ଇତିହାସ ରଚିଥିଲେ ସେ ! କେବଳ ଓଡ଼ିଶା ନୁହେଁ, ଭାରତଭୂଖଣ୍ଡର ସେ ଥିଲେ…

ଲେଖା: ଦେଵ ତ୍ରିପାଠୀ କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକରୁ ୧୩କି.ମି. ଦୂର କୁଟୁଣଗୁଡାର କୁଟୁଣିପଦର ପାହାଡ଼ ଶିଖରରେ କୌଣସି ପ୍ରକାରର ଖନନ କରିବା ପୂର୍ବରୁ କେହି ବାରମ୍ବାର ଚିନ୍ତା କରିବାକୁ ବାଧ୍ୟହେବ, କାରଣ ଯେ କୌଣସି ସ୍ଥାନରୁ ଶିବଲିଙ୍ଗର ଆବିର୍ଭାବ ହୋଇପାରେ । ଉକ୍ତ ପାହାଡ଼ରେ କୋଟିଏରୁ ଉର୍ଦ୍ଧ୍ବ ଛୋଟବଡ଼ ଶିବଲିଙ୍ଗ ଥିବାର ସମ୍ଭାବନା ଅଛି…