Search Results for ଭାଷା

ଶରତ

~ ଶରତ ~ ସୌରଭିତ ସୃଷ୍ଟି : ପଲ୍ଲୀକବି ନନ୍ଦକିଶୋର ବଳ ଭାଦ୍ରବ ମାସର ପ୍ରଥମ ରବିବାର । ପୂରି ଉଠିଥିଲା ପୁରପଲ୍ଲୀର ପୁଲକିତ ପାଟ ଅଗଣା । ସକାଳ ସିନ୍ଦୂରା ନ ଫାଟୁଣୁ ଆକାଶରେ ପବନ ପହୁଡା ତାଳଗଛ ଟପି ଦିଶିଥିଲା ଭସା ମେଘ । ଝିପିଝିପି ଅଗଣନ ଟୋପାରେ ତିନ୍ତିଥିବା ନିଶବ୍ଦ ପୃଥିବୀରେ…

ଉତ୍କଳଗୌରବ ମଧୁସୂଦନ ଦାସ

~ ଏକାମ୍ରକ୍ଷେତ୍ର ଓ ଉତ୍କଳଗୌରବ ମଧୁସୂଦନ ~ ଲେଖା: ଅମୃତେଶ ଖଟୁଆ ସମୟର ବାଲୁକାରାଶିରେ ଅଙ୍କିତ ଅଗଣିତ ପଦଚିହ୍ନ– କେତେ ଜଣା, କେତେ ଅଜଣା; କେତେ ପୁଣି ହୋଇଯାଆନ୍ତି ବିସ୍ମୃତ ଓ ବିଲୁପ୍ତ । କିନ୍ତୁ କିଛି ରହିଯାଇଥାନ୍ତି ନିଜ ଏକକ ଅସ୍ତିତ୍ବକୁ ଜାହିର କରିବାର ପଣ ନେଇ, ସମୟରୁ ସମୟାନ୍ତର ଯାଏଁ । ସେହିମାନେ…

ଉଦବୋଧନ

~ ଉଦବୋଧନ ~ ଲେଖା: ଅମୃତେଶ ଖଟୁଆ ସ୍ଵଭାବକବି ଗଙ୍ଗାଧର ମେହେର ନିଜ ମଧ୍ୟରେ ଜଣେ ଐଶୀପ୍ରେରଣାର ସ୍ଵତଃ ନିଃସୃତ ହୋଇଥିବା ଉତ୍ସ ସଦୃଶ ଅନିବାର ଓଡ଼ିଆ ସାହିତ୍ୟର ବିଭୋର ସାଗରରେ ଅବଗାହନ କରି ସେ ସଂଗ୍ରହ କରି ଆମ୍ଭମାନଙ୍କ ନିମନ୍ତେ ଉତ୍ସର୍ଗ କରିଛନ୍ତି ଅସଂଖ୍ୟ ଚରିତ୍ରମାନଙ୍କ ରୂପରେ ଆମ ଜାତୀୟ ଐଶ୍ଵର୍ଯ୍ୟ । ସର୍ବଦା…

ଚିତ୍ରକଳା

~ ଓଡ଼ିଶାର ଚିତ୍ରକଳା ~ ଲେଖା: ଅମୃତେଶ ଖଟୁଆ ସମଗ୍ର ସୃଷ୍ଟି ହିଁ ଗୋଟିଏ #ଚିତ୍ର । #ସୂର୍ଯ୍ୟୋଦୟ, #ସୂର୍ଯ୍ୟାସ୍ତ, #ଉତ୍ତାଳ #ସମୁଦ୍ର, #ବେଗବାନ #ପବନ, #ସ୍ରୋତସ୍ବିନୀ ନଦୀଠୁ ଆରମ୍ଭ କରି ଫୁଲ ଓ ଫଳ ଯାଏଁ ଆଦୂର୍ବାଦ୍ରୁମ ଶ୍ୟାମାୟିତ ସବୁଜ ପୃଥିବୀ । ସବୁ କିଛି ହିଁ ସୃଷ୍ଟି-ନିହିତ ଅଭିବ୍ୟକ୍ତି ଶକ୍ତିର ଏକ ଏକ…

ଲକ୍ଷ୍ମୀ ପୁରାଣ

~ ବଳରାମ ଦାସ କୃତ ‘ଲକ୍ଷ୍ମୀ ପୁରାଣ’ର ସାଂସ୍କୃତିକ ଭୂମିକା ~ ଲେଖା: ଅମୃତେଶ ଖଟୁଆ ଓଡ଼ିଆ ନାରୀମାନେ ଏହି ଓଷା ପାଳନ କରନ୍ତି, ଯାହା ଅନ୍ୟ ଦେଶ ଓ ରାଜ୍ୟମାନଙ୍କରେ ପ୍ରଚଳନ ନାହିଁ । ମାର୍ଗଶିର ମାସରେ ପ୍ରଥମ ଧାନ ଅମଳ ଆରମ୍ଭ ହୁଏ । ଚାଷୀ ତା’ ର ଖଳାକୁ ଧାନହଳା ଆଣିଥାଏ…

ଲଙ୍ଗୁଳୀ ମଠ

~ ଲଙ୍ଗୁଳୀ ମଠ ~ ଲେଖା: ଶ୍ରୀକାନ୍ତ ସିଂହ ଭାରତର ସର୍ବକାଳୀନ ପ୍ରାଚୀନ ସହରମାନଙ୍କ ମଧ୍ୟରୁ ଅନ୍ୟତମ ହେଉଛି ଆମର ଏଇ କଟକ ନଗର । ମହାନଦୀ କୂଳ କଟକର ଏହି ଅଞ୍ଚଳରେ ମାନବ ସଭ୍ୟତାର ଅଭ୍ୟୁଦୟ କେବେ ହୋଇଥିଲା, ଏହି ପ୍ରଶ୍ନର ଯୁକ୍ତିଯୁକ୍ତ ଓ ଯଥାର୍ଥ ଉତ୍ତର କାହାରି ପାଖରେ ନାହିଁ; ଏ ସମ୍ପର୍କରେ…

ତ୍ରିପତି ଗାୟକରତ୍ନ

ଗବେଷଣା ଓ ଉପସ୍ଥାପନା: ଡ. ମନୋରମା ଦାଶ ତ୍ରିପତି ଗାୟକରତ୍ନଙ୍କ ସାରସ୍ଵତ ପ୍ରତିଭା: ଏକ ଆଲୋଚନା  ସାହିତ୍ୟ, ସଙ୍ଗୀତାଦି କଳା କ୍ଷେତ୍ରରେ ଅତୀତରେ ଏକ ଗୌରବମୟ ଐତିହ୍ୟ ଅର୍ଜନ କରିଥିବା ପବିତ୍ର ବଡ଼ଖେମୁଣ୍ଡି ମାଟିରେ ୧୮୯୧ ମସିହାରେ ପିତା କୈସାର୍ପୁ ଯୋଗେୟା ଦୋରା ଓ ମାତା ମହାଲକ୍ଷ୍ମୀଙ୍କ ଔରସରେ ଜନ୍ମଗ୍ରହଣ କରିଥିଲେ ତ୍ରିପତି ଗାୟକରତ୍ନ ।…

ଚିତୋଉ ପିଠା

~ ଚିତୋଉ ପିଠା ~ ଲେଖା: ଅମୃତେଶ ଖଟୁଆ ସିନ୍ଦୂରା ଫାଟିବା ସହିତ ଫୁଟି ଉଠିବ ଶୂନ୍ୟ ତରା । ନବ ଊଷସୀର ଦେଦୀପ୍ୟ ଆଲୁଅ ପସରା ଦିଗବିଦିଗ ବିଛୁରି ଯିବ । ସତେ ଅବା ସେ ବିପୁଳ ରଶ୍ମିରାଶିରେ ନୁଆଁଣିଆ ଆକାଶରେ କେତେ ପୁଲକ, କେତେ ଉତ୍ସାହ । ସେହି ଆଲୁଅରେ ଆଲୋକିତ ଆଜି…

ଜାତି ଐରାବତ

∼ କବି ଲେଖନୀରେ ଜାତି ଐରାବତ ∼ ଲେଖା: ଅମୃତେଶ ଖଟୁଆ ଓଡ଼ିଆ ଜାତି ପାଇଁ ତାଙ୍କର ଅପରିମେୟ ଅବଦାନ ସୂଚୀ । ତଥାପି ତାଙ୍କ କ୍ଷେତ୍ରରେ “ଅବଦାନ” ଏକ କ୍ଷୁଦ୍ର ଅଭିଧା ବୋଲି ପ୍ରତ୍ୟୟ ହୁଏ । #ମଧୁସୂଦନ ଏପରି ଏକ ନାମ ଶୁଣିଲେ ଅବିଭକ୍ତ ଓଡ଼ିଆ ପ୍ରାଣପ୍ରବାହ ମଧ୍ୟରେ ଅମୃତମୟ ସ୍ବାଭିମାନ ସ୍ରୋତ…

ଉତ୍ତରେଶ୍ଵର ମହାଦେବ ମନ୍ଦିର

ଲେଖା: ଅମର ପ୍ରସାଦ ଓ ଶ୍ରୀକାନ୍ତ ସିଂହ ~ ଉତ୍ତରେଶ୍ଵର ମହାଦେବ ମନ୍ଦିର ~ ଦିନ ଥିଲା, ବିରୂପା ତଟରେ ସେ ଭୂଖଣ୍ଡରେ ଦିନେ ଏକ ସମୃଦ୍ଧ ସଭ୍ୟତା ବିକଶିତ ହୋଇ, ଉତ୍କଳର ଶିଳ୍ପ, କଳା, ସ୍ଥାପତ୍ୟ, ସାହିତ୍ୟ, ଧର୍ମକୁ ଯେ ଋଦ୍ଧିମନ୍ତ କରିଥିଲା; ତାହାର ଅସଂଖ୍ୟ ପ୍ରମାଣ ଏବେ ଦୃଶ୍ୟମାନ ସତ ! କିନ୍ତୁ…