Physical Address
Sai Samarpanam, Satya Vihar, Bhubaneswar

ସୌରଭିତ ସୃଷ୍ଟି: ବଳରାମ ଦାସ କବି ବାଲ୍ମୀକି ପ୍ରଭୁ ରାମଚନ୍ଦ୍ରଙ୍କର ଜୀବନ କାହାଣୀକୁ ନେଇ ସଂସ୍କୃତରେ ସାତଖଣ୍ଡ ରାମାୟଣ ଲେଖିଲେ। ଏହି ସଂସ୍କୃତ କାହାଣୀକୁ ପଢି ବୁଝି ଜଗନ୍ନାଥ ଦାସଙ୍କ ସାଙ୍ଗ ବଳରାମ ଦାସ ଓଡ଼ିଆମାନଙ୍କ ପାଇଁ ଓଡ଼ିଆ ଭାଷାରେ ଲେଖିଦେଲେ ରାମଚନ୍ଦ୍ରଙ୍କର ଜୀବନ କଥା। ଲେଖୁ ଲେଖୁ କିଛି ନୂଆ କଥା ବି ଖଞ୍ଜିଦେଲେ।ତାହା ହିଁ ତାଙ୍କର ମୌଳିକତା…

ଲେଖା: ଶିଶିର ମନୋଜ ସାହୁ ~ ବଣ୍ଡା ଓ ଗାଦବା ~ ବଣ୍ଡା ଓ ଗାଦବା ଦୁଇ ଭାଇ ଅତି ପ୍ରାଚୀନ କାଳରେ ଅଵିଭକ୍ତ କୋରାପୁଟ ଜିଲ୍ଲାର କୁଟୁଣିମାଳା ପାହାଡ଼ରେ ଦୁଇ ଭାଇ ଓ ତାଙ୍କର ସାନଭଉଣୀ ଅତି ଆନନ୍ଦରେ ରହୁଥିଲେ । ବଡ଼ଭାଇର ନାଆଁ ବଣ୍ଡା ଓ ସାନଭାଇର ନାଆଁ ଗାଦବା । ସେମାନଙ୍କର…

ଲେଖା: ଶ୍ରୀକାନ୍ତ ସିଂହ ~ ମସ୍ତରାମ ମଠ ~ ବିପୁଳ ଓ ବ୍ୟାପକ ସନାତନ ଧର୍ମ କେଉଁ ଆବାହମାନ କାଳରୁ ଆର୍ଯ୍ୟଭୂମି ଭାରତରେ ଅନୁସୃତ ହୋଇଆସୁଛି । ଏହି ଧର୍ମଧାରାକୁ ଅକ୍ଷୁର୍ଣ୍ଣ ଓ ଅବ୍ୟାହତ ରଖିବା ପାଇଁ ଆମର ମଠଗୁଡ଼ିକ ସର୍ବଦା ତତ୍ପର। ସନାତନ ଧର୍ମର ଭିନ୍ନ ଭିନ୍ନ ସିଦ୍ଧାନ୍ତ, ଓ ସମ୍ପ୍ରଦାୟ ତତ୍ଜାତୀୟ ମଠଗୁଡ଼ିକରେ…

ଲେଖା: ଅମ୍ବିକା ପଟ୍ଟନାୟକ ~ ସାହିତ୍ୟିକ ଚନ୍ଦ୍ରଶେଖର ରଥ ~ “ନୀଳକଣ୍ଠ ତ୍ରିପାଠୀ ୟାପ ପଣ୍ଡିତ ! ମାତ୍ର କି ପଣ୍ଡିତ ସେ ? ସେଇଟା କଣ ଜାଣେ ?… କାହାକୁ ଭଲା ଜଣା ଅଛି?.. ଏ ପରା ଚକ୍ରକୂଟ ମାୟା l ପଣ୍ଡିତ ଅପଣ୍ଡିତ ସମସ୍ତେ ଅଠାକାଠି ର ଶୁଆ l ଅଳ୍ପ ବହୁତ ସମସ୍ତେ…

ଲେଖା: ଦେଵ ତ୍ରିପାଠୀ ~ କନିକା ~ “ତାଳୀବନ-ଶ୍ୟାମ କନିକା, କୁଜଙ୍ଗ ମରିଚ ହରିଶପୁର ଅସ୍ତରଙ୍ଗ । ବରାହ-ପାଳିତ ବାଲିପୂର୍ଣ୍ଣ ଆଳି କ୍ଷତ୍ରିବୃନ୍ଦ ଯାର ମହାବୀର୍ଯ୍ୟଶାଳୀ ।” (#ନନ୍ଦିକେଶ୍ୱରୀ/କବିବର ରାଧାନାଥ) ଇଏ ଏମିତି ଏକ ରାଜ୍ୟ, ଯାହାର ସୁଦୁର ଅତୀତକୁ ରୋମନ୍ଥନ କଲେ ଦୃଶ୍ୟମାନ ହୁଏ ଇତିହାସର ବହୁ ବିସ୍ମୟକର ସ୍ମାରକୀ ! ନାଚି ଯାଏ…

ଲେଖା: ଦେଵ ତ୍ରିପାଠୀ ~ କନିକା ~ ପୂର୍ବ ଆଲୋଚନା ଗୁଡ଼ିକରୁ ଆମେ ଜାଣିଛେ କନିକାର ବୀରଯୋଦ୍ଧାଗଣ ପ୍ରାୟ ଦୁଇଶହ ବର୍ଷ କାଳ ମୁସଲମାନ, ମୋଗଲ, ମରାଠାମାନଙ୍କ ସହ ଓ ଅର୍ଦ୍ଧ ଶତାବ୍ଦୀ କାଳ ବ୍ରିଟିଶ ଶକ୍ତି ବିରୁଦ୍ଧରେ ନିଜର ବିଜୟଯାତ୍ରା ବଜାୟ ରଖିଥିଲେ । କନିକାର ବଳ ଦମ୍ଭ ଅତୁଟ ରହିବାର କେତୋଟି ବଳିଷ୍ଠ…

~ ନନ୍ଦିକେଶ୍ଵରୀ ~ ସୌରଭିତ ସୃଷ୍ଟି: କବିବର ରାଧାନାଥ ରାୟ ଊନବିଂଶ ଶତାବ୍ଦୀର ଉପୋଦ୍ଘାତରେ ଯେତେବେଳେ ଓଡ଼ିଆ ମାଟି ନବଜାଗରଣ ପର୍ଯ୍ୟାୟରେ ପଦକ୍ଷେପ ଜନିତ ସାରସ୍ଵତ ଓ ସାଂସ୍କୃତିକ ପୃଷ୍ଠଭୂମିରେ ଆବର୍ତ୍ତିତ ହେଉଥିଲା, ସେହି ସମୟରେ ଓଡ଼ିଆ ଜନପ୍ରାଣକୁ ପରମୁଖାପେକ୍ଷୀ ସତ୍ତାର କବଳିତ ଶାଙ୍କୋଳିରୁ ମୁକ୍ତି ଦେଇଥିଲେ ଆମ୍ଭର ପରମ ସଦାଶୟମାନଙ୍କ ସମୁଚ୍ଚୟୀ ପ୍ରଯତ୍ନର ସ୍ଵେଦଲଗା…

ଲେଖା: ସିଂହାରୀ ଆଲୋକ ଖୁଣ୍ଟିଆ ~ ସ୍ମୃତିରେ ପଣ୍ଡିତ ଗୋପବନ୍ଧୁ ଦାସ ~ “ମିଶୁ ମୋର ଦେହ ଏ ଦେଶ ମାଟିରେ, ଦେଶବାସୀ ଚାଲି ଯାନ୍ତୁ ପିଠିରେ, ଦେଶର ସ୍ଵରାଜ୍ୟ ପଥେ ଯେତେ ଗାଢ଼ ପୁରୁ ତହିଁ ପଡି ମୋ ମାଂସ ହାଡ଼ !” (ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ) ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ…

ଗବେଷଣା ଓ ଉପସ୍ଥାପନା: ଶିଶିର ସାହୁ ମନୋଜ ~ ଓଡ଼ିଆ ଭାଷାର ମାଣ ଶବ୍ଦ ; ଏକ ଆଲୋଚନା ~ ଓଡ଼ିଶାରେ ଲୋକେ ଵିଶ୍ଵାସ କରନ୍ତି ଯେ #ମାଣ ଶବ୍ଦଟି ସିଂହଭୂମି ଅଞ୍ଚଳର ଶବ୍ଦ ମାଣକି (କୋହ୍ଲ ସମ୍ପ୍ରଦାୟର ଗ୍ରାମମୁଖ୍ୟ ବା ମୁଣ୍ଡା ସର୍ଦ୍ଦାରଙ୍କୁ ମାଣକି କହନ୍ତି) ରୁ ସୃଷ୍ଟି ହୋଇଅଛି । ଅର୍ଥାତ୍ ମାଣକି…

ଲେଖା: ଶୁଭରଞ୍ଜନ ପୃଷ୍ଟି ~ କେଦାରେଶ୍ୱର ମନ୍ଦିର ~ ଆମ #ମାଦଳାପାଞ୍ଜି କହେ, ଶାସନର ପ୍ରାରମ୍ଭ କାଳରେ ରାଜା #ଅନଙ୍ଗଭୀମ ଦେବ ଚୌଦ୍ୱାର କଟକ ଠାରେ ଥିବା ପ୍ରସାଦ କିମ୍ବା ନହରରେ ଅବସ୍ଥାନ କରୁଥିଲେ । ତେବେ ପରବର୍ତ୍ତୀ ସମୟରେ ସୁରକ୍ଷା ଦୃଷ୍ଟିରୁ #ବାରଣାସୀ_କଟକ ରେ ନୂତନ ରାଜଧାନୀ ସ୍ଥାପନ କରିଥିଲେ । ମାଦଳାପାଞ୍ଜି ବ୍ୟତିରକେ…