Physical Address
Sai Samarpanam, Satya Vihar, Bhubaneswar

~ ଯଦୁମଣି ମହାପାତ୍ର ~ ଲେଖା: ଅମୃତେଶ ଖଟୁଆ ଉତ୍କଳମାଟିରେ ମହମ୍ମଦ ତକି ଖାଁର ଆକ୍ରମଣ ସମୟରେ ତଦାନୀନ୍ତନ ଗଜପତି ରାମଚନ୍ଦ୍ର ଦେବଙ୍କ ପରିବାର ଓ ଓଡିଶାର ସାର୍ବଭୌମାଧିପତି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ସସମ୍ମାନେ ଆଶ୍ରୟ ଦେଇଥିଲେ ଗଞ୍ଜାମର ଆଠଗଡ଼ ରାଜା । ୧୫୪୦ ମସିହାରେ ମହାରାଜା ପ୍ରତାପରୁଦ୍ରଙ୍କ ନିଧନାନ୍ତେ ତାଙ୍କ ସେନାପତି ବେନୁ କ୍ଷତ୍ରିବର ସିଂହଙ୍କ…

ଲେଖା: ରବୀନ୍ଦ୍ର କୁମାର ରଣା ପଞ୍ଚସଖା ଯୁଗର ମହାନ ସନ୍ଥ ତଥା ଓଡ଼ିଶାର ଘରେ ଘରେ ପରିଚିତ ଓଡିଆ ଭାଗବତର ରଚୟିତା ଅତିବଡ଼ି ଜଗନ୍ନାଥ ଦାସଙ୍କ (୧୪୯୦-୧୫୫୦) ଜନ୍ମପୀଠ ହେଉଛି ପୁରୀ ଜିଲ୍ଲାର କପିଳେଶ୍ଵରପୁର ଶାସନ। ଗ୍ରାମର ମଧ୍ଯ ଭାଗରେ ଏହ ଛୋଟ ପରିସରରେ ଏହି ମହାନ ସନ୍ଥଙ୍କ ଜନ୍ମସ୍ଥାନକୁ ଏବେ ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା…

ସୌରଭିତ ସୃଷ୍ଟି: ଗଙ୍ଗାଧର ମେହେର (ଗଙ୍ଗାଧର ମେହେର ଓଡ଼ିଆ ସାହିତ୍ୟର ଜଣେ ପ୍ରଖ୍ୟାତ କବି । ଭାରତୀୟ ସାହିତ୍ୟରେ ମଧ୍ୟ ସେ ଜଣେ ଯଶସ୍ଵୀ କବି ଭାବେ ପରିଚିତ। ତାଙ୍କର ଜୀବନୀ ସେ ଅତି ସଂକ୍ଷିପ୍ତ ଭାବରେ ରଚନା କରିଛନ୍ତି । ଉତ୍କଳ ଖଣ୍ଡର ସେହି ମହାନ କବି ଗଙ୍ଗାଧର ମେହେରଙ୍କ ଆତ୍ମଜୀବନୀ ଉପସ୍ଥାପନା କରି…

ଲେଖା: ଦେଵ ତ୍ରିପାଠୀ ଆମ କଟକ ସହରର ବାଲିଗୋଡ଼ି, ମାଟିରେ ଯେପରି ମିଶି ରହିଛି ଇତିହାସର ମହକ, ଆମ ଜନମାନସରେ ସେମିତି ଉଜ୍ଜୀବିତ ରହିଛି ଅସୁମାରୀ ଲୋକକଥା । ସେମିତି କିଛି କଥା ଆମ ଦର୍ପଣୀ ରାଜାଙ୍କୁ ନେଇ ! ଚାନ୍ଦିନୀଚୌକର ପ୍ରାଣବନ୍ତ ଇତିହାସକୁ ନେଇ ! ସଉକିଆ ହେଲେ ମଧ୍ୟ ଦର୍ପଣୀ ରାଜା ଥିଲେ…

ଲେଖା: ଶିଶିର ସାହୁ ମନୋଜ ଲକ୍ଷ ଲକ୍ଷ ବ୍ଯକ୍ତି ବୋଲୀର ସମାହାରରେ ଆଞ୍ଚଳିକ ବୋଲୀ ଆଦିର ଗଠନ ଏବଂ ଅନେକାନେକ ଆଞ୍ଚଳିକ ବୋଲୀ ଏକତ୍ରିତ ହୋଇ ଏକ ଉପଭାଷା ବା ଭାଖା ଶୈଳୀ ସୃଷ୍ଟି ହୋଇଥାଏ ପୁଣି କେତେଗୋଟି ଭାଖାଶୈଳୀର ମାନକୀକରଣରୁ ଏକ ମାନକ ଭାଷା ପ୍ରକଟ ହୋଇଥାଏ । ଆମ ଦେଶର ନାରୀମାନେ ଶଶୁର…

ଲେଖା: ଶିଶିର ସାହୁ ମନୋଜ Buprestidae ପରିଵାରର ପୋକଗୁଡି଼କୁ ଇଂରାଜୀରେ jewel beetles ଓ ଆମ ଭାଷାରେ ଗୁଞ୍ଜରା ଵା ଗୁଞ୍ଜୁରା କୁହାଯାଏ । ଯେମିତି ଜୀଵ ଭେଦରେ ଉକୁଣୀଙ୍କ ଵିଭିନ୍ନ ଜାତି ରହିଛି ଠିକ୍ ସେଇଭଳି ଵୃକ୍ଷଭେଦରେ ଭିନ୍ନ ଭିନ୍ନ ଗୁଞ୍ଜରା ଦେଖାଯାଇଥାନ୍ତି । ଏହି ଜୀଵପରିଵାରର Sternocera ଜାତୀୟ ପୋକଙ୍କୁ ଆମେ ଚାକୁଣ୍ଡାଦି…

ଲେଖା: ଶିଶିର ସାହୁ ମନୋଜ ଗଡଜାତ ଅଞ୍ଚଳରେ ପାଣ୍ଡୋଇ ଵା ଚପଲର Y ଆକାର ଵିଶିଷ୍ଟ ଫିତାକୁ ବଧୀ କୁହାଯାଏ । ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ବଧି, ବଦ୍ଧି ଓ ବଧୀ ଆଦି ଶବ୍ଦ ସହିତ ଏହାର ସମ୍ପର୍କ ଥାଇପାରେ । ଭାଷାକୋଷରେ ଦେଶଜ ବଧି ଶବ୍ଦକୁ ଶାସ୍ତ୍ରୀୟ ବଦ୍ଧି ଓ ବନ୍ଧନୀ ସହିତ ସମଧୃତ ଦର୍ଶାଯାଇଛି…

ଲେଖା: ଅକ୍ଷୟ ଓଝା ସେ ସମୟର କଥା । ଘରେ ପୁଅ କିମ୍ବା ଝିଅ ଟିଏ ହେଲେ ଛ’ ଦିନରେ ଷଷ୍ଠୀ ଦେବୀ ପୂଜା ଓ ଏକୋଇଶି ଦିନରେ ସତ୍ୟନାରାୟଣ ପୁଜା କରି ନବାଗତ ସନ୍ତାନର ଜନ୍ମ ମହୋତ୍ସବ ପାଳନ କରାଯାଉ ଥିଲା । ମାମୁଁଘରୁ ଭିନ୍ନ ଭିନ୍ନ ପ୍ରକାର ପୁଜା ଉପକରଣ, ନୂଆ କପଡ଼ା,…

ଲେଖା: ଶିଶିର ସାହୁ ମନୋଜ ପ୍ରାଚୀନ ଓଡ଼ିଆ ସାହିତ୍ୟରେ ଏଘାନ୍ତି, ଘାନ୍ତି ଓ ଘାନ୍ତେ ଇତ୍ୟାଦି ଶବ୍ଦ ଵ୍ଯଵହାର ହୋଇଥିଵା ଦେଖାଯାଏ । ଓଡ଼ିଆ ଭାଷାରେ ଏଘାନ୍ତି ଶବ୍ଦଟି ଏଥରକ, ଏକ୍ଷଣି, ଵର୍ତ୍ତମାନ ଓ ଏକାଥରକେ ଇତ୍ୟାଦି ଅର୍ଥରେ ଏକ ଦେଶଜ ଅଵ୍ଯୟ ଭାଵେ ଵ୍ଯଵହାର ହେଉଥିଲା । ଏତତ୍ ଓ ଘାତ ଶବ୍ଦ ଯୁକ୍ତ…

ଲେଖା: ଶିଶିର ସାହୁ ମନୋଜ ଭଗଵାନ । ତାଙ୍କୁ ଜଗତଯାକରେ ଅନେକ ନାମରେ ଡକାଯାଇଥାଏ ଏଵଂ ଭାରତରେ ତ ଭଗଵାନ ଶବ୍ଦର ଅନେକ ତତ୍ସମ, ତଦ୍ଭଵ ଓ ଦେଶଜ ପ୍ରତିଶବ୍ଦ ରହିଛି । ନିମ୍ନରେ “ଭଗଵାନ”ଙ୍କର କେତେକ ଶାସ୍ତ୍ରୀୟ ନାମର ଉଲ୍ଲେଖ କରାଗଲା… ଦେଵ, ଈଶ୍ଵର, ଯଜ୍ଞଭାଗ, ନଭଶ୍ଚର, ତ୍ରିଦିଵେଶ, ଵିଶ୍ଵାଧାୟସ, ଦୈତ୍ଯାରି, ନିଲିମ୍ପ, ଦନୁଜଦ୍ଵିଷ,…