Search Results for ଭାଗବତ

ଧାନମାଣିକା ଓଷା

~ ଧାନମାଣିକା ଓଷା, ମାଣବସା ଗୁରୁବାର ~ ଲେଖା: ଅମୃତେଶ ଖଟୁଆ ପ୍ରଶାନ୍ତ ବନରାଜିନୀଳାର ଶ୍ୟାମଳ ପ୍ରକୃତିକୁ ଆଶ୍ରୟ କରି ଆର୍ଯ୍ୟେତର ବନବାସୀ ସମାଜର ଉପକ୍ରମ ସଙ୍ଗେ ପ୍ରାଚୀନ ଆରଣ୍ୟକ ଜନବସତିଠାରୁ ପୁନଶ୍ଚ ପୃଥକ ହୋଇ କ୍ରମେ ଦ୍ରାବିଡ଼ାଦି ଗଣଙ୍କ ଆଗମନରୁ ସାମୂହିକ ଜନସମାଜ ମଧ୍ୟରେ ଅରଣ୍ୟଜୀବୀ ଓ ଆର୍ଯ୍ୟ ପ୍ରଭୃତି ରାଜକୀୟ ବର୍ଗ ଏକତ୍ର…

ଲକ୍ଷ୍ମୀ ପୁରାଣ

~ ବଳରାମ ଦାସ କୃତ ‘ଲକ୍ଷ୍ମୀ ପୁରାଣ’ର ସାଂସ୍କୃତିକ ଭୂମିକା ~ ଲେଖା: ଅମୃତେଶ ଖଟୁଆ ଓଡ଼ିଆ ନାରୀମାନେ ଏହି ଓଷା ପାଳନ କରନ୍ତି, ଯାହା ଅନ୍ୟ ଦେଶ ଓ ରାଜ୍ୟମାନଙ୍କରେ ପ୍ରଚଳନ ନାହିଁ । ମାର୍ଗଶିର ମାସରେ ପ୍ରଥମ ଧାନ ଅମଳ ଆରମ୍ଭ ହୁଏ । ଚାଷୀ ତା’ ର ଖଳାକୁ ଧାନହଳା ଆଣିଥାଏ…

ଶ୍ରୀଧର ସ୍ୱାମୀ

ଲେଖା: ଅମ୍ବିକା ପଟ୍ଟନାୟକ ∼ ଆଚାର୍ଯ୍ୟ ଶ୍ରୀଧର ସ୍ୱାମୀ : ଭାବାର୍ଥ ଦୀପିକା ବାଣୀ ∼ ମୂକଂ କରୋତି ବାଚାଳମ ପଙ୍ଗୁ ଲଙ୍ଘୟତେ ଗିରିଂ ଯତକୃପା ତମହଂ ବନ୍ଦେ ପରମାନନ୍ଦ ମାଧବଂ…. ବହୁ ଉଚ୍ଚାରିତ ଆଦୃତ ଏ ବନ୍ଦନା ପ୍ରାୟ ଆମେ ସମସ୍ତେ ଶୁଣିଥାଉ ଓ ଆବୃତ୍ତି କରିଥାଉ l ତେବେ କେବେ ଏ କୌତୁହଳ…

ଘୁଡ଼ୁକି

ଗବେଷଣା ଓ ଉପସ୍ଥାପନା: ଡ. ବାୟାମନୁ ଚର୍ଚି ଘୁଡ଼ୁକି ଏକ ବାଦ୍ୟ । ପତର ସଉରା ଓ କେଳା ସମ୍ପ୍ରଦାୟର ଲୋକେ ପୂର୍ବେ ଏକ ବାଦ୍ୟଯନ୍ତ୍ରକୁ ବ୍ୟବହାର କରି, ଗୀତ ଗାଇ ଗାଇ, ଗାଁ ଗାଁ ବୁଲି ବୁଲି ଭିକ୍ଷା କରୁଥିଲେ । ଏହି ଘୁଡ଼ୁକି ବଜାଇଲେ ଘୁ.ଡୁ. . . ଘୁଡୁ ଶବ୍ଦ ସୃଷ୍ଟି…

ଗଜପତି ପ୍ରତାପରୁଦ୍ର ଦେବ

ଲେଖା: ଅମ୍ବିକା ପଟ୍ଟନାୟକ ~ ଅକାରଣେ ନିନ୍ଦିତ ଗଜପତି ପ୍ରତାପରୁଦ୍ର ଦେବ ~ 1479ର କଥା l ପରମହଂସନାଥ ମହାଦେବଙ୍କ ଦର୍ଶନ ନିମିତ୍ତ ଓଡ଼ିଶା ଗଜପତି ପୁରୁଷୋତ୍ତମ ଦେବ ଆସନ୍ନ ପ୍ରସବା ପଦ୍ମାବତୀ ପାଟ ମହାଦେଈଙ୍କ ସହ ଯାଉଛନ୍ତି l ମନ୍ଦିର ନିକଟରେ ପାଟମହାଦେଈଙ୍କ ପ୍ରସବ ବେଦନା l ପୁତ୍ରବଧୂତୁଲ୍ୟା ପାଟମହାଦେଈଙ୍କ ଉଲଗ୍ନ ଶରୀର ଦେଖିବେ…

କୁମାରୀ ବିବାହ

ଲେଖା: ସୋନାଲି ସୁଚିସ୍ମିତା ପରିଡା ~ କୁମାରୀ ବିବାହ ଓ କୁମାର ପୂର୍ଣ୍ଣିମା ~ ଭାଗବତ ପୂର୍ଣ୍ଣିମା ବା ଇନ୍ଦୁ ପୂର୍ଣ୍ଣିମା ଠାରୁ କୁମାର ପୂର୍ଣ୍ଣିମା ଯାଏଁ କୁମାରୀ ଝିଅ ମାନଙ୍କର ଜହ୍ନି ଓଷା ସହ ଖେଳ ଓ ମଉଜ ଚାଲେ। ଓଡ଼ିଶାର କିଛି ଅଞ୍ଚଳରେ କୁମାରୀ ବିବାହ ପରମ୍ପରା ରହି ଆସିଛି, ଯାହା କେବଳ…

ଭୀମଭୋଇ ଓ ଗୋପବନ୍ଧୁ

~ ଭୀମଭୋଇ ଓ ଗୋପବନ୍ଧୁ: ଦୁଇ କବିମନୀଷୀଙ୍କ ଦୃଷ୍ଟି ଓ ଦର୍ଶନ ~ ଲେଖା: ଅଧ୍ୟାପକ ବିଶ୍ଵରଞ୍ଜନ ଓଡ଼ିଶାର ମାଟିରେ ଏଭଳି ଦୁଇ କବି ମନୀଷୀଙ୍କର ଆବିର୍ଭାବ ଘଟିଥିଲା, ଯେଉଁମାନଙ୍କର ବ୍ୟକ୍ତି ଜୀବନ ଉତ୍ତରିତ ହୋଇଥିଲା ବିଶ୍ଵଜୀବନକୁ । ଏହି ଦୁଇ ମହାତ୍ମା ନିଜର ଦୃଷ୍ଟି ଓ ସୃଷ୍ଟି ମାଧ୍ୟମରେ ମାନବିକତାର ଯେଉଁ ମହାମନ୍ତ୍ର ଗାନ କରିଥିଲେ,…

ପୁରୁଷୋତ୍ତମପୁର

~ ଉପକଣ୍ଠର କଟକ: ପୁରୁଷୋତ୍ତମପୁର ~ ଲେଖା: ଅମୃତେଶ ଖଟୁଆ ମେଘସୁନ୍ଦର ଶ୍ରାବଣର ଘନଭୂରୁ ତଳେ ଅଳସ ଭାଙ୍ଗିଲାଣି ଭୋଦୁଅର ସକାଳ । ପ୍ରକୃତିସ୍ଥ ପ୍ରଭାତରେ ସଜାଗ ପ୍ରଶାନ୍ତିକୁ ପାଥେୟ କରି ନିରନ୍ତର ଶାନ୍ତିକାମୀ ମଣିଷ ଓ କଲ୍ୟାଣକାମୀ ଜୀବଜଗତର ଚେତନାରେ ଅଫୁରନ୍ତ ଉଚ୍ଛ୍ଵାସର ଆବାହନ । ସକାଳର ପୂର୍ବସ୍ମୃତିରେ ଗତରାତିରୁ ହିଁ ସେହି ଅପେକ୍ଷାରତ…

ଗୁରୁ

~ ଗୁରୁ ~ ଲେଖା: ଅମୃତେଶ ଖଟୁଆ ‘ପୁଣି ପଡଇ ଘୋରତମେ । ଗତ ଆଗତ ପଥଶ୍ରମେ ।। ଏ କଥା ବୁଝି ଗୁରୁ ପାଦେ । ଆଶ୍ରେ କରିବ ଅପ୍ରମାଦେ ।। ଉତ୍ତମ ଗୁରୁ ଆଶ୍ରେ କରି । ତାଙ୍କ ବଚନ ଶିରେ ଧରି ।। ସମଦରଶୀ ନିଷ୍ଠାପର । ତପ କଷଣ ସହେ…

ତଅପୋଇ

ଲେଖା: ଅମ୍ବରୀଶ ମଙ୍ଗରାଜ   ~ ସ୍ମୃତିରେ ତଅପୋଇ ~ ସେଦିନ ରବିବାର ଛୁଟି, ତେଣୁ ଜାଣିଶୁଣି ଭାଇ ଓ ମୁଁ ଖଟରେ ପଡି ରହିଥିଲୁ ହେଲେ ବୋଉ ପାଟିକରି ଉଠେଇବାକୁ ଲାଗିଲା – ବାଡ଼ିରେ ଆଉ ଗୋଟେ ଫୁଲ ନାହିଁ ଘର ଦିଅଁ ପୂଜା ହେବେ କେମିତି ?? ତମେ ଦିଟା ବିଲ ବିକି…