Search Results for ଭକ୍ତକବି

ଜଗବନ୍ଧୁ ସିଂହ

ଲେଖା: ଦେଵ ତ୍ରିପାଠୀ “ମୁଁ ଚାହେଁ ଓଡ଼ିଆ ଜାତି ନ ହେଉ ନିଊନ ବୃଦ୍ଧି ହେଉ ପ୍ରାଚୀନ କୀରତି ଶତଗୁଣ“ ଓଡ଼ିଆ ଅସ୍ମିତାଠାରୁ ଆରମ୍ଭ କରି ମହାଭାରତୀୟ ଜାତିୟତା ପର୍ଯ୍ୟନ୍ତ ସବୁ ଥିଲା ତାଙ୍କ ପ୍ରାଣର ଧ୍ୟେୟ । ପଦ୍ୟାତ୍ମକ ‘ଭାରତ ଚରିତାମୃତ’ ଓ ଗଦ୍ୟାତ୍ମକ ‘ପ୍ରାଚୀନ ଉତ୍କଳ’ ତାହାର ପ୍ରମାଣ । ଭାଷା ପ୍ରାଞ୍ଜଳ…

ଅମୃତସନ୍ତାନ ଫକୀରମୋହନ

ଲେଖା: ଦେଵ ତ୍ରିପାଠୀ ସେ ଥିଲା ଯେମିତି ପ୍ରାଗୈତିହାସିକ ଅନ୍ଧକାରର ଯୁଗ । ଚାରିଆଡେ ଦୁର୍ବିସହ ଅଜ୍ଞତା, ବରଫ-ଶୀତଳ ନିଶ୍ଚେତନା, ଶଶକ-ଗୋତ୍ରୀୟ ଭୀରୁତା, ସ୍ଥାଣୁ ଜୀବନ, ନିଶ୍ଚଳ ଅଭିଳାଷର ଅନ୍ଧଗଳି ଭିତରେ ମୁମୂର୍ଷୁ-ପ୍ରାୟ ଜୀଉଁଥିଲେ ଓଡ଼ିଆମାନେ । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିକୁ ସମୂଳେ ଲୋପ କରି ମୃତ ଓଡ଼ିଆର କଙ୍କାଳ ହାଡରେ ନିଜ…

ଓଡ଼ିଆ ଭାଷାସଂଗ୍ରାମର ଅଜେୟ ଯୋଦ୍ଧା: ସେନାପତି ଫକୀରମୋହନ (Fakirmohan)

ଲେଖା: ଦେଵ ତ୍ରିପାଠୀ କର୍ମଵୀର ଗୌରୀଶଙ୍କର ଓ ଉତ୍କଳ ଦୀପିକାର ନିରବଚ୍ଛିନ୍ନ ସାଧନା ଏ ମାଟିରୁ ବଙ୍ଗଳା ଭାଷାଭାଷୀଙ୍କର ଓଡ଼ିଆମାରଣ ଚକ୍ରାନ୍ତର ପଣ୍ଡ ହୋଇଥିଲା ସତ ! ତେବେ ଓଡ଼ିଆଙ୍କ ମାନସିକତାରେ ବସା ବାନ୍ଧି ସାରିଥିଲା ବଙ୍ଗଳା ଭାଷା ! ଓଡ଼ିଆଙ୍କ ଦୈନନ୍ଦିନ ଜୀବନ ଓ ଚଳଣିରେ ଥିଲା ବଙ୍ଗାଳୀପଣ ! କର୍ମଵୀରଙ୍କ ସାଧନାର ଫଳସ୍ବରୂପ…

ରାଧା ଗୋବିନ୍ଦ ଭଜନ

ସୌରଭିତ ସୃଷ୍ଟି: ଭକ୍ତକବି ଗୋପାଳକୃଷ୍ଣ ରାଗ: ମଙ୍ଗଳଗୁଜ୍ଜରୀ, ତାଳ: ତ୍ରିପୁଟା ଚିତ୍ର:  ରାଧାଗୋବିନ୍ଦ ଦେଉଳ, ମେଳିଆପୁଟି (ନିର୍ମାତା: କୃଷ୍ଣପ୍ରିୟା ପାଟମହାଦେଇ, ପୁଣ୍ୟପୀଠ ପାରଳା) ମୂଢ ମନ, ଦୃଢ଼ କରି ଭଜ ଶ୍ରୀରାଧା ଗୋବିନ୍ଦ ଘୁଞ୍ଚିବ ସକଳ ଜ୍ୱାଳା ପାଇବୁ ଆନନ୍ଦ। ଉଚ୍ଚସ୍ୱରେ ଶବଦାଇ ହରି ହରି ବୋଲ ସରାଗେ ବୈଷ୍ଣବ ଗଣ କରିନେବେ କୋଳ।ପରିହରି ଦୁରେ…

ଓଡ଼ିଆ ସାହିତ୍ୟର ଜ୍ଞାନସିଦ୍ଧ ଭୀଷ୍ମ ପିତାମହ ସେନାପତି ଫକିରମୋହନ

ପତ୍ର ପାଇବା ଓ ଉତ୍ତର ଦେବାରେ ଦି' ପଇସା ଖର୍ଚ୍ଚ, କିନ୍ତୁ ସେଇ ଦି' ପଇସାର ମୂଲ୍ୟ ବୋଧହୁଏ ଗୋଦାବରୀଶଙ୍କ ପାଇଁ  ଥିଲା ଦୁଇ ଲକ୍ଷ ଟଙ୍କାରୁ ଅଧିକ i କାରଣ ଫକୀରମୋହନକ ପରି ମହାସିନ୍ଧୁଙ୍କ ସଙ୍ଗେ ତାଙ୍କ ଜୀବନର କ୍ଷୁଦ୍ର ପାଣିଟୋପାଟିକୁ ନେଇ ମିଶାଇ ପାରିଥିଲା ସେଇ ପତ୍ର . .

କର୍ମବୀର ଗୌରୀଶଙ୍କର

ଲେଖା: ନିରଞ୍ଜନ ସାହୁ ଊନବିଂଶ ଶତାବ୍ଦୀର ଶେଷ ତୃତୀୟାଂଶ ଓଡ଼ିଶାର ଜାତୀୟ ଜୀବନ ପକ୍ଷରେ ଏକ ନବଜାଗରଣର କାଳ । ନଅଙ୍କ ଦୁର୍ଭିକ୍ଷର ଆଘାତ, ପାଶ୍ଚାତ୍ୟ ଶିକ୍ଷା ଓ ସଭ୍ୟତାର ନବବାଣୀ ନିହିତ ପ୍ରେରଣା ଜାତିର ଯୁଗବ୍ୟାପୀ ସୁଷୁପ୍ତି, ନିଷ୍କ୍ରିୟତା, ସ୍ୱାର୍ଥପରତା ଭାଂଗି ଦେଇ ଏହାକୁ ଆତ୍ମସଚେତନ ଓ କର୍ମତପ୍ତର କରିଥିଲା ।ଅତଏବ ସମାଜ ନିମନ୍ତେ…

କବିସୂର୍ଯ୍ୟ ବଳଦେବ ରଥ

ଲେଖା: ନିରଞ୍ଜନ ସାହୁ “ବାଧିଲା ଜାଣି କ୍ଷମା କର ନୋହିଲେ ରମାରମଣ ଦଣ୍ଡେ ଦିଅ ଟାଳି। ତୁମ୍ଭକୁ ଜଗନ୍ନାଥ ଆଜ ମୋ ମନୋରଥ ଭରତି କରି ଦେବି ଗାଳି, ହେ କୃପାନିଧି।” ଭଗବାନଙ୍କ ପକ୍ଷପାତିତା ବିରୁଦ୍ଧରେ ଏକ ଭକ୍ତିପ୍ରାଣ ହୃଦୟରେ ଉଦବେଳନ ! ଜଗନ୍ନାଥଙ୍କୁ ଗାଳି ଦେଇ ନିଜ ମନୋରଥ ଭରତି କରିଥିବା ଭକ୍ତକବି ଜଣେ…

ଦେବଦାସୀ

ଲେଖା: ବନ୍ଧନ ଦଳାଇ ପ୍ରାଚୀନ ପୁରାଣ ଶାସ୍ତ୍ରାଦିରେ ଉଲ୍ଲେଖ ଅଛି ଯେ, ସମଗ୍ର ପୃଥିବୀରେ ଶ୍ରୀପୁରୁଷୋତ୍ତମ ସଦୃଶ ପୂଣ୍ୟ କ୍ଷେତ୍ର ବିରଳ। ଉତ୍କଳ ଭୂଖଣ୍ଡର ରାଷ୍ଟ୍ର ଦେବତା ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଅବସ୍ଥିତି ଯୋଗୁଁ ଏହି କ୍ଷେତ୍ର ଏକ ଆଧ୍ୟାତ୍ମିକ ତୀର୍ଥସ୍ଥଳୀ ଭାବେ ବିଶ୍ୱବ୍ରହ୍ମାଣ୍ଡରେ ସୁପରିଚିତ। ଏପରିକି ଦାରୁବ୍ରହ୍ମସ୍ୱରୁପୀ ଶ୍ରୀଜଗନ୍ନାଥଙ୍କ ଲୀଳାସ୍ଥଳୀ ଶ୍ରୀପୁରୁଷୋତ୍ତମ କ୍ଷେତ୍ର ସର୍ବଜନାଦୃତ ହୋଇ ଅତ୍ୟନ୍ତ…

ଓଡ଼ିଆ ଭାଗବତ

ଲେଖା: ଇଂ ବିଜୟ କେତନ ସାହୁ ~ ଅତିବଡ଼ି ଜଗନ୍ନାଥ ଦାସ କୃତ ଓଡ଼ିଆ ଭାଗବତ – ଏକ ଦୃଷ୍ଟିପାତ (Part 1) ~ ଓଡିଶା ଜନଜୀବନର ପ୍ରାଣନ ସଙ୍ଗୀତ ଓଡ଼ିଆ ଭାଗବତ। ପ୍ରତିଟି ଓଡ଼ିଆର ପ୍ରାଣର ଆବେଗତା ଭରି ରହିଛି ଏଇ ଭାଗବତରେ। ଅତିବଡି ଜଗନ୍ନାଥ ଦାସଙ୍କର ଏଇ ଭାଗବତ କେବଳ ଏକ ପୌରାଣିକ…

ଦୀନକୃଷ୍ଣ ଦାସ

ଲେଖା: ନିରଞ୍ଜନ ସାହୁ ରୀତିଯୁଗର ଅନ୍ୟତମ ପ୍ରତିଭା ସନ୍ଥକବି ଦୀନକୃଷ୍ଣ ଦାସ ! “କୃପାସିନ୍ଧୁ ବଦନ କରି ଅବଲୋକନ, କେଉଁ କରମହୀନ ଜନ, କାକୁସ୍ତଭର ହୋଇ କର ଯୋଡ଼ି ଜଣାଇଁ ଗରୁଡ଼ ସ୍ତମ୍ଭ ସନ୍ନିଧାନ ହେ ମହାପ୍ରଭୁ ! କୃପା ସରିତ ପତି ହୋଇ କର୍ମହୀନ ଜନର ତହିଁ, କରୁଣା କଲ ନାହିଁ କିମ୍ପା ହେ…