Search Results for ଭକ୍ତକବି ମଧୁସୂଦନ ରାଓ

ଅଖିଳ ବ୍ରହ୍ମାଣ୍ଡପତି

ସୌରଭିତ ସୃଷ୍ଟି: ଭକ୍ତକବି ମଧୁସୂଦନ ରାଓ ଭକ୍ତକବି ମଧୁସୂଦନ ରାଓଙ୍କ ଅମଳିନ ସୃଷ୍ଟି ଏଇ କବିତା ‘ଅଖିଳ ବ୍ରହ୍ମାଣ୍ଡପତି ମୋ ଜୀବନ ସ୍ୱାମୀ’ । ଏଠାରେ ଉଲ୍ଲେଖନୀୟ ଯେ, କଟକ ସହରର କାଜୀବଜାର ଠାରେ ଅବସ୍ଥିତ ଭକ୍ତମଧୁ ବିଦ୍ୟାପୀଠଅନୁଷ୍ଠାନଟି ଭକ୍ତକବି ମଧୁସୂଦନଙ୍କ ଦ୍ୱାରା ନିର୍ମିତ ଓ ସେଇ ମହାନୁଭବଙ୍କ ନାମାନୁସାରେ ହିଁ ଆଜି ପର୍ଯ୍ୟନ୍ତ ଏଠାରେ…

ମୋହିନୀମୋହନ ସେନାପତି

ଲେଖା: ନିରଞ୍ଜନ ସାହୁ ଗତାନୁଗତିକ ପ୍ରବନ୍ଧ ଲେଖାରେ ଗୋଟିଏ ବ୍ୟତିକ୍ରମର ଉଦ୍ଦ୍ରେକ ହେଲା ଉତ୍କଳ ସାହିତ୍ୟ ପତ୍ରିକାରେ ୧୯୦୪ ମସିହାର ପ୍ରଥମ ସଂଖ୍ୟାରେ । ପ୍ରାବନ୍ଧିକଙ୍କର ହେତୁବାଦୀ ଚିତ୍ତ ଧର୍ମର ଆବରଣ ଭେଦ କରି ନାସ୍ତିକତାରେ ଉପନୀତ ହୋଇଥିଲା ଗୋଟିଏ ପ୍ରବନ୍ଧ । ସାରା ପାଠକ ମହଲରେ ତଡ଼ିତ୍ ବେଗରେ ପ୍ରସାରିତ ହୋଇଗଲା ପ୍ରବନ୍ଧର ବିଷୟବସ୍ତୁ…

ଓଡ଼ିଆ ପତ୍ରପତ୍ରିକା

ଲେଖା: ଦେଵ ତ୍ରିପାଠୀ ଓଡ଼ିଆ ପତ୍ରପତ୍ରିକା ଜଗତର ପୁନଃ ଉଜ୍ଜୀବିତ ହେବା ସମୟର କଥା ! ଏ ନୂତନ ଆନ୍ଦୋଳନରେ ଯୋଗ ଦେଇଥିଲେ କେତେ କେତେ ନବ୍ୟ ସଭ୍ୟ ଯୁବକ ! ~ ବିଜ୍ଞାନ ଦର୍ପଣ ~ କଟକର କିଛି ବିଜ୍ଞାନ ପଢ଼ୁଆ ଧୀମାନ୍ ତରୁଣଙ୍କ ଉଦ୍ୟମରେ ଶିଶୁ କିଶୋର ତଥା ବିଜ୍ଞାନ ପାଠ ଆଶାୟୀ…

କବି ଗୁରୁପ୍ରସାଦ ମହାନ୍ତି

~ କବି ଗୁରୁପ୍ରସାଦ ମହାନ୍ତି ~ ଲେଖା: ଅମୃତେଶ ଖଟୁଆ ଓଡ଼ିଆ ସାହିତ୍ୟର ସବୁଜ ଯୁଗ ପରିଯନ୍ତେ ଆସିଛି ଆଧୁନିକ ସାହିତ୍ୟର ଏକ ବିଶିଷ୍ଟ ଯୁଗ। କବି ସୌଭାଗ୍ୟ କୁମାର ମିଶ୍ର, କବି ଦୁର୍ଗାମାଧବ ମିଶ୍ର, କବି ଜ୍ଞାନୀନ୍ଦ୍ର ବର୍ମା, କବି ଗୁରୁପ୍ରସାଦ ମହାନ୍ତି, କବି ଜାନକୀବଲ୍ଲଭ ମହାନ୍ତି (ଭରଦ୍ଵାଜ), କବି ଶ୍ରୀନିବାସ ଉଦ୍ଗାତାଙ୍କ ଭଳି…

ମୁକ୍ତ୍ଯାର ରାମଚନ୍ଦ୍ର ଦାସ

~ ମୁକ୍ତ୍ଯାର ରାମଚନ୍ଦ୍ର ଦାସ ~ ଲେଖା: ଅମୃତେଶ ଖଟୁଆ ଓଡ଼ିଆ ମାଟିରେ ଯେଉଁ ମହାପୁରୁଷଙ୍କ ଆବିର୍ଭାବ ଘଟିଛି, ସେମାନଙ୍କ କୀର୍ତ୍ତିପୂତ ଜୀବନୀ ଆମ ପାଇଁ ସଦା ପାଥେୟ। ତେବେ ସେହିମାନଙ୍କ ମଧ୍ୟରୁ ଅନ୍ୟତମ ଥିଲେ ଉତ୍କଳମଣି ଗୋପବନ୍ଧୁଙ୍କ ଅନ୍ୟତମ ଆଦର୍ଶ ତଥା ଦିଗଦ୍ରଷ୍ଟା ମୁକ୍ତ୍ଯାର ରାମଚନ୍ଦ୍ର ଦାସ। “ଈପ୍ସିତଂ ତଦବଜ୍ଞାନାଦ୍ଵିଦ୍ଧି ସାର୍ଗଳମାତ୍ମନଃ। ପ୍ରତିବଦ୍ଧ୍ନାତି ହି…

ଉତ୍କଳ ଭାରତୀ

ଲେଖା: ନିରଞ୍ଜନ ସାହୁ “ପ୍ରଚଣ୍ଡ ମାର୍ତ୍ତଣ୍ଡ ତାପେ ଦଗ୍ଧକ୍ଲିଷ୍ଟ କ୍ଲାନ୍ତି ପଥଶ୍ରାନ୍ତ ପାନ୍ଥେ ଦେଉ ଛାୟା ଅବିଶ୍ରାନ୍ତ ମହତ ହିତ ବ୍ରତର ଏ କି ତୋ ଦୃଷ୍ଟାନ୍ତ ! ଶିଖାଅ ହେବି ତୋ ସମ ସୁବିନୀତ ନମ୍ର ମନ ଅକାତରେ ଭବସେବା ଯାଉଥିବି କରି ମୋ କ୍ଷୁଦ୍ର ଆୟାସେ ବହୁ କ୍ଲେଶ ନେବି ହରି ପ୍ରତିଦାନେ…

ଚନ୍ଦ୍ରମୋହନ ମହାରଣା

ଲେଖା: ନିରଞ୍ଜନ ସାହୁ ଜାତୀୟ ଚରିତ୍ର ଗଠନରେ ଶିକ୍ଷା ହିଁ ଏକ ସୁଦୃଢ଼ ଭିତ୍ତି, ଏହା ସର୍ବଥା ସ୍ଵୀକାର୍ଯ୍ୟ । ଜାତୀୟ ଚରିତ୍ର ବ୍ୟତୀତ ଜାତୀୟ ଜୀବନ ଶୁଦ୍ଧ, ପୂତ, କ୍ରିୟାଶୀଳ ଓ ଶକ୍ତିଶାଳୀ ହୋଇ ନପାରେ । ଜାତି, ଧର୍ମ, ସମ୍ପ୍ରଦାୟ ନିର୍ବିଶେଷରେ ଲୋକଙ୍କୁ ଶିକ୍ଷିତ, ସଂଗଠିତ, ଐକବଦ୍ଧ କରିପାରିଲେ ଜାତୀୟ ଶିକ୍ଷାର ବିକାଶ…

ଜୟଗାନ

ସୌରଭିତ ସୃଷ୍ଟି: ଭକ୍ତକବି ମଧୁସୂଦନ ରାଓ ଜନ୍ମଭୂମିର ଜୟଗାନ, ଭକ୍ତକବିଙ୍କର ଏଇ କାଳଜୟୀ କବିତାରେ . . ~ ଜୟଗାନ ~ ୧) ଜୟ ଦେବୀ ! ଜନ୍ମଭୂମି  କୀର୍ତ୍ତି-କୀରୀଟଧାରିଣୀ । ବନ୍ଦେ ଦେବୀ !  ଆଶାମୟୀ ନିଗୂଢ଼ ଶକ୍ତିଶାଳିନୀ । (୨) ଯୁଗ ଯୁଗାନ୍ତ ମୋହ-ଅନ୍ତେ ଯାଗ ମା ବୀର୍ଯ୍ୟଶାଳିନୀ  ବିଭୁ ପ୍ରସାଦେ ଜ୍ୟୋତିର୍ମୟୀ …

ଉତ୍କଳ ସଙ୍ଗୀତ

ସୌରଭିତ ସୃଷ୍ଟି: ଭକ୍ତକବି ମଧୁସୂଦନ ରାଓ ଉତ୍କଳ ଜନନୀଙ୍କର ଗାରିମା ଗାୟନ ଏଇ କାଳଜୟୀ କବିତା ‘ଉତ୍କଳ ସଙ୍ଗୀତ’ରେ . . ~ ଉତ୍କଳ ସଙ୍ଗୀତ ~ ୧ ବାରେ ଡାକ ହେ ଉତ୍କଳ ସୁତେ  ମା ଉତ୍କଳଭୂମି ଜନନୀ  ପାନ କର ମା-ନାମ-ଅମୃତେ ଗାଅ ମା ମା ରଜନୀ୨ ବାରେ ଚିନ୍ତ ପ୍ରେମ ଭକ୍ତିଭରେ …

ଉତ୍କଳ ଆହ୍ୱାନ

ସୌରଭିତ ସୃଷ୍ଟି: ଭକ୍ତକବି ମଧୁସୂଦନ ରାଓ ଭକ୍ତକବିଙ୍କର ଏକ ଅନନ୍ୟ ସୃଷ୍ଟି ଉତ୍କଳ ଆହ୍ୱାନ ! ~ ଉତ୍କଳ ଆହ୍ୱାନ ~ ଉଠ ହେ ଉତ୍କଳବାସୀ, ଦୂରେ ଫିଙ୍ଗି ଦୁଃଖରାଶୀ, ଛେଦି ଜଡତାର ନାଗପାଶ, ସକଳ ଦୁରିତଜିଣା ବିଶ୍ଵରାଣୀ ବାଣୀ-ବୀଣା  ବାଜେ ପୂରି ଉତ୍କଳ ଆକାଶେ ହେ ନରନାରୀ ! ଅଶୋକ ଅଭୟ ସେ ସଂଗୀତ,…