Search Results for ବରାହୀ

ବରାହୀ ମନ୍ଦିର

ଲେଖା: ଶ୍ରୀକାନ୍ତ ସିଂହ ଶାକ୍ତ ପରମ୍ପରା ଓ ଉପାସନାରେ ସପ୍ତମାତୃକାଙ୍କ ସ୍ୱରୂପ ଚିତ୍ରଣ ଓ ରୂପ କଳ୍ପନା ପରବର୍ତ୍ତୀ ସମୟରେ ତନ୍ତ୍ର ସାଧନାକୁ ଜନ୍ମ ଦେଇଥିଲା l କୁହାଯାଏ ଶୁମ୍ଭ ନିଶୁମ୍ଭକୁ ନିପାତ କଲାବେଳେ ଦେଵୀ ଦୁର୍ଗାଙ୍କ ଶରୀରରୁ ସପ୍ତମାତୃକାଙ୍କ ଉଦ୍ଗମ ହୋଇଥିଲା ବା ଆବିର୍ଭୁତା ହୋଇଥିଲେ l ଦେବତାଙ୍କ ନାରୀଶକ୍ତି ସ୍ୱରୂପ ହେଉଛନ୍ତି ଏହି…

ବରାହୀ ଦେଉଳ

ଲେଖା: ଦେଵ ତ୍ରିପାଠୀ ନିମାପଡାଠାରୁ ପ୍ରାୟ ପନ୍ଦର କି.ମି. ପୂର୍ବକୁ କାକଟପୁର ରାସ୍ତାରେ ଗଲେ ପଡ଼େ ‘ଚଉରାଶି’ ଗ୍ରାମ । ଏହାର ପଶ୍ଚିମ ଦିଗରେ ଲଳିତା ନଦୀ, ଦକ୍ଷିଣରେ ଗିଲେଇଗଡ ଏବଂ ଉତ୍ତର ଓ ପୂର୍ବରେ ପ୍ରାଚୀନଦୀ ପ୍ରବାହିତ । ଏଇ ନଦୀକୂଳରେ ବରାହୀ ଦେଉଳ ସମେତ ଅମରେଶ୍ୱର ମନ୍ଦିର, ପିତାପଡା ମନ୍ଦିର, ରାମେଶ୍ବର ମନ୍ଦିର, ଲଳିତ…

ଉତ୍କଳୀୟ ଶାକ୍ତମୂର୍ତ୍ତି

ଲେଖା: ତେଜସ୍ୱ ତ୍ରିପାଠୀ ~ ଉତ୍କଳୀୟ ଶାକ୍ତମୂର୍ତ୍ତି ~ ଭୂମା ରେ ଛିଣ୍ଡା ଛିଣ୍ଡା କଳାମେଘର ମେଲଣ ! ଆଉ ଭୂମିରେ ଶୁଭ୍ର କାଶତଣ୍ଡିର ଦୋଳନ ! ଶାକ୍ତ ପୀଠରୁ ସ୍ୱତ୍ରୀୟ ବ୍ରାହ୍ମଣଙ୍କ ସପ୍ତସତୀର ସଚ୍ଛନ୍ଦ ଉଚ୍ଚାରଣ ଶରୀରରେ ସୃଷ୍ଟି କରୁଛି ଅପୂର୍ଵ ସିହରଣ ! ସବୁଆଡେ ଶରତର ସୁନ୍ଦର ପରିବେଶ ! ସବତ୍ର ସବୁଜିମା…

ଶ୍ରୀଗଣେଶ

~ କଳିଙ୍ଗ ସ୍ଥାପତ୍ୟରେ ଶ୍ରୀଗଣେଶ ~ ଲେଖା: ଶ୍ରୀକାନ୍ତ ସିଂହ ‘ଯୋଗେଣ ଯୋଗେଶ୍ଵର ସଦାନନ୍ଦର ତନୟେ, ମନ ଚଇତନ ୟେକତ୍ଵ କଲୁ ଅଜପା ଯୋଗ ଲୟେ । ବିସ୍ତାର ଉଦରେ ଯାହାର ଗ୍ୟାନ ସଚ୍ଚା, ପୃଥୁଳ ଶରୀର ନାଥ ଅଭୟେ କାଳ ବଞ୍ଚା । ଶିଖିପୃଚ୍ଛ ମଉଳି ବତିଶ ଗୁଣେ କଳା, ଭର ହରଷ ନାଥ…

ଅଜୈକପାଦ ମନ୍ଦିର

ଲେଖା: ଶ୍ରୀକାନ୍ତ ସିଂହ ~ ଅଜୈକପାଦ ମନ୍ଦିର ~ ଅଳକା ନଦୀ, ଦିନ ଥିଲା ମହାନଦୀର ଏହି ଶାଖା ନଦୀରେ ବର୍ଷ ତମାମ ଜଳ ପ୍ରବାହିତ ହେଉଥିଲା l ମାତ୍ର ଚିରସ୍ରୋତା ଅଳକାର ଧାରା ଆଜି ସଂକୁଚିତ ଓ ପ୍ରାୟତଃ ଶୁଷ୍କ l ଏପରିକି କେତେକ ସ୍ଥାନରେ ପ୍ରାଚୀ ନଦୀ ଭଳି ଏହା ଅଦୃଶ୍ୟ l…

ବଣିବକ୍ରେଶ୍ୱର ମନ୍ଦିର

ଲେଖା: ତ୍ରିଲୋଚନ ସ୍ୱାଇଁ ~ ବଣିବକ୍ରେଶ୍ୱର ମନ୍ଦିର ~ ଅନନ୍ତ ଓ ଅସୁମାରୀ କୀର୍ତ୍ତିରାଜିରେ ଭରା ଆମ ଏ ଓଡ଼ିଶା ଭୂଖଣ୍ଡ l ହିରଣ୍ୟଗର୍ଭା ଆମ ଏ ପବିତ୍ର ମାଟିର କୋଣାନୁକୋଣରେ କେତେ ଯେ ଦେଉଳ, କେତେ ମଠ ଓ ମନ୍ଦିର l ଧର୍ମ, ସାହିତ୍ୟ, ସଂସ୍କୃତି, ନୃତ୍ୟ ଓ ସଂଗୀତ କେତେ ଯେ ଉତ୍କୃଷ୍ଟ…

କଳାହାଣ୍ଡି

ଲେଖା: ଦେଵ ତ୍ରିପାଠୀ ~ କଳାହାଣ୍ଡି ~ ପ୍ରତି ମଣିଷର ଶୈଶବର ସ୍ମୃତିରେ ବିଜଡ଼ିତ କେତେ ରାଜା ଓ ରାଣୀଙ୍କ ଗାଥା ! ଇତିହାସ ପୃଷ୍ଠାରେ ହିଁ ରହିଯାଇଛି କେତେ କେତେ ସମ୍ରାଟ ଓ ସାମ୍ରାଜ୍ୟର କଥା ! ମ୍ଳାନ ଗୋଧୂଳିର ଅପରାହ୍ଣ ପରି କ୍ଷୀଣ, ଅତୀତର ସେହି ସମୟ ! ଜରାଜୀର୍ଣ୍ଣ ପଞ୍ଜୁରୀ ପରି…

ପୂର୍ଣ୍ଣେଶ୍ୱର ମହାଦେବ ମନ୍ଦିର

ଲେଖା: ଶ୍ରୀକାନ୍ତ ସିଂହ ପୂର୍ଣ୍ଣେଶ୍ୱର ମହାଦେବ ମନ୍ଦିର ଆମ ରାଜ୍ୟର ଆଉ ଏକ ଅନାଲୋଚିତ ଐତିହାସିକ କୀର୍ତ୍ତିରାଜି l ପୁରୀ ଜିଲ୍ଲା ନିମାପଡ଼ାର ଭିଲିଦେଉଳି ଗ୍ରାମରେ ଥିବା ପ୍ରାଚୀନ ଶୈବପୀଠ ପୂର୍ଣ୍ଣେଶ୍ୱର ମହାଦେବ ମନ୍ଦିର l କୁଶଭଦ୍ରା ନଦୀ ଉପତ୍ୟକlରେ ସବୁଜିମାଭରା ଗାଁ ଭିଲିଦେଉଳିର ଶେଷ ପ୍ରାନ୍ତରେ ଏହି ପ୍ରାଚୀନ ମନ୍ଦିରଟି ସଗର୍ବେ ଦଣ୍ଡାୟମାନ l…

କେନ୍ଦୁଝର

ଉପସ୍ଥାପନା: ଦେଵ ତ୍ରିପାଠୀ ରତ୍ନଗର୍ଭା କେନ୍ଦୁଝର ଜିଲ୍ଲା ! ଓଡ଼ିଶା ମାଟିରେ ପ୍ରଗତିର ବାଟ ଦେଖାଇଛି ଏଇ ଜିଲ୍ଲା ! ଅସୁମାରୀ ପ୍ରାକୃତିକ ସମ୍ପଦରେ ମଣ୍ଡିତ ଏ ଜିଲ୍ଲା ପରିପୁଷ୍ଟ ଦୁର୍ଲ୍ଲଭ କୀର୍ତ୍ତିରାଜି, ଅପୂର୍ବ ପର୍ଯ୍ୟଟନ ସ୍ଥଳୀ, ଆଦିମ ଜନଜାତି ସଂସ୍କୃତି,  ପାବନକ୍ଷେତ୍ର, ବର୍ଣ୍ଣମୟ ସାଂସ୍କୃତିକ ବିଭବରେ ! ଅନନ୍ୟ କେନ୍ଦୁଝର ଜିଲ୍ଲା ଓଡ଼ିଶା ଆଉ…

ଗଙ୍ଗେଶ୍ୱରୀ ମନ୍ଦିର

ଲେଖା: ଦେଵ ତ୍ରିପାଠୀ   ଗୋପଠାରୁ ମାତ୍ର ୩କି.ମି ଦୂରର ବୟାଳିଶବାଟି ଗ୍ରାମ । ସେ ଗ୍ରାମରେ ଅବସ୍ଥିତ ମହାର୍ଘ କାରୁକାର୍ଯ୍ୟରେ ଭରା ଏକ ଭବ୍ୟ ଅଥଚ ଅବହେଳିତ, ଅପାଙ୍କ୍ତେୟ ମନ୍ଦିର ! ପ୍ରାଚୀନଦୀ ଅବବାହିକାରେ ଏହି ସୁନ୍ଦର ମନ୍ଦିରଟି ତତ୍କାଳୀନ ଗଙ୍ଗବଂଶୀ ରାଜାମହାରାଜାଙ୍କ (ଚୋଡ଼ଗଙ୍ଗ, ଲାଙ୍ଗୁଳା ନରସିଂହ ଦେବ ଇତ୍ୟାଦି) ଇଷ୍ଟଦେବୀ ମା’ ଗଙ୍ଗେଶ୍ୱରୀଙ୍କ…