Search Results for ପ୍ୟାରୀମୋହନ ଏକାଡେମୀ

ପ୍ୟାରୀମୋହନ ଏକାଡେମୀ

ଲେଖା: ଦେଵ ତ୍ରିପାଠୀ “ଉଠ, ଉଠ, ଉଠ ! ପରିହରି ମୋହ ନିଦ୍ରା ଆସ କରି ରଣ ଉତ୍କଳ ତିମିର ସଙ୍ଗେ ହୋଇ ସ୍ଥିର ମନ ।” ଏ ଥିଲା ଏକ ବଜ୍ରନିର୍ଘୋଷ ଜଣେ ୧୯- ବର୍ଷୀୟ ତରୁଣର ! ଅନ୍ୟାୟ ବିରୁଦ୍ଧରେ! ଅସତ୍ୟ ବିରୁଦ୍ଧରେ ! ଅତ୍ୟାଚାରୀ ବ୍ରିଟିଶ ସରକାର ବିରୁଦ୍ଧରେ ! ଭ୍ରଷ୍ଟାଚାରୀ…

ପ୍ୟାରୀମୋହନ ଆଚାର୍ଯ୍ୟ

ଲେଖା: ଅମ୍ବିକା ପଟ୍ଟନାୟକ ~ ପ୍ୟାରୀମୋହନ ଆଚାର୍ଯ୍ୟ ~ “ରଥେ, ଯେଉଁ କାର୍ଯ୍ୟରେ ପ୍ରବୃତ୍ତ ହୋଇଅଛ, ସେଥିରେ ସାବଧାନ ପୂର୍ବକ କାର୍ଯ୍ୟ କରିବ l ସାକ୍ଷୀମାନେ ଯେମନ୍ତ ଯଥାର୍ଥ ବର୍ଣ୍ଣନା କରନ୍ତି, ସେଥିପ୍ରତି ଚେଷ୍ଟାର ତ୍ରୁଟି କରିବ ନାହିଁ l ସାକ୍ଷୀମାନେ ସତ କହିବେ କି ନାହିଁ ବଡ଼ ସନ୍ଦେହର ବିଷୟ l କମିଶନର ସାହେବଯେ…

ପ୍ୟାରୀମୋହନ ଆଚାର୍ଯ୍ୟ

ଲେଖା: ନିରଞ୍ଜନ ସାହୁ (ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ ସ୍ଵରୋତ୍ତଳନ କରୁଥିବା ଜଣେ ଯୁବକକୁ ପ୍ରଲୋଭନ ଦେଖାଇ ସେଦିନର ଇଂରେଜ ସରକାର ଡେପୁଟି ମାଜିଷ୍ଟ୍ରେଟ ଚାକିରୀ ପାଇଁ ମନୋନୀତ କରିଥିଲେ । ସେହି ଯୁବକର ଉତ୍ତର ଥିଲା, “ମୋତେ ଯଦି ବଡ଼ଲାଟ୍ କରାଯାଏ, ତାକୁ ମଧ୍ୟ ଗ୍ରହଣ କରିବାକୁ ମୁଁ ପ୍ରସ୍ତୁତ ନୁହେଁ ।” ଏହା ଥିଲା…

ମୃତ୍ୟୁଞ୍ଜୟ ରଥ 

~ ମୃତ୍ୟୁଞ୍ଜୟ ରଥ ~ ଲେଖା: ଅମୃତେଶ ଖଟୁଆ ~ କାବ୍ୟତୀର୍ଥ ବାଣୀଭୂଷଣ : ମୃତ୍ୟୁଞ୍ଜୟ ରଥ ~ କରିଛ ତୁମ୍ଭେ ନବ ସ୍ବର୍ଗ-ପ୍ରବାସ,  ଅନୁସରନ୍ତି ସୁଖେ ଅଛି କି ଆଶ ! ମାତ୍ର ଏ ଜନେ ସିନା ଭୁଞ୍ଜିବେ ଦୁଃଖ, ତୁମ୍ଭ ଆୟତ୍ତ ଯେଣୁ ସବୁରି ସୁଖ।” (କୁମ୍ଭାରସମ୍ଭବମ୍, ଚତୁର୍ଥ ସର୍ଗ : ଅନୂଦିତ…

ଐତିହାସିକ ପ୍ୟାରୀମୋହନ ଆଚାର୍ଯ୍ୟ

ଲେଖା: ଦେଵ ତ୍ରିପାଠୀ ଉତ୍କଳକୁ ସେ ଆପଣାର ମାତୃଭୂମି ଜ୍ଞାନ କରି ପୂଜା କରୁଥିଲେ, ପ୍ରାଣଠୁ ବଳି ଭଲ ପାଉଥିଲେ । ଉତ୍କଳରେ ଇତିହାସର ଅଭାବ ଦେଖି ସେ ବହୁଗ୍ରନ୍ଥ, ପୁରାତନ ରାଜକୀୟ ନଥି ଓ ମାଦଳା ପାଞ୍ଜି ଆଦି ଗବେଷଣା କରି ଗୋଟିଏ ଓଡ଼ିଆ ଇତିହାସ ସଂକଳନ କରିଥିଲେ । ଓଡ଼ିଶା ପ୍ରତି ତାଙ୍କର…

ଔପନ୍ୟାସିକ କାହ୍ନୁଚରଣ ମହାନ୍ତି

ଔପନ୍ୟାସିକ କାହ୍ନୁଚରଣ ମହାନ୍ତି ଉପସ୍ଥାପନା: ଅନିଲ କୁମାର ପାଣିଗ୍ରାହୀ ଆବିର୍ଭାବ: ୧୧ ଅଗଷ୍ଟ ୧୯ଠ୬ ତିରୋଧାନ: ୬ ଏପ୍ରିଲ ୧୯୯୪ ସାଲ ୧୯୧୫, ୯ ବର୍ଷର ବାଳକଟିଏ ତତ୍କାଳୀନ ସୋନପୁର ଇଷ୍ଟେଟ (ଗଡଜାତ ବା ଜମିଦାରୀ)କୁ ଉଚ୍ଚ ଶିକ୍ଷା ପାଇଁ ତାର ବଡଭାଇଙ୍କ ସହ ଯାଇଥାଏ I ବାପା ତାର ପୂର୍ତ୍ତ ବିଭାଗ ଓଭରସିଅର ଭାବେ…

କେଦାରନାଥ ମହାପାତ୍ର

ଲେଖା: ନିରଞ୍ଜନ ସାହୁ କଥାରେ ଅଛି, “ଆଳୁ ଖୋଳୁ ଖୋଳୁ ମହାଦେବ !” ମନରେ ଆଶା ବାନ୍ଧିଥିବା ଗୋଟିଏ କ୍ଷୁଦ୍ରାତିକ୍ଷୁଦ୍ର ବସ୍ତୁ ପାଇଁ ଶ୍ରମ କରିବା ବେଳକୁ ତା’ଠାରୁ ଅନେକ କିଛି ଅଧିକ ମିଳିଗଲେ ଆଶା ଆଉଟିକେ ବଢ଼େ, ସମ୍ଭାବନା ଦୁଇ ଗୁଣ ହୋଇଯାଏ ଏବଂ ମହାନନ୍ଦ ଭରିଯାଏ ମନରେ । ଏବେ ଟିକେ ଆସନ୍ତୁ…

ରାଜକୃଷ୍ଣ ବୋଷ

ଲେଖା: ନିରଞ୍ଜନ ସାହୁ ଗାନ୍ଧୀବାଦୀ ନେତା, ପରୋପକାରୀ, ଦେଶପ୍ରେମୀ, ଓଡ଼ିଶାର ଉନ୍ନତି ପାଇଁ ସତତ ଚେଷ୍ଟିତ ନେତା, ଓଜସ୍ଵିନୀ ଜ୍ୱାଳାମୁଖୀ ବକ୍ତା, ଦୁସ୍ଥ ଆର୍ତ୍ତଜନତାର ସେବକ, ସାହସୀ, ଖାଣ୍ଟି ଓଡ଼ିଆ, ଓଡ଼ିଶାର ପ୍ରଥମ ରାଜନୈତିକ ବନ୍ଦୀ ରାଜକୃଷ୍ଣ ବୋଷ । ୧୯୨୧ ମସିହା ଜାନୁଆରୀ ମାସ ୨୪ ତାରିଖ। କଟକର କାଠଯୋଡ଼ି ବାଲିରେ ସ୍ଵାଧୀନତା ପାଇଁ…

କିଶୋରୀ ଚରଣ ଦାସ

~ କିଶୋରୀ ଚରଣ ଦାସ ~ ଲେଖା: ଅମୃତେଶ ଖଟୁଆ “କଥା, ଲୁହ ଓ ହସର ଭାଷା ତଳେ ଯେଉଁ ଅଦୃଶ୍ୟ ଚେତନ ଗୋବର ଗଦା ରହିଛି ତା’ର ସନ୍ଧାନ ପାଇଛ ? ସେଥିରୁ କେତେବେଳେ କେତେ ରକମର ବାଷ୍ପ ବାହାରେ ତା’ର ହିସାବ ରଖିଛ ? ପାରିବ ନାହିଁ। ତୁମ ଗୋବର ଗଦା ତା’…

ଜାତୀୟକବି

ଲେଖା: ଶିବାଶିଷ ମହାପାତ୍ର “ତୁମେ କେତେଜଣ ଜୀବନକୁ ପାଣି ଛଡାଇ ନଦେଲେ ଚଳିବ କି ? ଦଧିଚିର ହାଡ଼ ଉଜାଡ଼ି ନ ଦେଲେ ଏ ଜାତିର ଭାଗ୍ୟ ଫେରିବ କି ?” ଆଜ୍ଞା ହଁ, ଏଇଟା ଏକ ପ୍ରଶ୍ନ ନୁହଁ ବରଂ ଏକ ଜାତୀୟତାବାଦୀ କବିତାର ଅଂଶ ବିଶେଷ । ଏହି କବିତା ଲେଖିଥିବା କବିଙ୍କୁ…