Physical Address
Sai Samarpanam, Satya Vihar, Bhubaneswar

ଲେଖା: ଶିଶିର ସାହୁ ମନୋଜ ଶିକ୍ଷିତ ଓଡ଼ିଆ ଲୋକଙ୍କ ମଧ୍ୟରେ ସଂଧ୍ୟା ଓ ସନ୍ଧ୍ୟା ମଧ୍ୟରେ କେଉଁଟି ଶୁଦ୍ଧ ଓ ସଠିକ ବୋଲି ବହୁ ଦିନ ହେବ ଏକ ଅନ୍ତହୀନ ତର୍କ ଵିତର୍କ ଲାଗିରହିଛି ! ଓଡ଼ିଆ ଲୋକେ ସାଧାରଣତଃ ସନ୍ଧ୍ୟା ଉଚ୍ଚାରଣ ଅନୁସାରେ ଲେଖିଥାନ୍ତି, ପୁଣି ବହୁ ଆଧୁନିକ ଭାଷାବିତ ମଧ୍ଯ ଏହାକୁ ଵ୍ୟାକରଣସିଦ୍ଧ…

ଲେଖା: ଶିଶିର ସାହୁ ମନୋଜ ସମାଜରେ ଏମିତି ବହୁତ ଲୋକ ଅଛନ୍ତି ଯୋଉମାନଙ୍କ କାମ କମ୍ ଖଥା ବେଶୀ ! ଯେତେବେଳେ କାମ କମ୍ ହୋଇଯାଏ ସେତେବେଳେ ସ୍ଵକୃତ୍ୟ ଛୋଟ କାର୍ଯ୍ୟକୁ ବଡ଼ କରି ଦେଖେଇବା ତଥା ତହିଁରୁ ମାନସିକ ଶାନ୍ତି ପାଇବା ହେତୁରୁ ବହୁତ ଶ୍ରମ କରିବାକୁ ଯାଇ କେତେ ଯେ ସତ ମିଛ…

ଲେଖା: ଶିଶିର ସାହୁ ମନୋଜ ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଶାସ୍ତ୍ରୀୟ ଶବ୍ଦଟି ଏକ ସଂସ୍କୃତ ଵିଶେଷଣ ବୋଲି ଉଲ୍ଲେଖ ଅଛି ଯାହାର ଅର୍ଥ ‘ଶାସ୍ତ୍ର ସମ୍ବନ୍ଧୀ’ କୁହାଯାଇଛି । ‘ଶାସ୍ତ୍ର’ ଶବ୍ଦରେ ‘ଈୟ’ ପ୍ରତ୍ୟୟ ଲଗେଇ ଶବ୍ଦଟି ଗଢ଼ାଯାଇଛି । ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଶାସ୍ତ୍ର ଶବ୍ଦର ନିମ୍ନୋକ୍ତ ଅର୍ଥ ଲେଖାଅଛି: ୧. (ଶାସ୍ ଧାତୁ=ଶାସନ କରିବା+କରଣ ତ୍ର)—ବେଦ…

ଲେଖା: ଶିଶିର ସାହୁ ମନୋଜ ଭାଷାର ନିଜସ୍ଵ ଅଵ୍ଯୟ, ପ୍ରତ୍ୟୟ, ସର୍ଵନାମ, କ୍ରିୟା ଓ କ୍ରିୟା ଵିଶେଷଣ ଆଦି ଯଦି ଅନ୍ଯ ଭାଷା ଦ୍ଵାରା ପ୍ରଭାଵିତ ହୋଇ ମରିଵାକୁ ଲାଗେ ତେଵେ ବୁଝିଯିଵାକୁ ହେଵ ଯେ ଉକ୍ତ ଭାଷାର ଦୁର୍ଦ୍ଦିନ ଆସିଗଲାଣି । ତେଵେ ଓଡ଼ିଆ ଭାଷାରେ ମଧ୍ୟ ଏହି ଶ୍ରେଣୀୟ ଶବ୍ଦ ଅଵ୍ଯଵହୃତ ହୋଇଯାଇଛି କି…

ଲେଖା: ଶିଶିର ସାହୁ ମନୋଜ Jasminum multiflorumକୁ ଓଡ଼ିଆ, ବଙ୍ଗାଳି ତଥା ସଂସ୍କୃତରେ କୁନ୍ଦ ଫୁଲ କୁହାଯାଏ । *ସଂସ୍କୃତ କୁନ୍ଦ ଶବ୍ଦର ନୈରୁକ୍ତି: କୁ=ଭୂମି + ଉନ୍ଦ୍ ଧାତୁ = ଓଦାକରିବା + କର୍ତ୍ତୃ. ଅ => କୁନ୍ଦ ମଲ୍ଲିଫୁଲ ଜାତୀୟ ଏହି ଗଛଟି Oleaceae ପାଦପ ପରିବାର ଅନ୍ତର୍ଗତ ଅଟେ । ସାଧାରଣତଃ…

ଲେଖା: ଶିଶିର ସାହୁ ମନୋଜ ପ୍ରାୟତଃ ଓଡ଼ିଆ ଲୋକଙ୍କ ମନରେ ଏହି ଦ୍ଵନ୍ଦ ରହୁଥିବା ଦେଖାଯାଏ ଯେ, ‛ମଧ୍ଯ’ ଓ ‛ମଧ୍ୟ’ ସମାନ କି ନା ଭିନ୍ନ ଅର୍ଥବୋଧକ ଅଟେ ? ଏ ଉଭୟ ଶବ୍ଦ ମଧ୍ୟରେ କିଛି ପ୍ରଭେଦ, ପାର୍ଥକ୍ୟ ରହିଛି କି ? କହିଲା ଵେଳେ ତ ‛ମଧ୍ୟ’ ଓ ‛ମଧ୍ଯ’ ଭିତରେ ସେମିତି…

ଲେଖା: ଶିଶିର ସାହୁ ମନୋଜ ଵି ଅଵ୍ୟୟ ପରସ୍ପର ଅର୍ଥରେ ‘ଵହ୍’ ଧାତୁ ଶବ୍ଦ ସହ ଯୁକ୍ତ ହୋଇ ‘ଵିଵାହ’ ହେଲା । ✔ଵି+ଵହ୍ ଧାତୁ+ଭାବ. ଅ➡ଵିଵାହ ଵହ୍ ଧାତୁର ଅନେକ ଅର୍ଥରେ ଵ୍ୟଵହାର ଅଛି ! ୧. ଵହନ କରିବା ୨. ଵହିବା―(ପ୍ରବାହିତ ହେବା) ୩. ଚଳାଇବା ୪. ବାଟ କଢା଼ଇ ନେବା ୫.…

ଲେଖା: ଶିଶିର ସାହୁ ମନୋଜ ମୁଣ୍ଡିଆଳ ଶବ୍ଦଟି ପୂର୍ଵ ଓଡ଼ିଶାରେ ଵିଶେଷତଃ ଅଵିଭକ୍ତ କଟକ ଅଞ୍ଚଳରେ ଵ୍ଯଵହୃତ ହୋଇଥାଏ । ସମାଜରେ ଯିଏ ନେତୃସ୍ଥାନୀୟ ଲୋକ ଏଵଂ ଯାହାଙ୍କୁ ସମାଜ ମଧ୍ୟରେ ଶ୍ରେଷ୍ଠ ଵିଚାର କରାଯାଏ ତାଙ୍କୁ ମୁଣ୍ଡିଆଳ କୁହାଯାଏ । ଆଗେ ଗାଁର ମୁଖିଆମାନେ ଶ୍ରେଷ୍ଠ ଵିଵେଚିତ ହୋଇଥିଲେ ହିଁ ଗ୍ରାମର ନେତୃତ୍ୱ ନେଇପାରୁଥିଲେ…

ଲେଖା: ଶିଶିର ସାହୁ ମନୋଜ ମୁକାଵିଲା ଶବ୍ଦଟି ଅଧୁନା ଵିଶେଷତଃ competition ଅର୍ଥରେ ଵ୍ୟଵହାର ହେଉଛି । ତେବେ ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଏହାର ଥିଵା ଅର୍ଥ ହେଲା: ୧● ସମ୍ମୁଖବର୍ତ୍ତିତା; ଉପସ୍ଥିତ【Presence】 ୨● ପ୍ରତ୍ଯକ୍ଷ କରିବା; ମୁଆଜା【Confronting】 ୩● ତୁଳନା【Comparison; comparing】 (ହିନ୍ଦୀଭାଷୀ ଦୁଇ ଵା ତହୁଁ ଅଧିକ ଦ୍ରଵ୍ୟ ଵା ଜୀଵ ମଧ୍ୟରେ ତୁଳନା…

ଲେଖା: ଶିଶିର ସାହୁ ମନୋଜ ଠିକ୍ ଓ ଠିକ ଉଭୟ ଦେଶଜ ଶବ୍ଦ ଏବଂ ଏ ଉଭୟର ଵ୍ୟଵହାର ଓଡ଼ିଆ ତଥା ହିନ୍ଦୀ ଆଦି ଅନ୍ୟ ଭାରତୀୟ ଭାଷାରେ ଊଣା ଅଧିକେ ରହିଛି ! ଓଡ଼ିଆ ଭାଷାରେ ମୌଳିକ ଅକାରାନ୍ତ ଉଚ୍ଚାରଣ ଵିଧି ଥିବାରୁ ଠିକ୍ ଓ ଠିକ ଏ ଉଭୟ ଶବ୍ଦ ସହଜରେ ବାରି…