Search Results for ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ

ଓଡ଼ିଆ ଵର୍ଣ୍ଣମାଳାରେ ଅକ୍ଷର ସଂଖ୍ୟା

ଉପସ୍ଥାପନା: ଶିଶିର ସାହୁ ମନୋଜ ଗୋଟାଏ ମହତ୍ତ୍ୱପୂର୍ଣ୍ଣ ପ୍ରଶ୍ନକୁ ନେଇ ଓଡ଼ିଶାର ବୁଦ୍ଧିଜୀଵୀ ମହଲରେ ବାରମ୍ବାର ଆଲୋଚନା ପର୍ଯ୍ୟାଲୋଚନା ଚାଲୁଥାଏ ।   ତାହା ହେଲା ! “ଓଡ଼ିଆ ଵର୍ଣ୍ଣମାଳାରେ ଅକ୍ଷର ସଂଖ୍ୟା କେତେ ? କେତୋଟି ମାତ୍ରା ଵା କାର ଓ କେତେଗୋଟି ଫଳା ରହିଛି ?” ଏ ଵିଷୟରେ ଏକ ଗବେଷଣାଲବ୍ଧ ତଥ୍ୟ ଏଠାରେ…

ଘୁଡ଼ୁକି

ଗବେଷଣା ଓ ଉପସ୍ଥାପନା: ଡ. ବାୟାମନୁ ଚର୍ଚି ଘୁଡ଼ୁକି ଏକ ବାଦ୍ୟ । ପତର ସଉରା ଓ କେଳା ସମ୍ପ୍ରଦାୟର ଲୋକେ ପୂର୍ବେ ଏକ ବାଦ୍ୟଯନ୍ତ୍ରକୁ ବ୍ୟବହାର କରି, ଗୀତ ଗାଇ ଗାଇ, ଗାଁ ଗାଁ ବୁଲି ବୁଲି ଭିକ୍ଷା କରୁଥିଲେ । ଏହି ଘୁଡ଼ୁକି ବଜାଇଲେ ଘୁ.ଡୁ. . . ଘୁଡୁ ଶବ୍ଦ ସୃଷ୍ଟି…

ଗୋପାଳଚନ୍ଦ୍ର ପ୍ରହରାଜ

ଲେଖା: ଅମ୍ବିକା ପଟ୍ଟନାୟକ ~ ଗୋପାଳ ଚନ୍ଦ୍ର ପ୍ରହରାଜ ~ ୧. ନେତାମାନେ ଓଡିଶା ମାତାକୁ କେତେବେଳେ ପାଟପତନୀ, କେତେବେଳେ ପିଚାପାଡ଼ିଆ ଶାଢ଼ୀ, କେତେ ବେଳେ କେଳୁଣୀ କଛା, କେତେବେଳେ ଗାଉନ, କେତେ ବେଳେ ବାହୁ ଖଡ଼ୁ, କେତେବେଳେ ବ୍ରାସଲେଟ ଏବଂ କେତେ ବେଳେ ଯାହା ମନ ତାହା ପିନ୍ଧେଇ ମଞ୍ଚ ଉପରେ ତାମସା କରନ୍ତି…

ଖମଖମାଲୋ

ଲେଖା: ଶିଶିର ସାହୁ ମନୋଜ ପଶ୍ଚିମ ଓଡ଼ିଶାର ଲୁପ୍ତ ଖେଳ ଖମଖମାଲୋ ! ଗଡ଼ଜାତ ଓଡ଼ିଶାରେ ପୂର୍ଵେ ‘ଖମଖମାଲୋ’ ବୋଲି ଏକ ଖେଳ ଖେଳାଯାଉଥିଲା । ସାଧାରଣତଃ ଏହା ପିଲାମାନଙ୍କର ଖେଳ ଏଵଂ ଖମ୍ବ ଵା ଖୁମ୍ବ ଏ ଖେଳର ଏକ ମହତ୍ତ୍ୱପୂର୍ଣ୍ଣ ଅଂଶ ହୋଇଥିଵାରୁ ଏହାର ନାମ ଖମଖମାଲୋ ରଖାଯାଇଥିଲା । ଏ ଖେଳର…

ମହାବିଷୁବ ସଂକ୍ରାନ୍ତି

ଲେଖା: ଅରବିନ୍ଦ ମହାନ୍ତି ବର୍ଷର ପ୍ରଥମ ମାସ ବୈଶାଖ। ଏହା ଗ୍ରୀଷ୍ମ ଋତୁର ପ୍ରାରମ୍ଭ ମାସ ଅଟେ। ଚୈତ୍ର ପୂର୍ଣ୍ଣିମା ପରଠାରୁ ଏହା ଆରମ୍ଭ ହୋଇଥାଏ ଓ ଶେଷ ହୁଏ ଚନ୍ଦନ ପୂର୍ଣ୍ଣିମା ବା ବୈଶାଖ ପୂର୍ଣ୍ଣିମାରେ। ସନାତନ ଧର୍ମରେ ପ୍ରଚଳିତ ଚାରି ଗୋଟି ପବିତ୍ର ମାସ (ଆଷାଢ, କାର୍ତ୍ତିକ, ମାଘ, ବୈଶାଖ) ମଧ୍ୟରୁ ମଧ୍ୟ…

ପ୍ରଥମ ଭାଷାତତ୍ତ୍ୱ

ଲେଖା: ଦେଵ ତ୍ରିପାଠୀ ଆମେ ସାଧାରଣତଃ ଗୋପାଳଚନ୍ଦ୍ର ପ୍ରହରାଜଙ୍କ ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷକୁ ଓଡ଼ିଆ ଭାଷାର ସର୍ବପ୍ରଥମ ସମ୍ପୂର୍ଣ୍ଣ ଭାଷାକୋଷ ଭାବରେ ଜାଣୁ । କିନ୍ତୁ, ବାସ୍ତବରେ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ପ୍ରକାଶ ହେବାର ପ୍ରାୟ ୧୫ ବର୍ଷ ପୂର୍ବରୁ ହିଁ ପ୍ରକାଶ ପାଇଥିଲା ଶବ୍ଦ ତତ୍ତ୍ଵବୋଧ ଭାଷାକୋଷ । ଅଧ୍ୟାପକ ପଣ୍ଡିତ ଗୋପୀନାଥ ନନ୍ଦଶର୍ମାଙ୍କ ଦୀର୍ଘ…

ଅରଣା ମଇଁଷି ରହିଛି ଅନାଇ

‘ଅରଣା ମଇଁଷି ରହିଛି ଅନାଇ, ମଇଁଷିର ପାଖେ ନଯାଅ ଦନାଇ’ ପଦର ଲୌକିକ ଓ ତାତ୍ତ୍ଵିକ ଵ୍ୟାଖ୍ୟା ଗବେଷଣା ଓ ଉପସ୍ଥାପନା: ଶିଶିର ମନୋଜ ସାହୁ ଓଡ଼ିଆ ଶିଶୁ ସାହିତ୍ୟ ତଥା ପ୍ରାଥମିକ ଶିକ୍ଷାର ସବୁଠାରୁ ଆଦ୍ୟ ଓ ପ୍ରଭାଵଶାଳୀ ପୁସ୍ତକ ହେଉଛି ଭକ୍ତକଵି ମଧୁସୂଦନ ରାଓଙ୍କ ଦ୍ୱାରା ରଚିତ ‘ଵର୍ଣ୍ଣବୋଧ’। ଏହି କାଳଜୟୀ ଶିଶୁ-ଶିକ୍ଷା…

ହୋଲି

~ ହୋଲି ~ ଲେଖା: ରୁପେଶ୍ୱର କୁମ୍ଭାର ପ୍ରାଚୀନ କାଳରୁ ଭାରତରେ ହୋଲି ପର୍ବ ସବୁବର୍ଗର ଲୋକୋମନେ ପାଳନ କରିଆସୁଛନ୍ତି । ଏହି ପର୍ବରେ ଅନେକ ପ୍ରକାରର ରଙ୍ଗକୁ ନେଇ ଜାତି, ଧର୍ମ, ସବୁ ଭୁଲି ଆମେ ସମସ୍ତେ ଏହି ପର୍ବକୁ ପାଳନ କରିଥାଉ, ସମସ୍ତ ଶତ୍ରୁତାକୁ ଭୁଲି ଭାଇଚାରର ସମ୍ପର୍କ ଆମେ ସୃଷ୍ଟି କରିଥାଉ…

କାଇ

ଗବେଷଣା ଓ ଉପସ୍ଥାପନା: ଶିଶିର ସାହୁ ମନୋଜ ~ କାଇମାଟି, କାଇମାଟିଆ, କାଇପଡ଼ା, କାଇପଦର ଓ ପିଙ୍ଗୁଆ ଗ୍ରାମର ନାମକରଣ ପ୍ରସଙ୍ଗ ~ ଢେଙ୍କାନାଳରୁ କପିଳାସ ଆଡକୁ ଗଲାଵେଳେ ଗୋଟାଏ ସ୍ଥାନ ଆସେ କାଇମାଟି । ଏହି ଅଞ୍ଚଳଟି ଢେଙ୍କାନାଳ କପିଳାସ ସଡ଼କର ପୂର୍ଵ ପଟେ ଅଵସ୍ଥିତ । ଏହି ଅଞ୍ଚଳର ନାମକରଣ ବଡ଼ କୌତୁହଳପ୍ରଦ…

ବଣିଆପଡ଼ାର ଧୀରସାମନ୍ତ

ଗବେଷଣା ଓ ଉପସ୍ଥାପନା: ଶିଶିର ସାହୁ ମନୋଜ ~ ଢେଙ୍କାନାଳର କଥା: ବଣିଆପଡ଼ାର ଧୀରସାମନ୍ତ ~ ଢେଙ୍କାନାଳରେ କରମୂଳ ଅଞ୍ଚଳରେ “ଦା” ଯୁକ୍ତ ଛଅଗୋଟି ଗାଆଁ ରହିଛି । ସେଗୁଡି଼କ ହେଲା, ଏଣଦା, କୁଶିଦା, ବରଦା, ଝାରଦା, ଆଙ୍କୁର୍ଦା ଓ କୋକୀଦା । ଢେଙ୍କାନାଳ ନିଵାସୀ ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର ତାଙ୍କ “ଢେଙ୍କାନାଳର ଐତିହ୍ୟ ଓ ସସ୍କୃତି”…