Search Results for ପଣ୍ଡିତ ଗୋଦାବରୀଶ

କାଳୀଜାଇ: ଇପ୍ସିତ ଝଡ଼ର ଦେବୀ

ରଚନା: ଡ. ସନତ କୁମାର ଦାସ [କାଳଜୟୀ କାଳୀଜାଇ ଗାଥା କବିତାର କବି, ସତ୍ୟବାଦୀ ବନବିଦ୍ୟାଳୟର ସାଧକ, ପୁଣ୍ୟଶ୍ଳୋକ ପଣ୍ଡିତ ଗୋଦାବରୀଶଙ୍କୁ  ଶ୍ରଦ୍ଧାଞ୍ଜଳି ବାଢ଼ିଦେଲା ବେଳେ ରସଗ୍ରାହୀ ହୃଦୟବନ୍ତମାନଙ୍କୁ ଅନୁରୋଧ, ଏ’ କାଳୀଜାଇ କବିତାର ଅନ୍ତଃସ୍ବର “କାଳୀଜାଇ: ଇପ୍ସିତ ଝଡ଼ର ଦେବୀ” ଶୁଣିବା ହେବେ । ] ~ କାଳୀଜାଇ: ଇପ୍ସିତ ଝଡ଼ର ଦେବୀ ~…

ଭାଇ

ସୌରଭିତ ସୃଷ୍ଟି: ପଣ୍ଡିତ ଗୋଦାବରୀଶ ମିଶ୍ର ପଣ୍ଡିତ ଶ୍ରୀ ଗୋଦାବରୀଶ ମିଶ୍ର, ସତ୍ୟଵାଦୀ ଵନଵିଦ୍ୟାଳୟର ଶିକ୍ଷକ ଥିଵା ସମୟରେ ଦୂର ଅଧିଵାସୀ ଏକ ଛାତ୍ରର ଅକାଳ ଵିୟୋଗରେ ଏହି କଵିତା ‘ଭାଇ’ ଲେଖାଯାଇଥିଲା । ମରଣେ ମୁଦି ସେ ନୟନଯୁଗଳ  ଅନ୍ତିମ ତଳପେ ଶୋଇଛି ଭାଇ  ସୋଦର ଵନିତା ତନୟ ସେନେହ ପରାଣୁ ନିଠୁରେ ଵିସୋରିଦେଇ…

ଅଳକାଶ୍ରମ

ଲେଖା: ଦେଵ ତ୍ରିପାଠୀ ଜଗତସିଂହପୁରର ମାଛଗାଁ ମୁଖ୍ୟ କେନାଲର ଦକ୍ଷିଣ ପାର୍ଶ୍ଵ ଓ ମୃତ ଅଳକା ନଦୀର ଉତ୍ତର ପାର୍ଶ୍ୱରେ ଥିବା ଐତିହାସିକ ସୋମନାଥ ହାଟ ନିକଟସ୍ଥ ବିସ୍ତୀର୍ଣ୍ଣ ଆମ୍ବତୋଟା। ଧୂଳିମାଟିର ସନ୍ଥ ଗୋପବନ୍ଧୁ ଚୌଧୁରୀ, ଜାତୀୟକବି ବୀରକିଶୋର, ନବକୃଷ୍ଣ ଚୌଧୁରୀ, ନିତ୍ୟାନନ୍ଦ କାନୁନଗୋ, ଭାଗିରଥ ମହାପାତ୍ର, ସରଳାଦେବୀ, ନୀଳମଣି ପ୍ରଧାନ, ପ୍ରାଣକୃଷ୍ଣ ପଢ଼ିଆରୀ, ଭିକାରୀଚରଣ…

ଆଵାହନ

ସୌରଭିତ ସୃଷ୍ଟି: ପଣ୍ଡିତ ଗୋଦାବରୀଶ ମିଶ୍ର ~ ଆଵାହନ ~ ଉଠହେ ପୁଲକେ ଉଠହେ ମାତି, କେତେ ନଵ ଆଶା ନଵୀନ ସାହସ  ନଵ ଜାଗରଣେ ଜାତିର ଭଵିଷ୍ୟ ମରମେ ମରମେ ଉଠଇ ଭାତି ।।ଘୋଷା।। ଅତୀତ ଗରଭେ ଯେତେ ଗଉରବ ଜ୍ଞାନ ବଇଭଵ ସମ୍ପଦଶିରୀ  ସେ ଵିଭବ ବାରେ ଚାହିଁ ଦେଖ ଭାଇ ଘେନ…

ଓଡ଼ିଆ ସାହିତ୍ୟର ଜ୍ଞାନସିଦ୍ଧ ଭୀଷ୍ମ ପିତାମହ ସେନାପତି ଫକିରମୋହନ

ପତ୍ର ପାଇବା ଓ ଉତ୍ତର ଦେବାରେ ଦି' ପଇସା ଖର୍ଚ୍ଚ, କିନ୍ତୁ ସେଇ ଦି' ପଇସାର ମୂଲ୍ୟ ବୋଧହୁଏ ଗୋଦାବରୀଶଙ୍କ ପାଇଁ  ଥିଲା ଦୁଇ ଲକ୍ଷ ଟଙ୍କାରୁ ଅଧିକ i କାରଣ ଫକୀରମୋହନକ ପରି ମହାସିନ୍ଧୁଙ୍କ ସଙ୍ଗେ ତାଙ୍କ ଜୀବନର କ୍ଷୁଦ୍ର ପାଣିଟୋପାଟିକୁ ନେଇ ମିଶାଇ ପାରିଥିଲା ସେଇ ପତ୍ର . .

ବାଲିଆପାଳର ଲାଲମାଟିରେ ପାନର ଇତିହାସ

କେଉଁଠି ବ୍ୟବସାୟକୁ ନେଇ, ଅବା କେଉଁଠି ପାନରସିକଙ୍କ ପାଇଁ ଅବା କେଉଁଠି ଦିଅଁଙ୍କ ନୀତି ସହ ଯୋଡ଼ି ହୋଇ ପାନର ମହନୀୟତା ପ୍ରସ୍ଫୁଟିତ ହୋଇଥିଲା; କେଉଁଠି ପାନ ବ୍ୟବସାୟୀମାନେ ଯାବତୀୟ Value Addition କରିବା ସହିତ ନିଜ ନିଜର ବଜାର ଅଂଶ ବଢାଇ ପାରିବାର ସୁଯୋଗ ପାଇଥିଲେ, ମାତ୍ର ବ୍ୟାସଭୂମି ବାଲେଶ୍ଵର ଜିଲ୍ଲାର ପାନଚାଷୀ ଲଢିଚାଲିଥିଲେ ସଂଗ୍ରାମ, ନିଜ ପାନବରଜ ସୁରକ୍ଷା ପାଇଁ, ପାନ ଓ ବରଜକୁ ନେଇ ଯେଉଁ ଆବେଗରେ ବାନ୍ଧି ହୋଇଯାଇଥିଲେ, ସେଇ ଆବେଗଟିକକକୁ ଆବୋରି ଧରି କେତେ ସଂଘର୍ଷ କରିନାହାଁନ୍ତି ସେମାନେ . .

ସଦାଶିବ ମିଶ୍ର

~ ସଦାଶିବ ମିଶ୍ର ~ ଲେଖା: ଅମୃତେଶ ଖଟୁଆ ଓଡ଼ିଶାର ମାଟି ସବୁବେଳେ ବପୁସ୍ଫୀତ କରି ଆଜି ନାନାବିଧ ଦୁର୍ବିପାକ ଓ ନିଷ୍ପେସନ ସତ୍ତ୍ଵେ ବୀରପୁତ୍ରମାନଙ୍କ ପାଇଁ ନିର୍ଭୀତା ହୋଇ ଦଣ୍ଡାୟମାନ ସମଗ୍ର ବିଶ୍ଵାୟିତ ମଞ୍ଚାସନରେ। କେବଳ ଯେ ମହାଭାରତୀୟ ସ୍ରୋତରେ ଏହାର ପ୍ରବାହ ବାରିତ, ବରଞ୍ଚ ବିଶ୍ଵକ୍ଷେତ୍ରର ପରିମିତ ସ୍ଥଳରେ ଏକ ଅପ୍ରତ୍ୟାଶିତ ନବଦିଗନ୍ତ…

ନିତ୍ୟାନନ୍ଦ ମହାପାତ୍ର

~ ନିତ୍ୟାନନ୍ଦ ମହାପାତ୍ର ~ ଲେଖା: ଅମୃତେଶ ଖଟୁଆ ଓଡ଼ିଶାର ସ୍ଵାଧୀନତା ସଂଗ୍ରାମ ପର୍ଯ୍ୟାୟ ସହ ଏହାର ସାମାଜିକ ଓ ସାହିତ୍ୟିକ ପଟ୍ଟଭୂମିରେ ଜଣେ ସ୍ଵତନ୍ତ୍ର ବ୍ୟକ୍ତିତ୍ଵ ଥିଲେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଜ୍ୟେଷ୍ଠପୁତ୍ର ନିତ୍ୟାନନ୍ଦ ମହାପାତ୍ର। ସାହିତ୍ୟର କର୍ଣ୍ଣଧାର ଯେ ତାଙ୍କ ଲେଖନୀ, ତାଙ୍କ ‘ହିଡ଼ମାଟି’ର ଦେହକୁ ଫୁଟାଇଥିବା କଳିକା ଯେ ତାଙ୍କ ଏକମାତ୍ର…

ସତ୍ୟବାଦୀ ବନବିଦ୍ୟାଳୟ

ଲେଖା: ଦେଵ ତ୍ରିପାଠୀ ୧୯୧୩ ମସିହା ଖରାଦିନ । ଓଡ଼ିଶା ମାଟିର ଜାତୀୟଗୌରବ ଶତାବ୍ଦୀର ସୂର୍ଯ୍ୟ କୁଳବୃଦ୍ଧ ମଧୁସୂଦନ ଦାସ ଆସି ସବୁକିଛି ବୁଲି ଦେଖୁ ଦେଖୁ ପ୍ରଶଂସା ମୁଖରିତ ହୃଦୟରେ କହିପକାଇଲେ, “ଏ ମାଟିରେ ନାଳନ୍ଦାଟିଏ ଠିଆ କରିଦେଲ ଗୋପବନ୍ଧୁ ! ଏ ବିଦ୍ୟାଳୟକୁ ତ ଇଟାପଥର କି ଟଙ୍କାରେ ଗଢିନ; ରକ୍ତ, ମାଂସ…