Physical Address
Sai Samarpanam, Satya Vihar, Bhubaneswar

ଲେଖା: ନିରଞ୍ଜନ ସାହୁ ଯାଜପୁର ମାଟି ପୌରାଣିକ ମାଟି । ଏହା ଗଦାକ୍ଷେତ୍ର । ଏହାର ଆଉ ଏକ ପରିଚିତି ହେଉଛି, ଏହା ଅବିମୁକ୍ତ କ୍ଷେତ୍ର । ଯେଉଁ କ୍ଷେତ୍ରରେ ତିନି ଦେବତା ପୂଜା ପାଆନ୍ତି (ବିଷ୍ଣୁ, ଶଙ୍କର ଓ ଶକ୍ତି), ତାହା ହିଁ ଅବିମୁକ୍ତ କ୍ଷେତ୍ର । ପୁଣି ଏ କ୍ଷେତ୍ରରେ ଦ୍ଵାଦଶ ମାଧବ…

~ ‘ଅଲାଗିପାଳି’ ଓ ମାଣବସା ଗୁରୁବାରର ‘ଧାନମାଣିକା’ ମାହାତ୍ମ୍ୟ ~ ଲେଖା: ଅମୃତେଶ ଖଟୁଆ ଉଜ୍ଜ୍ବଳ ସୁବର୍ଣ୍ଣମୟ ସୂର୍ଯ୍ୟାସ୍ତ ସହ ମାର୍ଗଶିର ମାସର ହେମନ୍ତ ଆକାଶ ସୁସଜ୍ଜିତ ହୋଇ ରହିଥାଏ ନବଶସ୍ୟର ଅମଳ ନିମନ୍ତେ । ରବି ଶସ୍ୟର ସବୁଜିମା କ୍ଷେତଗୁଡ଼ିକୁ ନିଆରା ରଙ୍ଗ ତୂଳୀରେ ବର୍ଣ୍ଣିଳ କରିସାରିଛି । ଏଥିରେ ଲକ୍ଷ୍ମୀ ଦେବୀଙ୍କର ସ୍ବର୍ଗୀୟ…

ଲେଖା: ଡ. ଜୟଶ୍ରୀ ନନ୍ଦ ~ ଗଇଁଠା ~ କଳାସାଆନ୍ତେ ଆମର ଖାଦ୍ୟପ୍ରିୟ ସଙ୍ଗୀତପ୍ରିୟ ଋତୁପ୍ରିୟ ଫୁଲପ୍ରିୟ। ବିଭିନ୍ନ ଋତୁରେ ମହାପ୍ରଭୁଙ୍କର ବିଭିନ୍ନ ପର୍ବପର୍ବାଣୀ । ଋତୁ ଅନୁସାରେ ଭିନ୍ନ ଭିନ୍ନ ଫଳ ଫୁଲ ପନିପରିବା ଆଦି ଉତ୍ପାଦନ ହୁଏ । ତେଣୁ ଶୀତ ବର୍ଷା ବସନ୍ତ ଶରତ ଭିନ୍ନ ଋତୁରେ ଯେଉଁ ପର୍ବପର୍ବାଣି ପାଳନ…

ଲେଖା: ଦେବରଞ୍ଜନ ସାମଲ ~ ରଜପର୍ବର ମାହାତ୍ମ୍ୟ ~ ଆଷାଢ଼ ମାସର ପ୍ରଥମ ବର୍ଷାର ଆଗମନରେ ମେଘ ଓ ମାଟିର ମିଳନରେ ମାଟି ମା ହୁଏ ରଜସ୍ୱଳା। ପ୍ରଜନନକ୍ଷମ ହେବାକୁ ଯାଉଥିବାରୁ ତିନି ଦିନ ବିଶ୍ରାମ ଦିଆଯାଏ ଧରିତ୍ରୀ ମା’କୁ। ରଜସ୍ୱଳା ତିନି ଦିନ ଯଥା: ୧. #ଚାଣ୍ଡାଳି, ୨. #ବ୍ରହ୍ମଘାତିନି ୩. #ରଜକୀ କୁହାଯାଏ।…

ଲେଖା: ଅମ୍ବିକା ପଟ୍ଟନାୟକ ଐତିହାସିକ ଦାଣ୍ଡିଯାତ୍ରା ଓ ଶ୍ରୀଜଗନ୍ନାଥ ମନ୍ଦିର l କିଛି ସମ୍ପର୍କ ଅଛି କି? ଟିକେ ପର୍ଯ୍ୟାଲୋଚନା ହେଉ l ମହାତ୍ମା ଗାନ୍ଧୀ ୧୮ ମାର୍ଚ୍ଚ ୧୯୩୦ରୁ ୬ ଏପ୍ରିଲ ୧୯୩୦ ଆରମ୍ଭ କରିଥିଲେ ସବରମତୀ ଆଶ୍ରମରୁ ଦାଣ୍ଡି ସମୁଦ୍ରକୂଳ, ଦୁଇଶ କୋଡିଏ କିଲୋମିଟର ଯାତ୍ରା l “ଲବଣ ସତ୍ୟାଗ୍ରହ” ନାମରେ ଖ୍ୟାତ…

ଲେଖା: ଦେଵ ତ୍ରିପାଠୀ ଦିନେ ଆହତ କ୍ରୌଞ୍ଚର ବେଦନାବିଦ୍ଧ ଦୃଶ୍ୟ ମହର୍ଷି ବାଲ୍ମିକୀଙ୍କ କଣ୍ଠରେ ଭରିଥିଲା ଆର୍ଯ୍ୟଭୂମିର ଆଦ୍ୟ କବିତା; ଶରବିଦ୍ଧ ହଂସ ଗୌତମ ବୁଦ୍ଧଙ୍କୁ କରିଥିଲା ଉତ୍ତାଳ କରୁଣାରେ ଆର୍ଦ୍ର, ନିଷ୍ଠୁର ବ୍ୟାଧର ଆଚରଣରୁ ସୃଷ୍ଟି ହେଇଥିଲା ଏ ଜାତିର ମହାକାବ୍ୟ ‘ରାମାୟଣ’ ଏବଂ ଆଉ ଜଣେ ଲଭିଥିଲେ ଆଲୋକିତ ପଥର ସନ୍ଧାନ –…

ଲେଖା: ଅରବିନ୍ଦ ମହାନ୍ତି ଚୈତ୍ର ମାସ। କେବଳ ମାସ ନୁହେଁ ଦେବୀ ଉପାସନାର ପ୍ରକୃଷ୍ଟ ସମୟ। ମହାମାୟୀଙ୍କୁ ଆବହନ କରି ସମସ୍ତ ଆପଦବିପଦରୁ ମୁକ୍ତି ପାଇଁ ସମସ୍ତେ ଚେଷ୍ଟିତ ହୋଇଥାନ୍ତି। ଦେବୀ ଉପାସନା ନିମନ୍ତେ ପ୍ରତେକ ବାର ବିଶେଷ କରି ମଙ୍ଗଳବାର ଦିନ ଦେବୀପୀଠ ମାନ ଲୋକରଣ୍ଯ ହୋଇଉଠେ। ମାନସିକଧାରୀମାନେ ନାନା ଉପାୟରେ ନାନା କାମନା…

ଲେଖା: ଦେଵ ତ୍ରିପାଠୀ ଇଏ କୋଉ ଅସିଆ କାଳର ମସିଆ କଥା । ବାହାଘର ହବ । ଗାଁ ଟା ଯାକ ଲୋକଙ୍କ ଖୁସି କାହିଁରେ କ’ଣ ! ମୁରବିମାନେ ଲାଗିପଡିଥିବେ ଯେଝା କାମରେ । ଘର ଗୋଟାକ ନୂଆ ଦୁଶୁଥିବ ! ବରକନ୍ୟାଙ୍କ ମଙ୍ଗୁଳାଘରେ ମଙ୍ଗନକୃତ୍ୟ ଦିନ ବିବାହ ବିଷୟକ ଚିତ୍ରସବୁ ଅଙ୍କାଯିବ !…

ଉପସ୍ଥାପନା: ଶିଶିର ସାହୁ ମନୋଜ ବଙ୍ଗାଳି ଓଡ଼ିଆ ଭାଷାଯୁଦ୍ଧ ଲାଗିଥିଵାଵେଳେ ଓଡ଼ିଆ ଲୋକଙ୍କ ପାଖରେ କ’ଣ କ’ଣ ଥିଲା ? ବଙ୍ଗଳା ଓଡ଼ିଆର ଉପଜାତି ଥିଲା ନା ଓଡ଼ିଆ ବଙ୍ଗଳାର ଉପଜାତି ଥିଲା ? ―ଭାଷା― ୧. ଉଡ୍ର ବୋଲି ୨୪୦୦ ଵର୍ଷ ପୁରାତନ ଗୋଟିଏ ଜାତି ଓ ତହିଁର ଭାଷାର ପ୍ରାମାଣିକ ଐତିହାସିକ ସାକ୍ଷ୍ଯ…

ଲେଖା: ଦେଵ ତ୍ରିପାଠୀ “ଵଉଳଗାଡିଆ ପଥର ଛାତିରେ ହସେ ଆମ ଚାରୁକଳା, ମୋଗଲ ତାମସା ସ୍ମୃତି ଓ ସଂସ୍କୃତି ଚିରକାଳ ମଧୁବୋଳା” । ଖାଇବର ଗିରିପଥ ଦେଇ ଭାରତକୁ ପ୍ରବେଶ କରି ପରାକ୍ରମୀ ବାବର ମୋଗଲ ସାମ୍ରାଜ୍ୟ ପ୍ରତିଷ୍ଠା କରିଥିଲେ । ସାମାଜିକ ଓ ପ୍ରଶାସନିକ ବ୍ୟବସ୍ଥାର ତଦାରଖ ତଥା ମୋଗଲ ଶାସନର ପ୍ରଭୁତ୍ୱ ବିସ୍ତାର…