କାଇପଡା କଳାମାଟିଆ ଗୁଳିକାଣ୍ଡ
ଉପସ୍ଥାପନା: ନିରଞ୍ଜନ ସାହୁ ଇଂରେଜ ସରକାରଙ୍କ ଅକଥନୀୟ ଅତ୍ୟାଚାର ଓ ନଛୋଡବନ୍ଧା ନୀତିକୁ ଦୃଷ୍ଟିରେ ରଖି ମହାତ୍ମାଗାନ୍ଧୀ ୧୯୪୨ ମସିହା ଅଗଷ୍ଟ ମାସ ୮ ତାରିଖରେ ‘କର […]
ଉପସ୍ଥାପନା: ନିରଞ୍ଜନ ସାହୁ ଇଂରେଜ ସରକାରଙ୍କ ଅକଥନୀୟ ଅତ୍ୟାଚାର ଓ ନଛୋଡବନ୍ଧା ନୀତିକୁ ଦୃଷ୍ଟିରେ ରଖି ମହାତ୍ମାଗାନ୍ଧୀ ୧୯୪୨ ମସିହା ଅଗଷ୍ଟ ମାସ ୮ ତାରିଖରେ ‘କର […]
ଲେଖା: ନିରଞ୍ଜନ ସାହୁ ୧୮୦୪ ମସିହା ବେଳକୁ ଇଂରେଜ ବିରୋଧୀ ଆନ୍ଦୋଳନ କ୍ରମଶଃ ଦାନା ବାନ୍ଧି ଆସୁଥାଏ। ବକ୍ସି ଜଗବନ୍ଧୁଙ୍କ ନେତୃତ୍ୱରେ ପାଇକ ବିଦ୍ରୋହ ସଂଘଟିତ ହୋଇଗଲା
ସମଗ୍ର ଓଡ଼ିଶାରେ ପ୍ରଥମ ଓ ବୋଧହୁଏ ଏକମାତ୍ର କବି ଯେ ସ୍ଵଲିଖିତ କବିତା ପରବର୍ତ୍ତୀ ସମୟରେ ନିଜେ ହିଁ ମହାବିଦ୍ୟାଳୟ ପାଠ୍ୟକ୍ରମରେ ପଢ଼ି ପରୀକ୍ଷା ଦେବାର ସୌଭାଗ୍ୟ ପାଇଥିଲେ । ସେ ଆମ ଉତ୍କଳ ମାଟିର ରତ୍ନ ମହାନ କବି ରାଧାମୋହନ ଗଡ଼ନାୟକ !
ଲେଖା: ଦେଵ ତ୍ରିପାଠୀ ରାଜଧାନୀ ଭୁବନେଶ୍ଵରର ସୁଦୂର ଉତ୍ତର ପଶ୍ଚିମ ଚନ୍ଦକା ଅଞ୍ଚଳରେ ପ୍ରବାହିତ ଛୋଟ ଛୋଟ ଝରଣା ମିଶି ‘ବଡଯୋର’ ନାଳ ନାମରେ ପରିଚିତ ।
ଲେଖା: ଶିଶିର ସାହୁ ମନୋଜ ଶ୍ରୀଵିଷ୍ଣୁଙ୍କର ଅଷ୍ଟମ ଅଵତାର ଶ୍ରୀକୃଷ୍ଣ ନାମରେ ଵିଖ୍ଯାତ ଅଟନ୍ତି । ଏହାଙ୍କର ଏଭଳି ନାମକରଣକୁ ନେଇ ନାନାମତ ପ୍ରଚଳିତ । ନିମ୍ନରେ
ମାର୍ଗଶୀରମାସ ଶସ୍ୟ ଅମଳର ଚୂଡ଼ାନ୍ତ ପର୍ଯ୍ୟାୟ । କେଦାରେ କେଦାରେ ପକ୍ୱଧାନର ସୁନାରଙ୍ଗୀ ଢେଉ । ଆକାଶ ଥାଏ ମେଘମୁକ୍ତ, ଦକ୍ଷିଣାୟନ ସୂର୍ଯ୍ୟର କଅଁଳ ଉତ୍ତାପ, ପବନରେ ଶୀତାର୍ତ୍ତ ଶୁଷ୍କତା । ପୁଷମାସ ସୁଦ୍ଧା ଫସଲ ଅମଳ ସମୁଦାୟ ଶେଷ । ସେଥିପାଇଁ ଆମର ପ୍ରବାଦଟିଏ ଅଛି ‘କାହାର ପୁଷମାସ, କାହାର ସର୍ବନାଶ’। ପୁଷମାସରେ ମହାଲକ୍ଷ୍ମୀ ପ୍ରାୟ କାହାରିକୁ ଅନାହାରରେ ରଖନ୍ତି ନାହିଁ । ସୁତରାଂ ଏହାର ଅବ୍ୟବହିତ ପୂର୍ବରୁ ଲକ୍ଷ୍ମୀ ଉପାସନାର ବେଳା . .
ଲେଖା: ନିରଞ୍ଜନ ସାହୁ ଇଂରେଜ ବିରୋଧୀ ଆନ୍ଦୋଳନର ମୁକ୍ତିପାଗଳ ମୁକ୍ତିଯୋଦ୍ଧା ପଦ୍ମନାଭ ଛୋଟରାୟ ଥିଲେ ବକ୍ସି ଜଗବନ୍ଧୁଙ୍କ ସହଯୋଗୀ। ସେ ଥିଲେ ଜଣେ ଦଳବେହେରା, କେତେକ ଗଡ଼ର
ଗଡ଼ଜାତ ଅଞ୍ଚଳର କ୍ଷୁଦ୍ରନଗରୀ ସୁବର୍ଣ୍ଣପୁରକୁ ୟୁରୋପ ଏବଂ ଆମେରିକାର କଳାପ୍ରେମୀଙ୍କ ମଧ୍ୟରେ ପରିଚିତ କରାଇଥିଲା ଗଞ୍ଜପା । ଘୁମେଇ ପଡ଼ିଥିବା ଏଇ ସ୍ବର୍ଣ୍ଣମୟୀ ସୁବର୍ଣ୍ଣପୁର ସମୁଜ୍ଜ୍ୱଳ ହୋଇ ଉଠିଥିଲା ବିଦେଶିନୀ କଳାଗବେଷକ ଜୋଆନା ଉଇଲିଅମସଙ୍କ ଆନ୍ତରିକ ଉଦ୍ୟମରେ . .
ଲେଖା: ଅମ୍ରିତେଶ ଖଟୁଆ ଓଡ଼ିଶାରେ ରଙ୍ଗମଞ୍ଚର ବିକାଶ ସହ ରାସରସିକତା-ପ୍ରସୂତ-ଶ୍ରୁତିସୁଖକର ନାଟକୀୟତାର ଯେଉଁ ପ୍ରଲେପନ ମନୋରଞ୍ଜନ ରସାର୍ଣ୍ଣବକୁ ଅମୃତାପ୍ଳୁତ କରି ଜନମାନସକୁ ରସାର୍ଦ୍ର କରେ, ସେହି ଲୀଳାଯାତ୍ରାର
ଲେଖା: ଦେଵ ତ୍ରିପାଠୀ ଉନ୍ନବିଂଶ ଶତକର ଶେଷାର୍ଦ୍ଧରେ ଭାରତୀୟ ପୁନର୍ଜାଗରଣର ପରିଣାମ ସ୍ବରୂପ ଦେଶବ୍ୟାପୀ ଯେଉଁ ଇତିହାସ ସଚେତନତା ଦେଖାଯାଇଥିଲା, ତାହା ଓଡ଼ିଆ ନାଟ୍ୟକାର ମାନଙ୍କୁ ପ୍ରଭାବିତ