Search Results for କଳାପାହାଡ଼

କନିକା

ଲେଖା: ଦେଵ ତ୍ରିପାଠୀ ଉତ୍କଳ ଗଜପତିଙ୍କ ଶାସନାଧୀନ ଅଞ୍ଚଳ ହେଲେ ହେଁ #କନିକା ଥିଲା ସ୍ବତନ୍ତ୍ର ଗୁରୁତ୍ବର ଅଧିକାରୀ ! ଉତ୍କଳର ସାମରିକ ଇତିହାସରେ କନିକାର ଶହେ ଆହୁଲା ବିଶିଷ୍ଟ ରଣତରି ଯେ କିଭଳି ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଗ୍ରହଣ କରିଥିଲା, ତାହା ବ୍ରିଟିଶ ଐତିହାସିକ #ହାମିଲଟନଙ୍କ ପ୍ରଶଂସମୁଖରିତ ବିବରଣୀରୁ ଜଣାପଡ଼େ ! କନିକା ମାଟିର ବୀରତ୍ବର…

କେଦାରେଶ୍ୱର ମନ୍ଦିର

ଲେଖା: ଶୁଭରଞ୍ଜନ ପୃଷ୍ଟି ~ କେଦାରେଶ୍ୱର ମନ୍ଦିର ~ ଆମ #ମାଦଳାପାଞ୍ଜି କହେ, ଶାସନର ପ୍ରାରମ୍ଭ କାଳରେ ରାଜା #ଅନଙ୍ଗଭୀମ ଦେବ ଚୌଦ୍ୱାର କଟକ ଠାରେ ଥିବା ପ୍ରସାଦ କିମ୍ବା ନହରରେ ଅବସ୍ଥାନ କରୁଥିଲେ । ତେବେ ପରବର୍ତ୍ତୀ ସମୟରେ ସୁରକ୍ଷା ଦୃଷ୍ଟିରୁ #ବାରଣାସୀ_କଟକ ରେ ନୂତନ ରାଜଧାନୀ ସ୍ଥାପନ କରିଥିଲେ । ମାଦଳାପାଞ୍ଜି ବ୍ୟତିରକେ…

ଲକ୍ଷ୍ମୀନୃସିଂହ ମନ୍ଦିର

ଲେଖା: ଶ୍ରୀକାନ୍ତ ସିଂହ ଲକ୍ଷ୍ମୀନୃସିଂହ ମନ୍ଦିର, କଟକ ସହରଠାରୁ ମାତ୍ର ପନ୍ଦର କିଲୋମିଟର ଦୂର ତଥା ଜଗତପୁର ଠାରୁ ମାତ୍ର ସାତ କିଲୋମିଟର ଦୂର ପୂର୍ଵକଚ୍ଛ ଗ୍ରାମରେ ଅବସ୍ଥିତ ଏକ ପ୍ରାଚୀନ ମନ୍ଦିର l ମନ୍ଦିରରେ ଲକ୍ଷ୍ମୀନୃସିଂହଙ୍କ ବିଗ୍ରହ ପ୍ରତିଷ୍ଠିତ ଓ ପୂଜିତ l ବହୁ ପ୍ରାଚୀନ ମନ୍ଦିର ହେଲେ ବି ଏହାର ନିର୍ମାଣ ସମ୍ପର୍କରେ…

ବିରଞ୍ଚିନାରାୟଣ

ଲେଖା: ଓମ୍ ପ୍ରକାଶ ବିଶ୍ୱାଳ ~ ବିରଞ୍ଚିନାରାୟଣ ମନ୍ଦିର ~ କୂଅର ପାଣି ବଢ଼ିଚାଲିଥିଲା। ପାଣି ଉଛୁଳି ମନ୍ଦିର ବେଢା ଜଳମଗ୍ନ ହେଲାଣି। ମନ୍ଦିର, ଗଛ ,ପତ୍ର ସବୁ ଯେମିତି ପାଣି ଭିତରେ ମିଳେଇଯାଉଥିଲେ। ମୋ ଚାରିପଟରେ କଣ ଘଟିଯାଉଥିଲା ମୁଁ କିଛି ବୁଝିପାରୁନଥିଲି। ବିରଞ୍ଚିନାରାୟଣ ମନ୍ଦିର ବେଢାରେ ଥିବା କୁଅର ଚାନ୍ଦିନୀ ଉପରେ ବସିଥିଲି…

ବାରିପଦାର ରଥଯାତ୍ରା

ଲେଖା: ଶିଶିର ସାହୁ ମନୋଜ ୧୫୬୫ ମସିହାରେ ମୟୂରଭଞ୍ଜ ରାଜ୍ୟର ରାଜା ନୀଳକଣ୍ଠ ଭଞ୍ଜଙ୍କ ଦେହାନ୍ତ ହୁଅନ୍ତେ ଉକ୍ତ ରାଜ୍ୟର ଶାସନଭାର ତାଙ୍କ ସୁପୁତ୍ର ଵୈଦ୍ୟନାଥ ଭଞ୍ଜଙ୍କ ଉପରେ ନ୍ୟସ୍ତ ହେଲା । ସେ ସମୟରେ ଓଡ଼ିଶା ଉପରେ ଘନଘନ ମୁସଲମାନ ଆକ୍ରମଣ ହେଉଥାଏ । ଵୈଦ୍ୟନାଥ ଭଞ୍ଜଙ୍କ ଶାସନାରମ୍ଭ ସମୟରେ କଳାପାହାଡ଼ ଆକ୍ରମଣ କରିଥିଲା…

ମାଣିକେଶ୍ବର ମନ୍ଦିର

ଲେଖା: ଶ୍ରୀକାନ୍ତ ସିଂହ ପତ୍ନତାତ୍ତ୍ୱିକ ଦୃଷ୍ଟିକୋଣରୁ ବିଚାର କଲେ କଟକ ଜିଲ୍ଲାର ଅନ୍ୟତମ ପୁରାତନ ଐତିହାସିକ କୀର୍ତ୍ତି ହେଉଛି କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଅନ୍ତର୍ଗତ ଶୁକଲେଶ୍ୱର ଗ୍ରାମର ମାଣିକେଶ୍ବର ମନ୍ଦିର ଭଗବତୀ ପୀଠ ଓ ଭଦ୍ରେଶ୍ୱର ଗ୍ରାମରେ ଥିବା ବୀରଭଦ୍ରେଶ୍ୱର ମହାଦେବ ମନ୍ଦିର l ଅନୁମାନ କରାଯାଏ ଆଜକୁ ପ୍ରାୟ ବାରଶହ ବର୍ଷ ପୂର୍ବେ…

ଶ୍ରୀମନ ନାରାୟଣ

ଲେଖା: ନିରଞ୍ଜନ ସାହୁ ଯାଜପୁର ମାଟି ପୌରାଣିକ ମାଟି । ଏହା ଗଦାକ୍ଷେତ୍ର । ଏହାର ଆଉ ଏକ ପରିଚିତି ହେଉଛି, ଏହା ଅବିମୁକ୍ତ କ୍ଷେତ୍ର । ଯେଉଁ କ୍ଷେତ୍ରରେ ତିନି ଦେବତା ପୂଜା ପାଆନ୍ତି (ବିଷ୍ଣୁ, ଶଙ୍କର ଓ ଶକ୍ତି), ତାହା ହିଁ ଅବିମୁକ୍ତ କ୍ଷେତ୍ର । ପୁଣି ଏ କ୍ଷେତ୍ରରେ ଦ୍ଵାଦଶ ମାଧବ…

ରାମେଶ୍ୱର ମନ୍ଦିର

ଲେଖା: ଶ୍ରୀକାନ୍ତ ସିଂହ କଟକ ସହରର ଅନତି ଦୂରରେ ଅନନ୍ୟ ଏକ ଐତିହାସିକ କୀର୍ତ୍ତିରାଜି ହେଉଛି ବାରଶହ ବର୍ଷ ପୁରୁଣା ରାମେଶ୍ୱର ମନ୍ଦିର (Rameswar Temple) l କଟକର କଖଡ଼ି ଛକରୁ ବାମ ପାର୍ଶ୍ୱରେ ପାଞ୍ଚ କି.ମି. ଦୂରରେ ନୂଆସାଶନ ଗ୍ରାମରେ ଏହି ମନ୍ଦିରର ଅବସ୍ଥିତି l ପତ୍ନତାତ୍ତ୍ୱିକ ଦୃଷ୍ଟିକୋଣରୁ ଏହି ମନ୍ଦିରଟି ଅନେକ ଗୁରୁତ୍ୱ…

ଲୋକକବି

ଲେଖା ଦେଵ ତ୍ରିପାଠୀ ୧୯୦୩ ମସିହା । ଶ୍ମଶାନିତ ହୋଇ ସରୀସୃପ ନିଦ୍ରାରେ ଶୋଇ ପଡିଥିବା ଇତିହାସ ପ୍ରସିଦ୍ଧ ଜାତିଟି କଡ଼ ଲେଉଟିବାକୁ ଆରମ୍ଭ କରିଥିଲା। ଯୁଗପୁରୁଷ ମଧୁବାବୁଙ୍କ ପ୍ରଭାବରେ ରାଜ୍ୟର ବହୁ ପ୍ରାନ୍ତ, ବହୁ ମୂଲକରୁ ଶୁଭୁଥିଲା ରଣହୁଙ୍କାର । ସ୍ତିମିତପ୍ରାୟ ଧିମେଇ ରହିଥିବା ବହୁ ଆଗ୍ନେୟଉତ୍ସ ସାମିଲ ଥିଲେ ସେଇ ମହାସ୍ରୋତରେ !…

କ୍ଷୀରଚୋରା ଗୋପୀନାଥଙ୍କ ସର୍ବାଙ୍ଗଚନ୍ଦନ ବେଶ

ଲେଖା: ଅଂଶୁମାନ ମହାରଣା ଗୁପ୍ତ ବୃନ୍ଦାବନ ଭାବରେ ପରିଚିତ ରେମୁଣାରେ ଶ୍ରୀ କ୍ଷୀରଚୋରା ଗୋପୀନାଥଙ୍କ ବିଜେସ୍ଥଳ। ବୃନ୍ଦାବନରେ ତିନୋଟି ଅଲଗା ଅଲଗା ମନ୍ଦିରରେ ରାଧାଗୋପୀନାଥ, ରାଧାଗୋବିନ୍ଦ ଏବଂ ରାଧାମଦନମୋହନ ପୂଜା ପାଉଥିବା ବେଳେ ରେମୁଣାରେ ଗୋଟିଏ ମନ୍ଦିରରେ ଗୋଟିଏ ମଣ୍ଡପରେ ଗୋପୀନାଥ ଗୋବିନ୍ଦ ଏବଂ ମଦନମୋହନ ଏକତ୍ର ପୂଜା ପାଉଥିବା ହେତୁ ଏହା ପୂର୍ବ ଭାରତର…