Search Results for ଓଡିଆ ଭାଗବତ

ରାଜା ସୋମନାଥ ସିଂହ

~ ରାଜା ସୋମନାଥ ସିଂହ ~ ଲେଖା: ଅମୃତେଶ ଖଟୁଆ ସମଗ୍ର ଓଡିଶାରେ ଯେତେବେଳେ ନାନାବିଧ ସ୍ଵାଧୀନତାର ସ୍ଵରୋତ୍ତଳିତ ହୁଏ, ସେତେବେଳେ କଦମ୍ଵବଂଶୀୟ ଅନୁଗୋଳ ଗଡଜାତର ଶେଷ ରାଜା ସୋମନାଥ ସିଂହ ଜଗଦ୍ଦେବଙ୍କ ମହୀୟାନ ଆତ୍ମତିତିକ୍ଷାର କଥା ଉଠେ । “କିଞ୍ଚିତ ଦୟା ନୋହିଲା କମଳ ଲୋଚନ ପ୍ରଭୁ ଥାଉ ଥାଉ ମୋ କର୍ମ ବିଫଳ…

ଯଦୁମଣି ମହାପାତ୍ର

~ ଯଦୁମଣି ମହାପାତ୍ର ~ ଲେଖା: ଅମୃତେଶ ଖଟୁଆ ଉତ୍କଳମାଟିରେ ମହମ୍ମଦ ତକି ଖାଁର ଆକ୍ରମଣ ସମୟରେ ତଦାନୀନ୍ତନ ଗଜପତି ରାମଚନ୍ଦ୍ର ଦେବଙ୍କ ପରିବାର ଓ ଓଡିଶାର ସାର୍ବଭୌମାଧିପତି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ସସମ୍ମାନେ ଆଶ୍ରୟ ଦେଇଥିଲେ ଗଞ୍ଜାମର ଆଠଗଡ଼ ରାଜା । ୧୫୪୦ ମସିହାରେ ମହାରାଜା ପ୍ରତାପରୁଦ୍ରଙ୍କ ନିଧନାନ୍ତେ ତାଙ୍କ ସେନାପତି ବେନୁ କ୍ଷତ୍ରିବର ସିଂହଙ୍କ…

ଗଙ୍ଗାଧର ମେହେରଙ୍କ ଆତ୍ମଜୀବନୀ

ସୌରଭିତ ସୃଷ୍ଟି: ଗଙ୍ଗାଧର ମେହେର (ଗଙ୍ଗାଧର ମେହେର ଓଡ଼ିଆ ସାହିତ୍ୟର ଜଣେ ପ୍ରଖ୍ୟାତ କବି । ଭାରତୀୟ ସାହିତ୍ୟରେ ମଧ୍ୟ ସେ ଜଣେ ଯଶସ୍ଵୀ କବି ଭାବେ ପରିଚିତ। ତାଙ୍କର ଜୀବନୀ ସେ ଅତି ସଂକ୍ଷିପ୍ତ ଭାବରେ ରଚନା କରିଛନ୍ତି । ଉତ୍କଳ ଖଣ୍ଡର ସେହି ମହାନ କବି ଗଙ୍ଗାଧର ମେହେରଙ୍କ ଆତ୍ମଜୀବନୀ ଉପସ୍ଥାପନା କରି…

ଆର୍ତ୍ତବଲ୍ଲଭ ମହାନ୍ତି

ଲେଖା: ବନ୍ଧନ ଦଳେଇ ୧୮୮୭ ଖ୍ରୀଷ୍ଟାବ୍ଦ, ଶନିବାର, ଶ୍ରାବଣ ଏକାଦଶୀ ଦିନ, କଟକ ଜିଲ୍ଲା ପାଟକୁରା ଥାନାର ନାଗଣପୁର ଗ୍ରାମରେ ଏକ ସଂମ୍ଭ୍ରାନ୍ତ ପରିବାରରେ ଡ଼ଃ ଆର୍ତ୍ତବଲ୍ଲଭ ମହାନ୍ତିଙ୍କର ଜନ୍ମ। ପିତାଙ୍କ ନାମ ଶ୍ରୀ ବାନାମ୍ବର ମହାନ୍ତି। ସେ ପିତାଙ୍କର ଏକମାତ୍ର ସନ୍ତାନ ଥିଲେ। ମିଶନ ସ୍କୁଲରୁ ୧୯୦୮ସାଲରେ ମାଟ୍ରିକ୍ୟୁଲେସନ୍ ପାସକରିଥିଲେ। ତାହା ପରେ ସେ…

କୁଞ୍ଜବିହାରୀ ତ୍ରିପାଠୀ

ଲେଖା: ସିନ୍ଧୁଜ୍ୟୋତି ତ୍ରିପାଠୀ ଯେଉଁ ମୁଷ୍ଟିମେୟ ଅଧ୍ୟାପକଙ୍କ ବ୍ୟକ୍ତିତ୍ବ, ଆନ୍ତରିକ ନିଷ୍ଠା, ଗଭୀର ଜ୍ଞାନ ଓ ବଳିଷ୍ଠ ନେତୃତ୍ବ ପ୍ରଭାବରେ ଓଡ଼ିଶାର ଶିକ୍ଷାନୁଷ୍ଠାନମାନଙ୍କରେ ଓଡ଼ିଆ ବିଭାଗର ସମ୍ମାନ ରକ୍ଷା ହୋଇପାରିଛି, ସେମାନଙ୍କ ମଧ୍ୟରେ ଜଣେ ହେଉଛନ୍ତି ଡ. କୁଞ୍ଜବିହାରୀ ତ୍ରିପାଠୀ । ବିଶ୍ବାସ ଓ ଆଚରଣରେ ସେ ଥିଲେ ଯଥାର୍ଥ ଶିକ୍ଷକ। ଓଡ଼ିଆ ଭାଷାର ଇତିହାସ,…

ଜନ୍ମାଷ୍ଟମୀ (Janmastami)

ଲେଖା:ବନ୍ଧନ ଦଳାଇ ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥି ହେଉଛି ଶ୍ରୀକୃଷ୍ଣଙ୍କ ଜନ୍ମତିଥି। ଏହିଦିନ ନିଶାର୍ଦ୍ଧରେ ମଥୁରା ନଗରୀର କଂସ ବନ୍ଦୀଶାଳାରେ, ରୋହିଣୀ ନକ୍ଷତ୍ରର ଉଦୟ କାଳରେ, ଚାରିମେଘଙ୍କର ରଣତାଣ୍ଡବ ବେଳେ ଚତୁର୍ଭୁଜ ନାରାୟଣ ମାତା ଦେବକୀଙ୍କ କୋଳ ମଣ୍ଡନ କରି ଧରାପୃଷ୍ଠରେ ଅବତରଣ କରିଥିଲେ। ଶ୍ରୀମଦ୍ଭାଗବତ ଗୀତାର ୪ର୍ଥ ଅଧ୍ୟାୟ, ୭ମ ଶ୍ଲୋକରେ ନିଜେ…

ଲୋକନାଟ୍ୟ ଲୋକନୃତ୍ଯ ଓ ଲୀଳାର ଭୂମି ଗଞ୍ଜାମ

ଲେଖା: ସନ୍ତୋଷ ପଟ୍ଟନାୟକ   ଗଞ୍ଜାମରେ ଅଷ୍ଟାଦଶ ଶତାଦ୍ଦୀର ପଞ୍ଚମ ଦଶକରୁ ବିଂଶ ଶତାବ୍ଦୀର ମଧ୍ୟଭାଗ ଯାଏଁ ଲୋକନାଟକର ପଦଚିହ୍ନ ଥିଲା । ଏହି ସମୟକୁ ଗଞ୍ଜାମ ଲୋକନାଟକର ସୁବର୍ଣ୍ଣ ଯୁଗ ବୋଲି କୁହାଯାଇପାରେ । ସବୁ ଗାଁରେ ମଠମନ୍ଦିର ଥିଲା । ପୂଜାପାର୍ବଣ ଅନୁଷ୍ଠିତ ହେଉଥିଲା । ଧର୍ମୀୟ ଉତ୍ସବରେ ଲୋକନାଟ୍ୟ ପରିବେଷିତ ହେଉଥିଲା…

ପଣ୍ଡିତ ଜଗନ୍ନାଥ ଦାସ

ଉପସ୍ଥାପନା: ଦେଵ ତ୍ରିପାଠୀ ସୁଧାଭକ୍ତିର ଉଦ୍ଗାତା ପଣ୍ଡିତ ଜଗନ୍ନାଥ ଦାସ । କାର୍ତ୍ତିକ ମାସରେ ଶ୍ରୀମନ୍ଦିର ବେଢାରେ କଳ୍ପବଟ ମୂଳରେ ଜଣେ ଶାସ୍ତ୍ରଜ୍ଞ ପଣ୍ଡିତ ସଂସ୍କୃତ ଭାଷାରେ ରଚିତ ଭାଗବତର ପାରାୟଣ କରୁଥିଲେ ଓ ତା’ର ଅର୍ଥ ସରଳ ସଂସ୍କୃତ ଭାଷାରେ ବ୍ୟାଖ୍ୟା କରୁଥିଲେ । ଫଳରେ ଅପେକ୍ଷାକୃତ ଶାସ୍ତ୍ରଜ୍ଞାନ ଅଧିକାରୀ ମୁଷ୍ଟିମେୟ ସମବେତ ଜନତା…

ଭିକାରୀ ବଳ

~ ଭିକାରୀ ବଳ ~ ଲେଖା: ଅମୃତେଶ ଖଟୁଆ “ମାନ ଉଦ୍ଧାରଣ କର ହେ କାରଣ…”, “ଆହେ ନୀଳଗିରି…”, “ଚାଲ ସଖି ଆମ୍ଭେ ଦର୍ଶନ କରିବା…”, “ପୀତବାସ, ନିଃଶ୍ଵାସକୁ ନାହିଁରେ ବିଶ୍ଵାସ….”, “ମନରେ ହରିଭଜନ….”, “ଜଗାକାଳିଆ ନୀଳାଚଳିଆ…”, “ହରିବୋଲ ସଙ୍ଗେ ହୁଳହୁଳି ଦିଅ ହୋ ଭକତେ….” , “ମନ ପାରାରେ, ଶ୍ରୀକ୍ଷେତ୍ର ଯିବୁ ଉଡି ଉଡି…”…