Physical Address
Sai Samarpanam, Satya Vihar, Bhubaneswar

ଗବେଷଣା ଓ ଲେଖା: ଶିଶିର ମନୋଜ ସାହୁ ~ ଗହ୍ମାପୂର୍ଣ୍ଣିମାରେ ବଳଦେଵଙ୍କ ଜନ୍ମ ଉତ୍ସଵ ଓ ରକ୍ଷାବନ୍ଧନ ପରମ୍ପରା ~ ଓଡ଼ିଶା ସମେତ ପୂର୍ଵଭାରତର ଵିଭିନ୍ନ ସ୍ଥାନରେ ଶ୍ରାଵଣ ମାସର ପୂର୍ଣ୍ଣିମା ତିଥିକୁ ଗହ୍ମାପୂର୍ଣ୍ଣିମା ଭାବେ ପାଳନ କରାଯାଏ । ଶ୍ରାଵଣ ପୂର୍ଣ୍ଣିମା ଦିନ କୃଷ୍ଣଙ୍କର ବଡ଼ ଭାଇ ବଳରାମଙ୍କ ଜନ୍ମ ହୋଇଥିଲା ବୋଲି ପୁରାଣରେ…

ଲେଖା: ତ୍ରିଲୋଚନ ସ୍ୱାଇଁ ~ ଦକ୍ଷିଣକାଳୀ ମନ୍ଦିର ଓ ଦୁର୍ଗାମାଧବ ମନ୍ଦିର ~ ଗ୍ରାମ ବୀରଗୋବିନ୍ଦପୁର ଶାସନ, ସତ୍ୟବାଦୀ, ଜିଲ୍ଲା ପୁରୀ ଅନନ୍ତ ଓ ଅସୁମାରୀ କୀର୍ତ୍ତିରାଜିରେ ଭରା ଆମ ଏ ଓଡ଼ିଶା ଭୂଖଣ୍ଡ l କୋଣାନୁକୋଣରେ ତା’ର କେତେ ଯେ ଦେଉଳ, କେତେ ମଠ ଓ ମନ୍ଦିର l ଧର୍ମ, ସାହିତ୍ୟ, ସଂସ୍କୃତି, ନୃତ୍ୟ…

ଲେଖା: ତ୍ରିଲୋଚନ ସ୍ୱାଇଁ ~ ପରମହଂସନାଥ ମନ୍ଦିର ~ ଅନନ୍ତ ଓ ଅସୁମାରୀ କୀର୍ତ୍ତିରାଜିରେ ଭରା ଆମ ଏ ଓଡ଼ିଶା ଭୂଖଣ୍ଡ l କୋଣାନୁକୋଣରେ ତା’ର କେତେ ଯେ ଦେଉଳ, କେତେ ମଠ ଓ ମନ୍ଦିର l ଧର୍ମ, ସାହିତ୍ୟ, ସଂସ୍କୃତି, ନୃତ୍ୟ ଓ ସଂଗୀତ କେତେ ଯେ ଉତ୍କୃଷ୍ଟ କଳାରେ ଭରା ଏଇ ଉତ୍କଳ…

ଲେଖା: ତ୍ରିଲୋଚନ ସ୍ୱାଇଁ ~ ଐତିହ୍ୟନଗରୀ ସୁବର୍ଣ୍ଣପୁର ~ ଅନନ୍ତ ଓ ଅସୁମାରୀ କୀର୍ତ୍ତିରାଜିରେ ଭରା ଆମ ଏ ଓଡ଼ିଶା ଭୂଖଣ୍ଡ l କୋଣାନୁକୋଣରେ ତା’ର କେତେ ଯେ ଦେଉଳ, କେତେ ମଠ ଓ ମନ୍ଦିର l ଧର୍ମ, ସାହିତ୍ୟ, ସଂସ୍କୃତି, ନୃତ୍ୟ ଓ ସଂଗୀତ କେତେ ଯେ ଉତ୍କୃଷ୍ଟ କଳାରେ ଭରା ଏଇ ଉତ୍କଳ…

ସୌରଭିତ ସୃଷ୍ଟି: ଅଭିମନ୍ୟୁ ସାମନ୍ତସିଂହାର ~ ବିଦଗ୍ଧ ଚିନ୍ତାମଣି ~ ବିଦଗ୍ଧକବି ଅଭିମନ୍ୟୁ ସାମନ୍ତସିଂହାର ଉତ୍କଳୀୟ ରୀତିଯୁଗୀୟ ସାହିତ୍ୟଜଗତର ଜଣେ ଅନ୍ୟତମ କାବ୍ୟସ୍ରଷ୍ଟା। ଅଷ୍ଟାଦଶ ଶତାବ୍ଦୀରେ ଉତ୍କଳୀୟ କାବ୍ୟାକାଶରେ ଅସାଧାରଣ ମାର୍ତ୍ତଣ୍ଡ ତୁଲ୍ୟ ଏହି ଅନନ୍ୟ ପ୍ରତିଭାଙ୍କ ବର୍ଣ୍ଣିଳ ଶୈଳୀ, ଆବେଗସ୍ନାତ ଭାଷା, ଗମ୍ଭୀର ଭାବନା, ଆଳଙ୍କାରିକ ଛଟା, ମନୋଜ୍ଞ ଚେତନା ସୃଷ୍ଟ କାବ୍ୟ-କବିତାନିଚୟ ଉତ୍କଳର…

ଲେଖା: ଅମ୍ବରୀଶ ମଙ୍ଗରାଜ ~ ସାରସ୍ୱତ ସ୍ରଷ୍ଟା #ବିଛନ୍ଦଚରଣ_ପଟ୍ଟନାୟକ ~ କୁଳବୃଦ୍ଧ, ଦେଶପ୍ରାଣ, ଜାତୀୟ ଗୌରବ ମଧୁସୂଦନ ଦାସ ଏକଦା ଜଣେ ଉଦୀୟମାନ ଯୁବକଙ୍କୁ କହିଥିଲେ ତୁମେ ହିଁ ମୋର ଯୋଗ୍ୟ ଉତ୍ତରାଧିକାରୀ ହୋଇ ପାରିବ | ସେ ଯୁବକ ଆଉ କେହି ନୁହନ୍ତି ସେ ଥିଲେ ପ୍ରଜ୍ଞାପ୍ରାଣ #ପ୍ରାଚୀ ସମ ପବିତ୍ର ବିଛନ୍ଦଚରଣ ପଟ୍ଟନାୟକ…

ଲେଖା: ତ୍ରିଲୋଚନ ସ୍ୱାଇଁ ~ ପାରିବାସୁଦେଇପୁର ନୃସିଂହ ମନ୍ଦିର ~ ଅନନ୍ତ ଓ ଅସୁମାରୀ କୀର୍ତ୍ତିରାଜିରେ ଭରା ଆମ ଏ ଓଡ଼ିଶା ଭୂଖଣ୍ଡ l ହିରଣ୍ୟଗର୍ଭା ଆମ ଏ ପବିତ୍ର ମାଟିର କୋଣାନୁକୋଣରେ କେତେ ଯେ ଦେଉଳ, କେତେ ମଠ ଓ ମନ୍ଦିର l ଧର୍ମ, ସାହିତ୍ୟ, ସଂସ୍କୃତି, ନୃତ୍ୟ ଓ ସଂଗୀତ କେତେ ଯେ…

ଲେଖା: ନିରଞ୍ଜନ ସାହୁ ~ ସତ୍ୟନାରାୟଣ ପାଲା ~ ଓଡ଼ିଶାର ପାଲା ବହୁ ପ୍ରାଚୀନ । ପରବର୍ତ୍ତୀ ସମୟରେ ସତ୍ୟପୀର ପାଲା ଓଡ଼ିଶାରେ ପ୍ରବେଶ କରିଥିବା ସହଜେ ଅନୁମେୟ । କିନ୍ତୁ ସତ୍ୟନାରାୟଣ ପାଲା , ଯାହା ଓଡ଼ିଶାର ଆତ୍ମା, ତାହାର ଉଦ୍ଭବ ଗଂଗବଂଶ ରାଜୁତି ସମୟର । ଗବେଷକ ନୀଳମଣି ମିଶ୍ରଙ୍କ ଏହି ଉକ୍ତିକୁ…

ଲେଖା: ତ୍ରିଲୋଚନ ସ୍ୱାଇଁ ~ ବଣିବକ୍ରେଶ୍ୱର ମନ୍ଦିର ~ ଅନନ୍ତ ଓ ଅସୁମାରୀ କୀର୍ତ୍ତିରାଜିରେ ଭରା ଆମ ଏ ଓଡ଼ିଶା ଭୂଖଣ୍ଡ l ହିରଣ୍ୟଗର୍ଭା ଆମ ଏ ପବିତ୍ର ମାଟିର କୋଣାନୁକୋଣରେ କେତେ ଯେ ଦେଉଳ, କେତେ ମଠ ଓ ମନ୍ଦିର l ଧର୍ମ, ସାହିତ୍ୟ, ସଂସ୍କୃତି, ନୃତ୍ୟ ଓ ସଂଗୀତ କେତେ ଯେ ଉତ୍କୃଷ୍ଟ…

ଲେଖା: ଜଗଦୀଶ ପାଣିଗ୍ରାହୀ ~ ଉମାକାନ୍ତ ମିଶ୍ର ~ “ଘୁମୁସରର ଗୈାରବ” ଖ୍ୟାତନାମା ଅଭିନେତା (ଚଳଚ୍ଚିତ୍ର ନାୟକ) ତଥା ବରିଷ୍ଠ ଓକିଲ ଉମାକାନ୍ତ ମିଶ୍ର । ଚଳଚ୍ଚିତ୍ର ଜଗତରେ ଘୁମୁସରର ପ୍ରଥମ ହିରୋ, ବିଶିଷ୍ଟ ଓକିଲ, ବିଧାୟକ, ସାହିତ୍ୟିକ, ଶିକ୍ଷାପ୍ରେମୀ, ସମାଜସେବୀ, ନାଟ୍ୟକାର, ନିର୍ଦ୍ଦେଶକ ଡ୍ରାମା ତଥା ଚଳଚ୍ଚିତ୍ର ଅଭିନେତା । ଭଞ୍ଜନଗର ନିକଟସ୍ଥ ସାନକୋଦଣ୍ଡା…