Search Results for ଆମେ ଓଡ଼ିଆ

ଗୌତମ ବୁଦ୍ଧ ଓଡ଼ିଆ କି ?

ଲେଖା: ସୁଶାନ୍ତ ସାହୁ ହୋଇପାରେ ଏହା ଏକ ବିବାଦୀୟ ପ୍ରଶ୍ନ, ମାତ୍ର ବିବାଦରୁ ହିଁ ଇତିହାସର ଅନେକ ସ୍ବର୍ଣ୍ଣିମ ସତ୍ୟ ଆବିଷ୍କୃତ ହୋଇପାରିଛି। ନିକଟ ଅତୀତରେ ରସଗୋଲା ଘଟଣାକୁ ଉଦାହରଣ ସ୍ୱରୂପ ନିଆଯାଇ ପାରେ। ପୋଥିଗତ ତତ୍ବ ହିଁ ପ୍ରକୃତ ସତ୍ୟ ଏହା ଆମେ ସହଜରେ ମାନି ନେଉ କାରଣ ଆମ ଓଡ଼ିଆଙ୍କଠାରେ ଅନୁସନ୍ଧାନ ମନୋବୃତ୍ତିର…

ଆମ ଓଡ଼ିଆ ମିଠା ମଗଜିଲଡୁ

ଲେଖା: ଦେଵ ତ୍ରିପାଠୀ ଖାଦ୍ୟ ! ପୁନଶ୍ଚ ଭିନ୍ନ ଓ ସ୍ବାଦିଷ୍ଟ ! କାହାର ବା ଲୋଭ ନ ହେବ ! ଯେଉଁଠି ଖାଦ୍ୟ ସ୍ବାଦିଷ୍ଟ, ସେଇଠି ତୃପ୍ତି ଓ ଆନନ୍ଦ । ସେ ବର୍ଷାଦିନିଆ ଉଷୁମ ମୁଢ଼ି ହେଉ କି ଜେଜେ ମା’ର ବେସରଦିଆ ଆମ୍ବୁଲପକା ଚୁନାମାଛ, ତା’ର ଯେଉଁ ବାସ୍ନା ଆଉ ସୁଆଦ…

ଗଜପତି କପିଳେନ୍ଦ୍ର ଦେବଙ୍କର ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ଦାବି

~ କଟକରେ ଗଜପତି କପିଳେନ୍ଦ୍ର ଦେବଙ୍କର ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ଦାବି ~ ୨୯ ଜୁନ ୨୦୨୪ : “ବୀରଶ୍ରୀ ଗଜପତି ଗୌଡ଼େଶ୍ୱର ନବକୋଟି କର୍ଣ୍ଣାଟ-ଉତ୍କଳ କଳବର୍ଗେଶ୍ୱର, ଅଭୟତି ଭୂତଭୈରବ, ଦୁଃସହ ଦୁଃଶାସନ, ଅନିନରଣେ ରାଉତରାଏ, ଅତୁଳବଳୀ ପରାକ୍ରମ ସଂଗ୍ରାମେ ସହସ୍ରବାହୁ, କ୍ଷତ୍ରିୟକୁଳ ଧୂମକେତୁ, ବୀରାଧିବୀରବର ମହାପ୍ରତାପୀ ଶ୍ରୀ ଶ୍ରୀ ଶ୍ରୀ ଗଜପତି କପିଳେନ୍ଦ୍ର ଦେବଙ୍କର ଜୟ…

ଅନ୍ତରଙ୍ଗ କଳିଙ୍ଗ ପ୍ରତିଭା ସମ୍ମାନ

~ ଅନ୍ତରଙ୍ଗ କଳିଙ୍ଗ ପ୍ରତିଭା ସମ୍ମାନ (ପ୍ରଥମ) ~ ଅନ୍ତରଙ୍ଗ କଳିଙ୍ଗର ପ୍ରଥମ ଅବଦାନ ! ଅନ୍ତରଙ୍ଗ କଳିଙ୍ଗ ପ୍ରତିଭା ସମ୍ମାନ ! ଅତି ସାଧାରଣ ଲୋକଙ୍କ ସମାଜ ଭିତରେ ମଝିରେ ମଝିରେ ଅସାଧାରଣ ଲୋକ ଜନ୍ମଗ୍ରହଣ କରନ୍ତି ! ଆଉ ସେମାନେ ସାଜନ୍ତି ମାନବଜାତିର ପଥପ୍ରଦର୍ଶକ ! ଦିଅନ୍ତି ବିପୁଳଶକ୍ତି, ନୂତନ ଜୀବନ ଏବଂ…

ହାତୀଘୋଡ଼ା ମିଠେଇ

~ ଦୀପାବଳୀରେ ଖେଳଣା ମିଠା: ହାତୀଘୋଡ଼ା ମିଠେଇ ~ ଲେଖା: ଅମୃତେଶ ଖଟୁଆ ଆମ ଓଡ଼ିଆଙ୍କ ଖାଇବା ଇ ନିଆରା !  ମହାପ୍ରସାଦ ହେଉ ଅବା ରେଷ୍ଟୁରାଣ୍ଟର ଭୋଜନ ହେଉ ଓଡ଼ିଆ ଖାଇବା ଶେଷକୁ ଲୋଡ଼େ ମିଠା ଟିକିଏ ! ମିଠା ନ ଥିଲେ ଓଡ଼ିଆର ରଜାଘର ଖାନା ମୋଟେ ରୁଚିବନି ବୋଲି ଜାଣ !…

ଖଇ

ଲେଖା: ଡ. ଜୟଶ୍ରୀ ନନ୍ଦ ~ ଆମ ପାରମ୍ପରିକ ଖାଦ୍ୟ ଖଇ ~ କୋଟି ଓଡ଼ିଆଙ୍କ ମଉଡମଣି ଶ୍ରୀଜଗନ୍ନାଥ ହେଉଛନ୍ତି ଭୋଜନ ପ୍ରିୟ। ଆମ ମହାପ୍ରଭୁ ଯେମିତି ଭୋଜନ ପ୍ରିୟ ଆମେ ଓଡ଼ିଆ ଲୋକମାନେ ସେମିତି ଭୋଜନ ପ୍ରିୟ । ଆମର ସବୁ ପାରମ୍ପରିକ ଖାଦ୍ୟ ସୁଷମ ଓ ସ୍ବାସ୍ଥ୍ୟକର । କେଉଁ ଯୁଗ ଯୁଗରୁ…

ଷଢେ଼ଇକଳା ଓ ଖରସୁଆଁ

ଦୀନବନ୍ଧୁ ମିଶ୍ର ~ ଷଢେ଼ଇକଳା ଓ ଖରସୁଆଁ ମିଶ୍ରଣ ~ ବହୁଵର୍ଷ ଧରି ଓଡ଼ିଶାଵାସୀ ଷଢେ଼ଇକଳା ଓ ଖରସୁଆଁ ମିଶ୍ରଣର ଦାବି ଆଗତ କରି ଆସୁଛନ୍ତି। ଵର୍ତ୍ତମାନ ‘ଵନାଞ୍ଚଳ ରାଜ୍ୟଗଠନ ପ୍ରସଙ୍ଗରେ ଏହି ଦାବୀ ପୁନର୍ଵାର ଉତ୍ଥାପିତ ହୋଇଅଛି । ୧୯୪୭ ମସିହା ଡିସେମ୍ବର ଦଶ ତାରିଖ ଦିନ ସରଦାର ବଲ୍ଲଭଭାଇ ପଟେଲଙ୍କ ଉପସ୍ଥିତିରେ ଗଡଜାତ…

ଅଭିମନ୍ୟୁ ସାମନ୍ତସିଂହାର

ଲେଖା: ନିରଞ୍ଜନ ସାହୁ  ~ ଅଭିମନ୍ୟୁ ସାମନ୍ତସିଂହାର ~   ଓଡ଼ିଆ ସାହିତ୍ୟରେ ରୀତି ଯୁଗର ଅଳଙ୍କାରିକ କବିମାନଙ୍କ ମଧ୍ୟରେ ଏକ ମହତ୍ତ୍ୱପୂର୍ଣ୍ଣ ସ୍ଥାନରେ ସ୍ଵୀକୃତ ଅଭିମନ୍ୟୁ ସାମନ୍ତସିଂହାର । ଭାରତୀୟ ସାହିତ୍ୟର ବିଶିଷ୍ଟ ସାହିତ୍ୟିକ ସମାଲୋଚକ ଡ. ବି.ସି.ମଜୁମଦାରଙ୍କ ମୂଲ୍ୟାଙ୍କନ ଥିଲା ଏହିପରି – “In the matters of rhetorical composition he excels…

ଭଗବତୀ ଚରଣ ପାଣିଗ୍ରାହୀ

ଲେଖା: ନିରଞ୍ଜନ ସାହୁ ~ ଭଗବତୀ ଚରଣ ପାଣିଗ୍ରାହୀ ~ ୧୯୧୭ ମସିହା ପରେ ପରେ ଅର୍ଥାତ୍ ସୋଭିଏତ ଋଷର ଅକ୍ଟୋବର ବିପ୍ଳବର ପୃଷ୍ଠଭୂମି ଉପରେ ଏକ ମହତ୍ତ୍ୱପୂର୍ଣ୍ଣ ଅଧ୍ୟାୟର ସୂତ୍ରପାତ ହୁଏ ସମଗ୍ର ବିଶ୍ଵରେ । ବିଶ୍ୱବାସୀଙ୍କ ମନରେ ସୃଷ୍ଟି କରାଏ ନୂତନ ପ୍ରତ୍ୟୟ, ଆଶା ଓ ଆଶ୍ଵାସନା । ମୁକ୍ତି, ସ୍ଵାଧୀନତା ଓ…

ଭକ୍ତକବି ମଧୁସୂଦନ

ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ ଲେଖୁଛେ କିମ୍ବା ନିଜକୁ ଓଡ଼ିଆ ବୋଲି କହି ଗର୍ବିତ ଅନୁଭବ କରୁଛେ, ତାହା ପଛରେ ଅନେକ ମହାନ ଓ ମହତ ପୁରୁଷ ମାନଙ୍କର ନିସ୍ଵାର୍ଥପର ସେବା ମନୋବୃତ୍ତି ଓ ବଳିଦାନ ଲୁଚି ରହିଛି . . ! ସେହି ଭଳି ନିସ୍ଵାର୍ଥପର…