Physical Address
Sai Samarpanam, Satya Vihar, Bhubaneswar

ଗବେଷଣା ଓ ଉପସ୍ଥାପନା: ଶିଶିର ସାହୁ ମନୋଜ ~ ବୁଢ଼ : ହଜିଯାଇଥିଵା ଏକ ଓଡ଼ିଆ ଶବ୍ଦ ~ ଓଡ଼ିଶାରେ ଲୋକଵାଣୀ ଅଛି, “ବୁଢ଼ ଗାଈ ବ୍ରାହ୍ମଣକୁ ଦାନ !” ବ୍ରାହ୍ମଣଙ୍କୁ ବୁଢୀ଼ଗାଈ ଦାନ ଯେମିତି ନିଷ୍ଫଳ ସେହିପରି କୌଣସି ଆଡ଼ମ୍ବରପୂର୍ଣ୍ଣ କଷ୍ଟସାଧ୍ୟ କାର୍ଯ୍ୟ ନିଷ୍ଫଳ ହେଵା କ୍ଷେତ୍ରରେ ସମ୍ଭଵତଃ ଏହି ଢଗଟି ପ୍ରୟୋଗ କରାଯାଏ…

ଲେଖା: ଅମ୍ବିକା ପଟ୍ଟନାୟକ ~ ହାସ୍ୟସ୍ରଷ୍ଟା ନୀଳକଣ୍ଠ “ଫତୁରାନନ୍ଦ” ~ ଅନେକ ଦିନ ତଳେ ଭୁବନେଶ୍ୱରରେ ଜଣେ ଭଦ୍ରବ୍ୟକ୍ତି ପଚାରିଲେ “ଏ ରିକ୍ସା, ସଚିବାଳୟ ଯିବୁ କି?” “ମୁଁ ରାସ୍ତା ଜାଣିନି ବାବୁ l” “ଆରେ ସେକ୍ରେଟାରୀଏଟ କୋଉଠି ଜାଣିନୁ?” “ଗଲା ଆଉ, ସେଇକଥା କହୁନା ବାବୁ, ତମେ ଇଂଲିଶ କହିଲେ ମୁଁ ବୁଝିବି କିପରି? “…

ଲେଖା: ବନ୍ଧନ ଦଳେଇ ଧର୍ମବିଶ୍ଵାସ ବସା ବାନ୍ଧିଥାଏ ମଣିଷର ଅବଚେତନ ମନରେ ! ଉପରେ ଧର୍ମକୁ ଯେତେ ଆଖିଠାର ମାରୁଥିଲେ ମଧ୍ୟ ମନ ଭିତରେ ସଂପୂର୍ଣ୍ଣ ଆସ୍ଥା ରଖେ ଧର୍ମ ଉପରେ, ଆଶାଭରସା ରଖେ ଠାକୁରଙ୍କ ଉପରେ ! ଲକ୍ଷ୍ମୀନାରାୟଣ, ରାଧାକୃଷ୍ଣ, ଶିବପାର୍ବତୀ, ଗୁରୁନାନକ, ଯୀଶୁ, ଆଲ୍ଲା ସଭିଙ୍କ ପାଖରେ ସେ କରେ କରୁଣାଭିକ୍ଷା !…

ଲେଖା: ଦେଵ ତ୍ରିପାଠୀ ସବୁଜ ଶ୍ୟାମଳଘେରା ଭିଜାମାଟିର ବାସ୍ନାରେ ବିଭୋର ଶାନ୍ତ ଶୀତଳ ଛାୟାଚ୍ଛନ୍ନ, ଅଥଚ ସହରିଆ ମାଟି ! ନାଁ ତା’ର #ଆଠଗଡ଼ ! ଚାରିପାଖରେ #ନଭଶ୍ଚୁମ୍ଭୀ ବୃକ୍ଷରାଜି, #କୁଳୁକୁଳୁ ସୁରରେ ପ୍ରବହମାନ #ସାପୁଆ ନଦୀର ଝଙ୍କାର, ପକ୍ଷୀର କୂଜନ, #ସ୍ନିଗ୍ଧ ପରିବେଶ ଏକଦା ପାଲଟି ଯାଇଥିଲା ସରଳ ନିଷ୍କପଟ ମଣିଷର ଘର !…

ଲେଖା: ଶିଶିର ମନୋଜ ସାହୁ “କେଵଳ କ୍ଷୀରି ଓ ପିଠା ନୁହେଁ; ଆମ ଲୁପ୍ତ ପରମ୍ପରାର ଅନ୍ୟନାମ କ୍ଷୀରିପିଠା ! କ୍ଷିରୀ ଓ ପିଠା ଏହି ଦୁଇଟି ଖାଦ୍ୟ ଦରଵ ଓଡ଼ିଆ ଜାତିର ଅତି ପ୍ରିୟ । ଏମିତି କେହି ଓଡ଼ିଆ ନଥିଵ ଯିଏ କ୍ଷିରୀ ଆଉ ପିଠା ଖାଇଵାକୁ ଅମଙ୍ଗ କରିଵ । ସେଥିପାଇଁ…

ଲେଖା: ନିରଞ୍ଜନ ସାହୁ ~ ଭଞ୍ଜ ପରିକ୍ରମା: ବହୁ ମତ, ସହସ୍ର ସମ୍ମତ, ସାମାନ୍ୟ ବିଦ୍ୱେଷ ~ “ପୁରା କବିନାଂ ଗଣନା ପ୍ରସଙ୍ଗେ, କନିଷ୍ଠିକାଧିଷ୍ଠିତ କାଳିଦାସଃ, ଅଦ୍ୟପି ତତ୍ତୁଲ୍ୟ କବେର ଭାବାତ୍, ଅନାମିକା ସାର୍ଥବତୀ ବଭୁବ ।” କୌଣସି କାବ୍ୟମର୍ମଜ୍ଞ ସମାଲୋଚକ ସଂସ୍କୃତ କବିମାନଙ୍କର ମୂଲ୍ୟାଙ୍କନ ପ୍ରସଙ୍ଗରେ ଆଲୋଚନା କରିବାକୁ ଯାଇ କାଳିଦାସଙ୍କୁ ଶ୍ରେଷ୍ଠ କବି…

ଲେଖା: ଦେଵ ତ୍ରିପାଠୀ ~ ଆମ ଲୋକସାହିତ୍ୟ ~ ‘‘ହାତ ଚାଖଣ୍ଡେ ଖୋଳିବ ଗାତ, ପତର ଖଣ୍ଡିକେ ନ ଦେବ ହାତ, ଚାଖଣ୍ଡେ ମାପି ଭାଙ୍ଗିବ ଭଣ୍ଡା, ତେବେ ସେ ଦେଖିବ କଦଳୀ ପେଣ୍ଡା ।” ଏମିତି ଆମ ଗାଁ ଗହଳିରେ କେତେ ବଚନ ଶୁଣୁ ! କଦଳୀ ଚାଷକୁ ନେଇ ଇଏ ଆମ #ଲୋକଗୀତ…

ଲେଖା: ଦେଵ ତ୍ରିପାଠୀ ~ ଆମ ଲୋକସାହିତ୍ୟ ~ “ସାଧୁସନ୍ଥ ଜନଙ୍କର ପରମ କାରଣ ଦୁଷ୍ଟ ଜନଙ୍କର ଗର୍ବର ଗଞ୍ଜନ, ସନ୍ଥ ପ୍ରାଣୀଙ୍କର ଆରତ ତରୁଥିବ ରାମ ରାମ ବାଇଲେ କି ଛାଡିଯିବ ପାପ ଏ ଘଟରୁ ମୁକ୍ତ କର ହେ ପ୍ରଭୁ ରାମ ସଦା ତୁଣ୍ଡେ ନେଉ ଅଛି ତୁମ୍ଭରି ହେ ନାମ ।”…

ଲେଖା: ତ୍ରିଲୋଚନ ସ୍ୱାଇଁ ~ ଜିଗିନୀପୁର ଶ୍ରୀବଳଦେବଜୀଉ ମନ୍ଦିର ~ ଗ୍ରାମ ଜିଗିନୀପୁର, ବ୍ଲକ ନିଶ୍ଚିନ୍ତକୋଇଲି, ଜିଲ୍ଲା କଟକ, ଓଡ଼ିଶା l ଅନନ୍ତ ଓ ଅସୁମାରୀ କୀର୍ତ୍ତିରାଜିରେ ଭରା ଆମ ଏ ଓଡ଼ିଶା ଭୂଖଣ୍ଡ l ହିରଣ୍ୟଗର୍ଭା ଆମ ଏ ପବିତ୍ର ମାଟିର କୋଣାନୁକୋଣରେ କେତେ ଯେ ଦେଉଳ, କେତେ ମଠ ଓ ମନ୍ଦିର l…

ଲେଖା: ନିରଞ୍ଜନ ସାହୁ ~ ବିଶ୍ଵପ୍ରସିଦ୍ଧ ମହିମା ଗାଦି ଓ ଯୋରନ୍ଦା ମେଳା ~ ମଳୟ ଶିଖରୀ ଶିରୀ ଚୋରି କରି ବସିଲାଣି ମନ୍ଦ ସମୀର ସୁମନାକୁ ବାସ ଚୋରାଇ ନେବଟି ବୋଲି କହିଲାଣି ଭ୍ରମର । କେଶର କେଶରେ ହେଲାଣି ମଞ୍ଜୁଳ କେଶରେ ମଣ୍ଡନ କରିବା ଭଳିରେ ଫୁଟିଲାଣି କେତେ ବଞ୍ଜୁଳ । (ଲାବଣ୍ୟବତୀ/କବିସମ୍ରାଟ/ବସନ୍ତ…