Physical Address
Sai Samarpanam, Satya Vihar, Bhubaneswar

ଲେଖା: ଶିବାଶିଷ ମହାପାତ୍ର ପ୍ରାଚୀନ ଲୋକ ସଂସ୍କୃତି ଏବଂ ପରମ୍ପରାର ଗନ୍ତାଘର ପଶ୍ଚିମ ଓଡ଼ିଶା । ଏହି ପଶ୍ଚିମ ଓଡ଼ିଶାର ଗଣପର୍ବ ହେଉଛି ନୂଆଖାଇ । ତଥାପି କାହିଁ କେତେ ଦିନୁ ଏଠାରେ ପାଳିତ ହୋଇଥାଏ ଧନୁଯାତ୍ରା, ଶୀତଳଷଷ୍ଠୀ, ଶୁଲିଆ ଯାତ୍ରା ତଥା ବଳିଯାତ୍ରା । ଏ ସବୁ ଯାତ୍ରା ପ୍ରାୟ ସବୁ ସ୍ଥାନରେ ହୋଇଥାଏ…

~ ଭିକାରୀ ବଳ ~ ଲେଖା: ଅମୃତେଶ ଖଟୁଆ “ମାନ ଉଦ୍ଧାରଣ କର ହେ କାରଣ…”, “ଆହେ ନୀଳଗିରି…”, “ଚାଲ ସଖି ଆମ୍ଭେ ଦର୍ଶନ କରିବା…”, “ପୀତବାସ, ନିଃଶ୍ଵାସକୁ ନାହିଁରେ ବିଶ୍ଵାସ….”, “ମନରେ ହରିଭଜନ….”, “ଜଗାକାଳିଆ ନୀଳାଚଳିଆ…”, “ହରିବୋଲ ସଙ୍ଗେ ହୁଳହୁଳି ଦିଅ ହୋ ଭକତେ….” , “ମନ ପାରାରେ, ଶ୍ରୀକ୍ଷେତ୍ର ଯିବୁ ଉଡି ଉଡି…”…

ଲେଖା: ଡ଼ାଃ କୁମାର ଅରୋଜ୍ୟୋତି କାର୍ତ୍ତିକ ମାସ ଶୁକ୍ଳପକ୍ଷ ନବମୀ ତିଥି “ଅଁଳା ନବମୀ” ରୂପେ ପାଳିତ ହୁଏ। ଏହି ତିଥିରେ ଦାନ-ପୁଣ୍ୟାଦି କର୍ମ କଲେ ସୌଭାଗ୍ୟ ଅର୍ଜିତ ହୁଏ ବୋଲି ବିଶ୍ୱାସ ରହିଛି। ଏହି “ଅଁଳା ନବମୀ” ତିଥିରେ କରାଯାଇଥିବା ପୁଣ୍ୟାଦି କେବେହେଲେ କ୍ଷୟ ହୁଏନାହିଁ ବା ଅକ୍ଷୟ ରହିଥାଏ, ତେଣୁ ଏହାକୁ…

ଲେଖା: ବନ୍ଧନ ଦଳେଇ ଧର୍ମବିଶ୍ଵାସ ବସା ବାନ୍ଧିଥାଏ ମଣିଷର ଅବଚେତନ ମନରେ ! ଉପରେ ଧର୍ମକୁ ଯେତେ ଆଖିଠାର ମାରୁଥିଲେ ମଧ୍ୟ ମନ ଭିତରେ ସଂପୂର୍ଣ୍ଣ ଆସ୍ଥା ରଖେ ଧର୍ମ ଉପରେ, ଆଶାଭରସା ରଖେ ଠାକୁରଙ୍କ ଉପରେ ! ଲକ୍ଷ୍ମୀନାରାୟଣ, ରାଧାକୃଷ୍ଣ, ଶିବପାର୍ବତୀ, ଗୁରୁନାନକ, ଯୀଶୁ, ଆଲ୍ଲା ସଭିଙ୍କ ପାଖରେ ସେ କରେ କରୁଣାଭିକ୍ଷା !…

ଲେଖା: ଶ୍ରୀକାନ୍ତ ସିଂହ ~ ତା’ ସାଥେ ମୋର ଭାବ ~ ଏଇ ସନ ଦୋଳପୂର୍ଣ୍ଣିମାରେ ମୋର ଐତିହ୍ୟଦର୍ଶନ ବୁଲାରେ ମୁଁ ପିପିଲି ଜଟଣୀ ରାସ୍ତାରେ ଯାଇ ଚୁଡ଼ାଖିଆ ସୋମନାଥ, କାକୁଡ଼ିଆ ଗୋପୀନାଥ ଦେଖିଲା ପରେ ନିମାପଡ଼ା କାକଟପୁର ରାସ୍ତାରେ ଯାଇ ବୟାଳିଶବାଟିରେ ଗଙ୍ଗେଶ୍ୱରୀ ମନ୍ଦିର ବୁଲି ଦେଖିଲି l ସେଠାରୁ ଫେରିବା ବାଟରେ ଗୋପ…

ଲେଖା: ଅକ୍ଷୟ ଓଝା ଗାଁ ଖେଳପଡ଼ିଆ । ସ୍କୁଲରୁ ଫେରିବା ମାତ୍ରେ ହିଁ କ’ଣ ଦିଟା ଖାଇଦେଇ ସିଧା ପଡ଼ିଆରେ । ବେଶ କୋଳାହଳ ହେଇଯାଏ ଖେଳ ପଡିଆ । ବ୍ୟାଟ ବଲ୍ ଷ୍ଟମ୍ପ ସବୁ ପହଞ୍ଚିଯାଏ । ଦୁଇ ଭାଗରେ ବାଣ୍ଟି ଯାଆନ୍ତି ଖେଳାଳି । ଟସ୍ ପଡ଼େ । ବ୍ୟାଟିଂ ବାଲା ଗ୍ରୁପ୍…

ଲେଖା: ଜଗନ୍ନାଥ ଦୋରା ଐତିହ୍ୟ, କଳା, ସଂସ୍କୃତି ଓ ଧର୍ମସ୍ଥଳୀରେ ଭରା ଗରିମାମୟ ଗଞ୍ଜାମ ଜିଲ୍ଲାର ଅନନ୍ୟ ଏକ ଶକ୍ତିପୀଠ ହେଉଛି “ମା’ ତାରାତାରିଣୀ ମନ୍ଦିର” l ଏହି ତାରାତାରିଣୀ ମନ୍ଦିର ଓଡ଼ିଶାର ଗଞ୍ଜାମ ଜିଲ୍ଲାର ପୁରୁଷୋତ୍ତମପୁର ଠାରୁ ମାତ୍ର ୭ କିଲୋମିଟର ଏବଂ ଗଞ୍ଜାମର ପେଣ୍ଠସ୍ଥଳୀ ବ୍ରହ୍ମପୁର ସହର ଠାରୁ ୩୦ କିଲୋମିଟର ଦୂରରେ…

ଲେଖା: ବନ୍ଧନ ଦଳାଇ ପ୍ରାଚୀନ ପୁରାଣ ଶାସ୍ତ୍ରାଦିରେ ଉଲ୍ଲେଖ ଅଛି ଯେ, ସମଗ୍ର ପୃଥିବୀରେ ଶ୍ରୀପୁରୁଷୋତ୍ତମ ସଦୃଶ ପୂଣ୍ୟ କ୍ଷେତ୍ର ବିରଳ। ଉତ୍କଳ ଭୂଖଣ୍ଡର ରାଷ୍ଟ୍ର ଦେବତା ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଅବସ୍ଥିତି ଯୋଗୁଁ ଏହି କ୍ଷେତ୍ର ଏକ ଆଧ୍ୟାତ୍ମିକ ତୀର୍ଥସ୍ଥଳୀ ଭାବେ ବିଶ୍ୱବ୍ରହ୍ମାଣ୍ଡରେ ସୁପରିଚିତ। ଏପରିକି ଦାରୁବ୍ରହ୍ମସ୍ୱରୁପୀ ଶ୍ରୀଜଗନ୍ନାଥଙ୍କ ଲୀଳାସ୍ଥଳୀ ଶ୍ରୀପୁରୁଷୋତ୍ତମ କ୍ଷେତ୍ର ସର୍ବଜନାଦୃତ ହୋଇ ଅତ୍ୟନ୍ତ…