Physical Address
Sai Samarpanam, Satya Vihar, Bhubaneswar

ଲେଖା: ଦେଵ ତ୍ରିପାଠୀ ଭାରତବର୍ଷରେ ଉତ୍କଳ ଏହାର ପ୍ରାଚୀନ ଶିଳ୍ପକଳା ଓ ଶିଳ୍ପଚାତୁର୍ଯ୍ୟ ପାଇଁ ପ୍ରସିଦ୍ଧ । ଉତ୍କଳୀୟ କଳା ସଂସ୍କୃତିକୁ ବେଲଗୁଣ୍ଠାର ପିତଳମାଛ ଓ କାଠମାଛର ଦାନ ଅତୁଳନୀୟ। ଏହାର ସୂକ୍ଷ୍ମକଳା, କାରୁକାର୍ଯ୍ୟ ଉତ୍କଳର ନାମକୁ ସାର୍ଥକ କରିଛି । ସ୍କୁଲ ପାଠ୍ୟପୁସ୍ତକ, ସାମାଜିକ ବିଜ୍ଞାନ, ସାଧାରଣଜ୍ଞାନରେ ଲିଖିତ କଟକର ତାରକସି, ଭୁବନର କଂସାବାସନ,…

ଲେଖା: ଦେଵ ତ୍ରିପାଠୀ ନବମ ଶ୍ରେଣୀରେ ପାଠ ପଢୁଥିବା ବାଳକଟି ଛୁଟିରେ ଘରକୁ ଆସିଥାଏ । ହଠାତ୍ ଘରର ଛାତ ଉପରେ ଉଡି ଆସି ବସିଗଲା ପେଚାଟିଏ । ଅନେକ କହିଲେ ଏହା ଅଶୁଭ । କେହି କେହି ତାକୁ ଘଉଡାଇବା ପାଇଁ ପାଟିଗୋଳ କଲେ । ବାଳକଟି ମଧ୍ୟ ଟେକାଟିଏ ମାରିବାକୁ ଉଦ୍ୟତ ହେଲା…

ଲେଖା: ଦେଵ ତ୍ରିପାଠୀ ୧୯୩୬ ମସିହା, ଏପ୍ରିଲ ୨୮, ମଙ୍ଗଳବାର, ଲକ୍ଷ୍ମୀ ଟକିଜ୍, ପୁରୀ । ସେଦିନ ଥିଲା ଜାତୀୟଗୌରବ କୁଳବୃଦ୍ଧ ମଧୁସୂଦନଙ୍କ ପବିତ୍ର ଜନ୍ମତିଥି । ସ୍ବତନ୍ତ୍ର ଉତ୍କଳପ୍ରଦେଶ ଗଠନର ସୁଖଦ ଅନୁଭଵ ଆଣିଦେଇଛି ଓଡିଆଙ୍କୁ । ସେଭଳି ଖୁସିକୁ ଦ୍ଵିଗୁଣିତ କରିବା ପାଇଁ ଏଇ ଦିନରେ ଓଡ଼ିଆଙ୍କୁ ମିଳିଛି ଏକ ସ୍ବତନ୍ତ୍ର ଉପହାର,…