ପଦ୍ମପୋଖରୀର ଗାଁ କଣ୍ଟିଗଡ଼ିଆ
ଲେଖା: ତରୁଣ କୁମାର ରଥ ପିଲାଙ୍କୁ ‘ଗାଁ’ର ଚିତ୍ର ଆଙ୍କିବା ପାଇଁ ମାଷ୍ଟ୍ରେ କହିଛନ୍ତି। କାଗଜ ଉପରେ ରଙ୍ଗ ପେନ୍ସିଲରେ ଆଙ୍କି ହେଇ ଯାଉଛି ଛବି। କୁଞ୍ଚୁକୁଞ୍ଚିଆ […]
ଲେଖା: ତରୁଣ କୁମାର ରଥ ପିଲାଙ୍କୁ ‘ଗାଁ’ର ଚିତ୍ର ଆଙ୍କିବା ପାଇଁ ମାଷ୍ଟ୍ରେ କହିଛନ୍ତି। କାଗଜ ଉପରେ ରଙ୍ଗ ପେନ୍ସିଲରେ ଆଙ୍କି ହେଇ ଯାଉଛି ଛବି। କୁଞ୍ଚୁକୁଞ୍ଚିଆ […]
ଲେଖା: ସୁବ୍ରତ କୁମାର ନାୟକ ପ୍ରତି ମଣିଷ ନୂଆକରି ପୃଥିବୀକୁ ଅତିଥି ହୋଇ ଆସିଥିବା ସମୟରେ ତା’ର ପ୍ରଥମ ଶିକ୍ଷକ ମା’। ମା’ର ଭାଷା ମାତୃଭାଷା। ସମସ୍ତଙ୍କ
ଲେଖା: ଅବିନାଶ ପତି ତିଗିରିଆ ଗଡ଼ଜାତ ରାଜାଙ୍କ କାହାଣୀ। ବିଳାସପୂର୍ଣ୍ଣ ରାଜମହଲରୁ ଆରମ୍ଭ ହୋଇ ମାଟିକୁଡ଼ିଆରେ ଶେଷ ହେଲା । ଆଜି ଆମେ ଓଡ଼ିଶାର ଏମିତି ଜଣେ
ଲେଖା: ସୁଚେତା ପ୍ରଧାନ ଚନ୍ଦ୍ରାକିତ ରଜନୀ। କୁହୁଡିର ମଳିନ ଆସ୍ତରଣ ତଳେ ରୂପେଲି ଜ୍ୟୋତ୍ସ୍ନା ସୃଷ୍ଟି କରୁଥାଏ ଏକ ଅପରୂପ ମାୟା। ରାତି ପାହିଲେ ମହା କାର୍ତ୍ତିକର
ବଙ୍ଗଳା, ବିହାର ଓ ତେଲେଙ୍ଗାମାନଙ୍କର ଓଡ଼ିଆ ଭାଷା ପ୍ରତି ଯେଉଁ ଅସୂୟା ଭାବ ଥିଲା, ତାହାକୁ ସେମାନଙ୍କ ଆଗରେ ବୀରଦର୍ପରେ ବଖାଣିବା ନିମନ୍ତେ ସେ ଓଡ଼ିଆ ଭାଷାର ସ୍ଥାୟିତ୍ୱ ଓ ଅବିନଶ୍ୱର ରୂପକୁ ପ୍ରତିଷ୍ଠିତ କରାଇଥିଲେ । ଏଇ ମାଟିର ଭାଷା ବଦଳରେ ସମ୍ବଲପୁରରେ ହିନ୍ଦୀଭାଷା ଏବଂ ଗଞ୍ଜାମରେ ତେଲୁଗୁଭାଷା ପ୍ରୟୋଗର ଘୋର ବିରୋଧ ତଥା ପତ୍ରିକା ମାଧ୍ୟମରେ ସଂଗ୍ରାମର ବାର୍ତ୍ତାପ୍ରେରଣ କରି ସେ ମଧ୍ୟ ଆକ୍ରୋଶର ଶିକାର ହୋଇଥିଲେ ହୀନମନା ହିନ୍ଦୀଭାଷୀ ଓ ତେଲେଙ୍ଗାମାନଙ୍କର । କେବଳ ଦେଶଗଠନ ପାଇଁ ଯେ ତାଙ୍କର ଭୂମିକା ଥିଲା ଗୁରୁତ୍ଵପୂର୍ଣ୍ଣ ତାହା ନୁହେଁ, ବ୍ରିଟିଶ ସରକାର ବିରୋଧରେ ପତ୍ରିକା ମାଧ୍ୟମରେ ରଣହୁଙ୍କାର ଦେଇ ଓ ଜନଜାଗରଣ ସୃଷ୍ଟି କରି ସେ ବ୍ରିଟିଶ ସରକାରର ବନିଯାଇଥିଲେ ମହାଶତ୍ରୁ . .