Search Results for ମନୋଜ ଦାସ

ମଧୁ-ବାଣୀ

ସୌରଭିତ ସୃଷ୍ଟି: ଜାତୀୟଗୌରବ କୁଳବୃଦ୍ଧ ମଧୁସୂଦନ ଦାସ କିଏ କହେ ତାଙ୍କୁ ଶତାବ୍ଦୀର ସୂର୍ଯ୍ୟ, କିଏ କହେ ଜାତିଐରାବତ, କିଏ କହେ ଉତ୍କଳଗୌରବ, କିଏ କହେ ଓଡ଼ିଶାର ମୁକୁଟବିହୀନ ସମ୍ରାଟ, କିଏ କହେ ଏ ଜାତି ଗାଲମାଧବ, କିଏ କେତେ କ’ଣ ଉପାଧି/ନାମରେ ନାମିତ କରାନ୍ତି ସେହି ଉତ୍କଳ ଖଣ୍ଡର ଅଗ୍ର ସାରଥୀଙ୍କୁ ! ତେବେ ଏ ଜାତିର ପ୍ରମୁଖ ଭାଷ୍ୟକାର ଆମର…

ମଧୁବାବୁ ସଙ୍ଗେ ଲଢ଼ିବି

ସୌରଭିତ ସୃଷ୍ଟି: କାଳନ୍ଦୀଚରଣ ପାଣିଗ୍ରାହୀ ~ ମଧୁବାବୁ ସଙ୍ଗେ ଲଢ଼ିବି ~ ଆମ ଗାଁ ଉପ୍ରା ସ୍କୁଲର ହେଡ଼ମାଷ୍ଟର ରାମ କକେଇ ଥିଲେ ଭୟ ଓ ଆତଙ୍କର ଏକ ପ୍ରତିମୂର୍ତ୍ତି । ସ୍କୁଲଘରେ ସେ ଚିତ୍କାର କଲାବେଳେ ଗାଁଆଟା ଯାକ ଦୁଲୁକି ଉଠେ । ଛାତ୍ରଛାତ୍ରୀଙ୍କଠାରୁ ଆରମ୍ଭ କରି ତାଙ୍କର ମାତାପିତା ଅଭିଭାଵକ ପର୍ଯ୍ୟନ୍ତ କାହାକୁ…

ଉଦୟନାଥ ଷଡ଼ଙ୍ଗୀ

ଲେଖା: ଶିଶିର ସାହୁ ମନୋଜ ସଂଗ୍ରାମୀକଵି ଶ୍ରୀ ଉଦୟନାଥ ଷଡ଼ଙ୍ଗୀ ! ଓଡ଼ିଶାରେ ଏମିତି ଅନେକ କଵି ଲେଖକ ଓ ସ୍ଵାଧୀନତା ସଂଗ୍ରାମୀ ଜନ୍ମ ଲଭିଛନ୍ତି ଯାହାଙ୍କ ଵିଷୟରେ ଵର୍ତ୍ତମାନର ଯୁଵପିଢି଼ ଜାଣିଵା ତ ଦୂରେ ଥାଉ ତାଙ୍କ ନାମ ସୁଦ୍ଧା ଜାଣି ନଥାନ୍ତି । ଏକଵିଂଶ ଶତାବ୍ଦୀରେ ଓଡ଼ିଶାର ଯୁଵପିଢି଼ କ୍ରମଶଃ ହିନ୍ଦୀ ଓ…

ବାଇନ

ଗବେଷଣା ଓ ଉପସ୍ଥାପନା: ଶିଶିର ସାହୁ ମନୋଜ ~ ଓଡ଼ିଆ ଭାଷାର ନିଆରା ଶବ୍ଦ ବାଇନ~  ଓଡ଼ିଆ ଭାଷାରେ ବାଇନ ବୋଲି ଶବ୍ଦଟିଏ ଅଛି କିନ୍ତୁ ଏ ଶବ୍ଦଟି ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ସ୍ଥାନ ପାଇନାହିଁ କି ପୁରାତନ ସାହିତ୍ୟରେ ମଧ୍ୟ ବାଇନ ଶବ୍ଦ ଵ୍ୟଵହାର ହୋଇଥିଵା ଜଣାଯାଏ ନାହିଁ । ସମ୍ଭଵତଃ ପ୍ରାୟ ଶହେ ଵର୍ଷ…

ମାଇପ

ଗବେଷଣା ଓ ଉପସ୍ଥାପନା: ଶିଶିର ସାହୁ ମନୋଜ ମାଇପ: ଓଡ଼ିଆ ଭାଷାର ଏକ ନିଆରା ଶବ୍ଦ । ତିନି ଅକ୍ଷରେ ଯେ ଅଟଇ ସ୍ତ୍ରୀଙ୍କର ନାମ ପ୍ରଥମ ଅକ୍ଷରେ ମାଆ ପଦ ବ୍ରହ୍ମ ଦୁଇ ଅକ୍ଷରେ ଆଇ ତିଜ ଅକ୍ଷରେ ପୁଅ, ଏ ଵିଧିରେ ସ୍ତିରୀଙ୍କି ଗୋ ଲାଗିଲା ବଡ଼ ସ୍ନେହ ।। (ଵନପର୍ଵ, ମହାଭାରତ)…

ବାଣ

ଲେଖା: ଶିଶିର ସାହୁ ମନୋଜ କିଛି ବୁଦ୍ଧିଜୀବୀ ଫେସବୁକ୍ ମାଧ୍ୟମରେ ପ୍ରଚାର କରୁଛନ୍ତି ଯେ ଓଡ଼ିଆ ଭାଷାଟା ନିତାନ୍ତ ଅଵୈଜ୍ଞାନିକ ଭାଷା କାରଣ ଓଡ଼ିଆ ଭାଷାରେ fire crackersକୁ ବାଣ କୁହନ୍ତି କିନ୍ତୁ ଭାରତର ହିନ୍ଦୀ ଭଳି ତଥାକଥିତ ମହାନ ମହାନ ଭାଷାରେ ବାଣର ଅର୍ଥଟା ତୀର ଵା ଶର ଅଟେ । ଆମେ ଫଟକା…

ଚାଚେରୀ ଲୀଳା

ଲେଖା: ନିରଞ୍ଜନ ସାହୁ ଓଡ଼ିଆ ସାହିତ୍ୟରେ କବି ଶରଣ ଦାସ ବେଶୀ ପରିଚିତ ନୁହନ୍ତି । ସେ ସପ୍ତଦଶ ଶତାବ୍ଦୀର କବି, ବୈଷ୍ଣବ ମତବାଦୀ । ଜଗନ୍ନାଥଙ୍କ ଚାଚେରୀ ଲୀଳା ଦେଖିବାକୁ ଯାଇଥିଲେ ଶ୍ରୀକ୍ଷେତ୍ର । ଯାହା ଦେଖିଥିଲେ ତାହାର ଅବିକଳ ବର୍ଣ୍ଣନା କରିଛନ୍ତି ତାଙ୍କର ରଚିତ ଏକ ମାତ୍ର ଗ୍ରନ୍ଥ ‘ଚାଚେରୀ ଲୀଳା’ରେ ।…

ଓଡ଼ିଆ ଵର୍ଣ୍ଣମାଳାରେ ଅକ୍ଷର ସଂଖ୍ୟା

ଉପସ୍ଥାପନା: ଶିଶିର ସାହୁ ମନୋଜ ଗୋଟାଏ ମହତ୍ତ୍ୱପୂର୍ଣ୍ଣ ପ୍ରଶ୍ନକୁ ନେଇ ଓଡ଼ିଶାର ବୁଦ୍ଧିଜୀଵୀ ମହଲରେ ବାରମ୍ବାର ଆଲୋଚନା ପର୍ଯ୍ୟାଲୋଚନା ଚାଲୁଥାଏ ।   ତାହା ହେଲା ! “ଓଡ଼ିଆ ଵର୍ଣ୍ଣମାଳାରେ ଅକ୍ଷର ସଂଖ୍ୟା କେତେ ? କେତୋଟି ମାତ୍ରା ଵା କାର ଓ କେତେଗୋଟି ଫଳା ରହିଛି ?” ଏ ଵିଷୟରେ ଏକ ଗବେଷଣାଲବ୍ଧ ତଥ୍ୟ ଏଠାରେ…

ଓଡ଼ିଆ ଭାଷାର ଜନକ

ଗବେଷଣା ଓ ଉପସ୍ଥାପନା: ଶିଶିର ସାହୁ ମନୋଜ କିଛି ଲୋକ ସାରଳା ଦାସଙ୍କୁ ଓଡ଼ିଆ ଭାଷାର ଜନକ କହି ବୁଲୁଛନ୍ତି ! ମାତ୍ର ଏହା ଠିକ୍ ନୁହେଁ ! ପ୍ରାକୃତିକ ଭାଷାକୁ ପ୍ରାକୃତ କୁହାଯାଏ ସେଥିପାଇଁ ଜଗନ୍ନାଥ ଦାସ ଆଦି ଅନେକ କବି ଓଡ଼ିଆ ଭାଷାକୁ ପ୍ରାକୃତ ବିବେଚିତ କରିଛନ୍ତି ! କୃତ୍ରିମ ଭାଷାଗୁଡ଼ିକୁ ଜଣେ…

ଗଙ୍ଗା ଗୋଦାବରୀ

ସୌରଭିତ ସୃଷ୍ଟି: କୁଳବୃଦ୍ଧ ମଧୁସୂଦନ ଦାସ କୁଳବୃଦ୍ଧ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଅମଳିନ ରଚନା ଗଙ୍ଗା ଗୋଦାବରୀ I ଗଙ୍ଗା ଗୋଦାବରୀ ଯମୁନା କାବେରୀ ପୂଜା ପାଇ ନାନା ଘାଟେ ଛାଡି଼ ନିଜ ମାନ ଲୋଡି଼ ଜାତିପ୍ରାଣ ପ୍ରବେଶିଲେ ସିନ୍ଧୁତଟେ । କୋଟି ଜଳବିନ୍ଦୁ ମିଶି ହୋଇ ସିନ୍ଧୁ ଦେଖାଉଛି ଜାତି ବଳ ତଟ ସୀମା…