Search Results for ପଣ୍ଡିତ ନୀଳକଣ୍ଠ ଦାସ

ସାହିତ୍ୟିକ ଚନ୍ଦ୍ରଶେଖର ରଥ

ଲେଖା: ଅମ୍ବିକା ପଟ୍ଟନାୟକ ~ ସାହିତ୍ୟିକ ଚନ୍ଦ୍ରଶେଖର ରଥ ~ “ନୀଳକଣ୍ଠ ତ୍ରିପାଠୀ ୟାପ ପଣ୍ଡିତ ! ମାତ୍ର କି ପଣ୍ଡିତ ସେ ? ସେଇଟା କଣ ଜାଣେ ?… କାହାକୁ ଭଲା ଜଣା ଅଛି?.. ଏ ପରା ଚକ୍ରକୂଟ ମାୟା l ପଣ୍ଡିତ ଅପଣ୍ଡିତ ସମସ୍ତେ ଅଠାକାଠିର ଶୁଆ l ଅଳ୍ପ ବହୁତ ସମସ୍ତେ କାଣ୍ଡିଆ…

କେଦାରନାଥ ମହାପାତ୍ର

ଲେଖା: ନିରଞ୍ଜନ ସାହୁ କଥାରେ ଅଛି, “ଆଳୁ ଖୋଳୁ ଖୋଳୁ ମହାଦେବ !” ମନରେ ଆଶା ବାନ୍ଧିଥିବା ଗୋଟିଏ କ୍ଷୁଦ୍ରାତିକ୍ଷୁଦ୍ର ବସ୍ତୁ ପାଇଁ ଶ୍ରମ କରିବା ବେଳକୁ ତା’ଠାରୁ ଅନେକ କିଛି ଅଧିକ ମିଳିଗଲେ ଆଶା ଆଉଟିକେ ବଢ଼େ, ସମ୍ଭାବନା ଦୁଇ ଗୁଣ ହୋଇଯାଏ ଏବଂ ମହାନନ୍ଦ ଭରିଯାଏ ମନରେ । ଏବେ ଟିକେ ଆସନ୍ତୁ…

ଉପେନ୍ଦ୍ର ଭଞ୍ଜ

ଗବେଷଣା ଓ ଲେଖା: ସନ୍ତୋଷ ପଟ୍ଟନାୟକ କବିସମ୍ରାଟ ଉପେନ୍ଦ୍ରଭଞ୍ଜ । ଷୋଡ଼ଶ ଶତାବ୍ଦୀରେ ପୁରାତନ ରାଜଶାସିତ ଘୁମୁସୁରର କୁଲାଡ଼ଠାରେ ଜନ୍ମିତ ରୀତିଯୁଗର ଜଣେ ଓଡ଼ିଆ କବି । ତାଙ୍କର ପାଣ୍ଡିତ୍ୟପୂର୍ଣ୍ଣ ସାହିତ୍ୟ କୃତି ପାଇଁ ତାଙ୍କୁ କବିସମ୍ରାଟ ଉପାଧିରେ ଭୂଷିତ କରାଯାଇଅଛି । ଓଡ଼ିଆ ସାହିତ୍ୟରେ ଥିବା ଅସଂଖ୍ୟ କବିଙ୍କ ମଧ୍ୟରେ ସେ ଅସାଧାରଣ ପ୍ରସିଦ୍ଧି…

ଉତ୍କଳମଣିଙ୍କ ଦେହାବସାନ

~ ଉତ୍କଳମଣିଙ୍କ ଦେହାବସାନ ~ ଲେଖା: ଅମୃତେଶ ଖଟୁଆ ୧୯୨୮, ଏପ୍ରିଲ ୨୨ ତାରିଖ ! ‘ଲୋକସେବକ ମଣ୍ଡଳ‘ ବାର୍ଷିକ ଅଧିବେଶନ ପାଇଁ ସମସ୍ତେ ପହଞ୍ଚିଲେ। ତିନି ଦିନିଆ ଅଧିବେଶନ ଶେକୁ ୨୫ ତାରିଖରେ ସରିଲା। ଉତ୍କଳମଣି ନିର୍ବାଚିତ ହୋଇଲେ ‘ଲୋକସେବକ ମଣ୍ଡଳ’ର ଉପସଭାପତି ରୂପେ ନିର୍ବାଚିତ ହୋଇଲେ। କୌଣସି ଓଡ଼ିଆ ଏହିପରି ଏକ ବଡ଼…

ରାୟବାହାଦୁର ଲକ୍ଷ୍ମୀଧର ମହାନ୍ତି (Laxmidhara Mohanty)

ଲେଖା: ଅମୃତେଶ ଖଟୁଆ ରାୟବାହାଦୁର ଲକ୍ଷ୍ମୀଧର ମହାନ୍ତି ଥିଲେ ଉତ୍କଳ ସମ୍ମିଳନୀର ଅନ୍ୟତମ ନେତା ତଥା ବିଚ୍ଛିନ୍ନାଞ୍ଚଳର ଏକତ୍ରୀକରଣର ବିଶିଷ୍ଟ ପ୍ରବକ୍ତା । କେନ୍ଦ୍ରାପଡା ଜିଲ୍ଲା ଅନ୍ତର୍ଗତ ପଟ୍ଟାମୁଣ୍ଡାଇ ଥାନାର ବାଙ୍କେଶ୍ଵର ଗ୍ରାମରେ ୧୮୮୪ ମସିହା ମେ ମାସ ୧୬ ତାରିଖରେ ଜନ୍ମଗ୍ରହଣ କରିଥିଲେ ଲକ୍ଷ୍ମୀଧର ମହାନ୍ତି। ପିତା ଥିଲେ ନିଶାମଣି ପଟ୍ଟନାୟକ। ଆବାଲ୍ୟ ପ୍ରତିଭାଧର…

କବିକୁଳ କଞ୍ଜ ଉପଇନ୍ଦ୍ର ଭଞ୍ଜ

ଉପେନ୍ଦ୍ର ଭଞ୍ଜଙ୍କ ସବୁ କ୍ଲିଷ୍ଟତା ଓ ଦୁର୍ବୋଧ୍ୟତା ସତ୍ତ୍ୱେ, ତାହାର ଅନ୍ତର୍ନିହିତ ସାଙ୍ଗୀତିକତା ଓଡ଼ିଆଙ୍କ ହୃଦୟରେ ଓ ଓଡ଼ିଶାର ପୁରପଲ୍ଲୀରେ ଜନସାଧାରଣଙ୍କୁ ଆଦୃତ କରି ରଖିଅଛି। ତାଙ୍କର ପ୍ରଭାବ ଦୀର୍ଘ ଦୁଇ ଶତାବ୍ଦୀ ଧରି କ୍ଲାନ୍ତହୀନ ଭାବେ ଆଗକୁ ଆଗକୁ ଚାଲିଛି। ସେଇଥିପାଇଁ ସେ ଯଶଦେହୀ, କବିସମ୍ରାଟ . .

ସଦାଶିବ ମିଶ୍ର

~ ସଦାଶିବ ମିଶ୍ର ~ ଲେଖା: ଅମୃତେଶ ଖଟୁଆ ଓଡ଼ିଶାର ମାଟି ସବୁବେଳେ ବପୁସ୍ଫୀତ କରି ଆଜି ନାନାବିଧ ଦୁର୍ବିପାକ ଓ ନିଷ୍ପେସନ ସତ୍ତ୍ଵେ ବୀରପୁତ୍ରମାନଙ୍କ ପାଇଁ ନିର୍ଭୀତା ହୋଇ ଦଣ୍ଡାୟମାନ ସମଗ୍ର ବିଶ୍ଵାୟିତ ମଞ୍ଚାସନରେ। କେବଳ ଯେ ମହାଭାରତୀୟ ସ୍ରୋତରେ ଏହାର ପ୍ରବାହ ବାରିତ, ବରଞ୍ଚ ବିଶ୍ଵକ୍ଷେତ୍ରର ପରିମିତ ସ୍ଥଳରେ ଏକ ଅପ୍ରତ୍ୟାଶିତ ନବଦିଗନ୍ତ…

ଗୋଦାବରୀଶ ମହାପାତ୍ର

ଉପସ୍ଥାପନା: ନିରଞ୍ଜନ ସାହୁ ପିଲାଦିନେ ସେ ଥିଲେ ଚଞ୍ଚଳ ପ୍ରକୃତିର। ପାଠ ପଢ଼ାରେ ମନ ଊଣା। ଚାଟଶାଳୀରେ ଅବଧାନଙ୍କ ପାଖରେ ବସି ରହି, ପାଠ ମୁଖସ୍ଥ କରିବାକୁ ଆଗ୍ରହ ଏକରକମ ଶୂନ୍ୟ। ଚାହାଳୀରୁ ଲୁଚି ପଳାଇବା ବେଳେ ଅବଧାନ ପଠାଉଥିଲେ ଅନ୍ୟ ବଡ଼ ପିଲାଙ୍କୁ ଧରି ଆଣିବା ପାଇଁ। ସେ କିନ୍ତୁ ବିଜୁଳି ବେଗରେ ଧାଇଁ…

ସତ୍ୟବାଦୀ ବନବିଦ୍ୟାଳୟ

ଲେଖା: ଦେଵ ତ୍ରିପାଠୀ ୧୯୧୩ ମସିହା ଖରାଦିନ । ଓଡ଼ିଶା ମାଟିର ଜାତୀୟଗୌରବ ଶତାବ୍ଦୀର ସୂର୍ଯ୍ୟ କୁଳବୃଦ୍ଧ ମଧୁସୂଦନ ଦାସ ଆସି ସବୁକିଛି ବୁଲି ଦେଖୁ ଦେଖୁ ପ୍ରଶଂସା ମୁଖରିତ ହୃଦୟରେ କହିପକାଇଲେ, “ଏ ମାଟିରେ ନାଳନ୍ଦାଟିଏ ଠିଆ କରିଦେଲ ଗୋପବନ୍ଧୁ ! ଏ ବିଦ୍ୟାଳୟକୁ ତ ଇଟାପଥର କି ଟଙ୍କାରେ ଗଢିନ; ରକ୍ତ, ମାଂସ…