Search Results for ଗୋବିନ୍ଦ ରଥ

କହଇ ଦାସ ଜଗନ୍ନାଥ

~ କହଇ ଜଗନ୍ନାଥ ଦାସ ~ ଲେଖା: ଅମୃତେଶ ଖଟୁଆ “ତୋଷ ନୁହଁଇ ମୋର ଚିତ୍ତ, କହଇ ଦାସ ଜଗନ୍ନାଥ” II ଭାରତବର୍ଷର ଉତ୍ତର ଦକ୍ଷିଣ ସଂସ୍କୃତିକୁ ପୂର୍ବ ଏସିଆ ମହାଦେଶର ଅନୁଭାଗ ସହିତ ସାମୁଦ୍ରିକ ସମ୍ପର୍କ ଘେନି ଯୋଡୁଥିବା ଏକ ଭୂମିର ପ୍ରାଚୀନ ଅବତାରଣା ― ସେ ଉତ୍କଳ, ସେ କଳିଙ୍ଗ ଓ ଉଡ୍ର…

ନିଆଳି

~ ପ୍ରାଚୀ ଅଧିତ୍ୟକାରେ ଶିଶିରାବସର: ନିଆଳି ମାଧବ ~ ଲେଖା: ଅମୃତେଶ ଖଟୁଆ ସେଦିନ ପ୍ରଥମାଷ୍ଟମୀ । ମଗୁଶିର ବାର ପାହାନ୍ତି କାଳ ଆଗତ । ଶୀତାଭ ଋତୁର ଶ୍ୟାମାୟିତ ସ୍ପର୍ଶ ତଳେ ଖରାର କୋପ ଅନୁଭବଯୋଗ୍ୟ ମନେ ହୁଏନାହିଁ । ସେ ଯେ କାକର ଭିଜା ହରିତ ପଲ୍ଲବଦୋଳରେ ଆପଣା ବିଚ୍ଛୁରିତ ଶୋଭାକୁ ଲୋଟାଇ…

ସୁରମଣି ରଘୁନାଥ ପଣିଗ୍ରାହୀ

ଲେଖା: ତେଜସ୍ବ ତ୍ରିପାଠୀ ~ ସୁରମଣି ରଘୁନାଥ ପଣିଗ୍ରାହୀ ~ ସଂଗୀତର ସାତ ସୁର ଥିଲା ତାଙ୍କ ରସନାଗ୍ର ନର୍ତ୍ତକ l ତାଙ୍କ ଦଶାବତାର ଗାୟନରେ ଶ୍ରୋତା ହୁଅନ୍ତି ସମ୍ମୋହିତ l ସେ ଉତ୍କଳର ଅଳଙ୍କାର ଆଉ ଉତ୍କଳୀୟଙ୍କ ଅଂହକାର l ସେ ଆଉ କେହି ନୁହନ୍ତି ସଙ୍ଗୀତର ମଣି ସୁରମଣି ରଘୁନାଥ ପଣିଗ୍ରାହୀ l…

ଦକ୍ଷିଣକାଳୀ ମନ୍ଦିର

ଲେଖା: ତ୍ରିଲୋଚନ ସ୍ୱାଇଁ ~ ଦକ୍ଷିଣକାଳୀ ମନ୍ଦିର ଓ ଦୁର୍ଗାମାଧବ ମନ୍ଦିର ~ ଗ୍ରାମ ବୀରଗୋବିନ୍ଦପୁର ଶାସନ, ସତ୍ୟବାଦୀ, ଜିଲ୍ଲା ପୁରୀ ଅନନ୍ତ ଓ ଅସୁମାରୀ କୀର୍ତ୍ତିରାଜିରେ ଭରା ଆମ ଏ ଓଡ଼ିଶା ଭୂଖଣ୍ଡ l କୋଣାନୁକୋଣରେ ତା’ର କେତେ ଯେ ଦେଉଳ, କେତେ ମଠ ଓ ମନ୍ଦିର l ଧର୍ମ, ସାହିତ୍ୟ, ସଂସ୍କୃତି, ନୃତ୍ୟ…

ଶ୍ରୀଜଗନ୍ନାଥ ମନ୍ଦିର ନିର୍ମାଣ

ଲେଖା: ଅମ୍ବିକା ପଟ୍ଟନାୟକ ~ ଶ୍ରୀଜଗନ୍ନାଥ ମନ୍ଦିର ନିର୍ମାଣ ~ ଶ୍ରୀଜଗନ୍ନାଥ ଆମ ଅସ୍ମିତାର ପ୍ରତୀକ l ତାଙ୍କ ମନ୍ଦିର ଶ୍ରୀମନ୍ଦିର, ଦାଣ୍ଡ ବଡ଼ଦାଣ୍ଡ, ପ୍ରସାଦ ମହାପ୍ରସାଦ, ବାନା ପତିତପାବନ l ଧର୍ମଶାସ୍ତ୍ର, କିମ୍ବଦନ୍ତୀ ଅନୁସାରେ ଇନ୍ଦ୍ରଦ୍ୟୁମ୍ନ ଆଦ୍ୟ ମନ୍ଦିର ନିର୍ମାତା ଥିଲେ ହେଁ ବର୍ତ୍ତମାନ ଆମେ ଯେଉଁ ଶ୍ରୀବତ୍ସ ଖଣ୍ଡାଶାଳ ପ୍ରାସାଦ ଶ୍ରୀମନ୍ଦିର ଦେଖୁଛୁ…

ଦକ୍ଷିଣଚଣ୍ଡୀ ମନ୍ଦିର

ଲେଖା: ଶ୍ରୀକାନ୍ତ ସିଂହ ~ ମନ୍ଦିରମାଳିନୀ ଆଠଗଡ଼ ଗଡ଼ଜାତର ସଂକ୍ଷିପ୍ତ ଇତିହାସ ଓ ଦକ୍ଷିଣଚଣ୍ଡୀ ମନ୍ଦିର ~ ଓଡ଼ିଶାର ଛବିଶ ଗୋଟି ଗଡ଼ଜାତ ରାଜ୍ୟମାନଙ୍କ ମଧ୍ୟରେ ଆଠଗଡ଼ ଗଡ଼ଜାତ ହେଉଛି ଅନ୍ୟତମ l ଏହାର ସ୍ୱତନ୍ତ୍ରତା ହେଲା ଏହି ଗଡ଼ଜାତ ରାଜ୍ୟର ରାଜବଂଶ ଜାତିରେ କରଣ ଥିଲେ l ଏଣୁ ଆଠଗଡ଼ ରାଜଗାଦିକୁ କରଣ ରାଜଗାଦି…

ତାକରଡ଼ା ଗୁଳିକାଣ୍ଡ

ଲେଖା: ଅମ୍ବିକା ପଟ୍ଟନାୟକ ~ ବିସ୍ମୃତପ୍ରାୟ ତାକରଡ଼ା ଗୁଳିକାଣ୍ଡ ~ “ଏଡିକି ସେ ଅମାନିଆ ପିଲା ଫଉଜର ଗୁଳି ଗୋଳା, ରଜା ଝଡ଼ କିଛି ନ ମାନିଲା ଧୂଳି ଖେଳ ଛାଡ଼ି ଗୁଳି ଆଗେ ଜୀବନକୁ ହସି ହସି ଦେଲାସିନା ବାଢ଼ି” l ନା . . ତା ପାଇଁ କୌଣସି ସଚି ରାଉତରାୟ ଏମିତି…

ଦେଶୋ ନାସ୍ତି ମହୀତଳେ

ଲେଖା: ତେଜସ୍ୱ ତ୍ରିପାଠୀ ~ ଦେଶୋ ନାସ୍ତି ମହୀତଳେ ~ ତୁଙ୍ଗ-ଶିଖରୀ, କୁଞ୍ଜ-କାନନ, ପୁଣ୍ୟ-ଜଳଧିର ତ୍ରିବେଣୀ ସଂଗମ ଆମ ଉତ୍କଳ l ପୂତ ପୟୋନିଧିର ପବିତ୍ରଜଳ ସ୍ପର୍ଶରେ ପ୍ରତି ଧୂଳି କଣା ଏହାର ପତିତପାବନୀ l ଏ ସେହି ଭୂମି ଯେଉଁଠାରେ ପାଦ ପକେଇ ଶିବଙ୍କ ବ୍ରହ୍ମହତ୍ୟା ପାପମୋଚନ ହୋଇଛି ଆଉ ଚଣ୍ଡା ଶୋକ ଧର୍ମାଶୋକ…

ଆମ ଲୋକସାହିତ୍ୟ

ଲେଖା: ଦେଵ ତ୍ରିପାଠୀ ~ ଆମ ଲୋକସାହିତ୍ୟ ~ “ସାଧୁସନ୍ଥ ଜନଙ୍କର ପରମ କାରଣ ଦୁଷ୍ଟ ଜନଙ୍କର ଗର୍ବର ଗଞ୍ଜନ, ସନ୍ଥ ପ୍ରାଣୀଙ୍କର ଆରତ ତରୁଥିବ ରାମ ରାମ ବାଇଲେ କି ଛାଡିଯିବ ପାପ ଏ ଘଟରୁ ମୁକ୍ତ କର ହେ ପ୍ରଭୁ ରାମ ସଦା ତୁଣ୍ଡେ ନେଉ ଅଛି ତୁମ୍ଭରି ହେ ନାମ ।”…

ଉତ୍କଳଗୌରବ ମଧୁସୂଦନ ଦାସ

ଲେଖା: ଅଂଶୁମାନ ମହାରଣା ~ ସାମ୍ପ୍ରଦାୟିକ ପନ୍ଥବାଦୀ ଚେତନା ଓ ଉତ୍କଳଗୌରବ ମଧୁସୂଦନ ଦାସ ~ ଓଡ଼ିଆ ଜାତୀୟତାବାଦର ଭୀଷ୍ମ ପିତାମହ ଭାବରେ ପରିଚିତ ଶ୍ରଦ୍ଧେୟ ମଧୁବାବୁ ଖଣ୍ଡବିଖଣ୍ଡିତ ଉତ୍କଳ ଜନନୀକୁ ଏକତ୍ର କରାଇବା ଲାଗି ଯେଉଁ ସଂଗ୍ରାମ ଆରମ୍ଭ କରିଥିଲେ, ସେଇ ସଂଗ୍ରାମ କାରଣରୁ ଜୀବିତ ଅଛି ଓଡ଼ିଆ ବିଶେଷଧାରୀ ଜାତି । ଅସ୍ତିତ୍ୱ…