Physical Address
Sai Samarpanam, Satya Vihar, Bhubaneswar

ଲେଖା: ଷ୍ଟାଲିନ୍ କୁମାର ରାଉତ ସେ କାଳର କଥା । ଆଜକୁ ପ୍ରାୟ ୪୦୦ ବର୍ଷ ପୂର୍ବେ ଓଡ଼ିଶାରେ ଗଜପତି ପ୍ରତାପରୁଦ୍ରଦେବ ଶାସନ କରୁଥିଲେ । ତାଙ୍କର ଜଣେ ମନ୍ତ୍ରୀ ଥିଲେ ସୋମନାଥ । ଏହି ମନ୍ତ୍ରୀଙ୍କର ପୁଅ ଥିଲେ ପଞ୍ଚସଖାଙ୍କ ମଧ୍ୟରୁ ଅନନ୍ୟ ସଖା ମହାପୁରୁଷ ତଥା ଜଗନ୍ନାଥଙ୍କର ଅଭିମାନି ଭକ୍ତ ବଳରାମ ଦାସ…

ଲେଖା: ମିହିର ପଟ୍ଟନାୟକ ଓଡ଼ିଆ ଘରର ସବୁ ପର୍ବପର୍ବାଣୀ ଜଗନ୍ନାଥଙ୍କ ସହ ଯୋଡି ହୋଇରହିଛି। ଯାହା ଘରେ ଘରେ ପର୍ବ ହୋଇ ପାଳନ ହୁଏ ସେଇଟା ଟିକେ ନିଆରା ଢଙ୍ଗରେ ନୀତି ହୋଇ ମହାପ୍ରଭୁଙ୍କ ପାଖରେ ଲାଗି ହୁଏ। କିନ୍ତୁ ମାଣବସା ଗୋଟିଏ ଏମିତି ପର୍ବ ଯାହା ଶ୍ରୀମନ୍ଦିର ନୀତି ସହ କୌଣସି ସମ୍ପର୍କ ରଖେନାହିଁ।…

ଏକୋଇଶିଆ ଦିନ ଶିଶୁପୁତ୍ର ଏ କୋଳରୁ ସେ କୋଳ ହେଉଛି, କେତେ ବେଳକେ ଆସିଲା ମା' ପାର୍ବତୀଙ୍କ କୋଳକୁ ! ଛାତିରେ ଜାକି ଧରିଲେ ପୁଅକୁ, ମନେପଡି ଯାଉଛି ନାହାକଙ୍କ କଥା ପଦକ, "ଏ ପୁଅ ଦିନେ ବଡ଼ ମଣିଷ ହେବ, ଅସାଧ୍ୟ ସାଧ୍ୟ କରିବ, କାଳକାଳକୁ ନାଁ ରଖିବ . .

ଲେଖା: ନିରଞ୍ଜନ ସାହୁ ଅନନ୍ୟ ପ୍ରତିଭାର ଅଧିକାରୀ ସେ ମଣିଷ। ଦୂର ପାହାଡ଼, ଜହ୍ନରାତିର ରୂପେଲି କିରଣ, ପୋଖରୀ ଭିତରେ ଚନ୍ଦ୍ରର ପ୍ରତିଛବି,ସବୁଜ ବନାନୀ, ଅଗଣିତ ତାରାଫୁଲ, ମଣିଷର ଅନ୍ତର୍ବେଦନା, ଦାର୍ଶନିକ ତତ୍ତ୍ଵ, ଅବିକଳ ପ୍ରତିଛବି, ପ୍ରାକୃତିକ ଶୋଭା, କଳ୍ପନାପଟରେ କେତେ କଥାର ଜୀବନ୍ତ ଚିତ୍ରର ଚିତ୍ରକର ଶିଳ୍ପୀ ବିମ୍ବାଧର ବର୍ମା, ଯାହାଙ୍କ ଚିତ୍ର ମଉନ ନୁହେଁ ବରଂ…

~ ଭିକାରୀ ବଳ ~ ଲେଖା: ଅମୃତେଶ ଖଟୁଆ “ମାନ ଉଦ୍ଧାରଣ କର ହେ କାରଣ…”, “ଆହେ ନୀଳଗିରି…”, “ଚାଲ ସଖି ଆମ୍ଭେ ଦର୍ଶନ କରିବା…”, “ପୀତବାସ, ନିଃଶ୍ଵାସକୁ ନାହିଁରେ ବିଶ୍ଵାସ….”, “ମନରେ ହରିଭଜନ….”, “ଜଗାକାଳିଆ ନୀଳାଚଳିଆ…”, “ହରିବୋଲ ସଙ୍ଗେ ହୁଳହୁଳି ଦିଅ ହୋ ଭକତେ….” , “ମନ ପାରାରେ, ଶ୍ରୀକ୍ଷେତ୍ର ଯିବୁ ଉଡି ଉଡି…”…

ଲେଖା: ଅରବିନ୍ଦ ମହାନ୍ତି ଶାରଳା ଦାସ ଚଣ୍ଡୀପୁରାଣ କହେ ଗ୍ରାମଦେବତୀଙ୍କ ଉତ୍ପତ୍ତି କଥା। ମହିଷାସୁର ବିନାଶ କାରଣେ ମହାମାୟୀଙ୍କ ଶରୀରରୁ ସୃଷ୍ଟି ହୁଅନ୍ତି ଅସଂଖ୍ୟ ଦେବୀ। ସଭିଏଁ ଏକାବେଳେ ମାଡ଼ି ବସନ୍ତି ମହିଷାସୁରକୁ। କିନ୍ତୁ ମହିଷାସୁର ଛିଞ୍ଚାଡି ଦିଅନ୍ତେ ଦେବୀମାନେ ନାନା ସ୍ଥାନରେ ଭୂପତିତ ହୁଅନ୍ତି ଓ ତାଙ୍କର ହସ୍ତ, ପଦ ଆଦି ଭଗ୍ନ ହୋଇଯାଏ।…