Physical Address
Sai Samarpanam, Satya Vihar, Bhubaneswar

ଲେଖା: ନିରଞ୍ଜନ ସାହୁ “ଓଡ଼ିଆ ଏକ ସ୍ଵୀକୃତ ପ୍ରାଚୀନ ଭାଷା । ମୁଁ ଓଡ଼ିଆ। ମୋ ଭାଷା ଓଡ଼ିଆ । ମୋର ଓଡ଼ିଆ ଜିଭକୁ କାଟି ଦେବାର ଅଧିକାର ଏଠାରେ କୌଣସି ମାନ୍ୟବର ସଭ୍ୟଙ୍କର ନାହିଁ”। ଏହା ଥିଲା ୧୯୨୧ ମସିହାରେ ଜଣେ ପ୍ରଥିତଯଶା, କିମ୍ବଦନ୍ତୀ ପୁରୁଷ, ସ୍ଵାଭିମାନୀ ଓଡ଼ିଆର ଦୃଢ଼ୋକ୍ତି ଏବଂ ସାରଗର୍ଭକ ଭାଷଣର…

~ ସାହିତ୍ୟସମ୍ରାଟ ରାଜର୍ଷି ବିକ୍ରମଦେବ ବର୍ମା ~ ଲେଖା: ଅମୃତେଶ ଖଟୁଆ “ଏହିଭଳି ଜଣେ ଯଦି ଥାଆନ୍ତା ଉତ୍ତରେ ନିଶରେ ହାତ ପକାଇ ବୁଲୁଥା’ନ୍ତି ମୁହିଁ, ଧନ୍ୟ ହେ ବିକ୍ରମ ଦେବ ପଣ୍ଡିତ ରଜନ ମହାରାଜ ଜୟପୁର ଉତ୍କଳ ଭୂଷଣ, ତୁମ୍ଭର କବିତ୍ଵ ରାଧାମାଧବ ନାଟକ, ପଢ଼ି ଜ୍ଞାନ କରେ ମୋର ଜୀବନ ସାର୍ଥକ।” (ଉତ୍କଳ…

ଲେଖା: ଦେଵ ତ୍ରିପାଠୀ ରସାୟନ ବିଜ୍ଞାନର ଅଧ୍ୟାପକ ଭାବରେ ସେ ହୃଦୟଙ୍ଗମ କରିପାରିଥିଲେ ଯେ ଏଇ ବିଜ୍ଞାନର ଉର୍ଦ୍ଧ୍ବରେ ଅନେକ କିଛି ଅଛି ଯାହା ଏହି ବିଜ୍ଞାନ କେବେ ଦେଇପାରିବ ନାହିଁ । ଏଇ ବିଜ୍ଞାନ କେବେ ଆତ୍ମାକୁ ଛୁଇଁ ପାରିବ ନାହିଁ । ଆତ୍ମାକୁ ଛୁଇଁବାର କ୍ଷମତା ଅଛି କେବଳ ସାହିତ୍ୟର ! ତେଣୁ…

~ ନିତ୍ୟାନନ୍ଦ ଶତପଥୀ ~ ଲେଖା: ଅମୃତେଶ ଖଟୁଆ ୧୯୬୪ ମସିହାରେ ପୁରୀର ଅନ୍ନପୂର୍ଣ୍ଣା ‘ଏ’ ଗ୍ରୁପ ହଲ୍’ରେ ନିଖିଳ ଉତ୍କଳ ଯୁବ ଲେଖକ ସମ୍ମିଳନୀ। ଡିସେମ୍ବର ମାସରେ ଅନୁଷ୍ଠିତ ହୋଇଥାଏ, ପ୍ରଫେସର ଓ ସାଥିରେ ଧର୍ମପତ୍ନୀ ମଧ୍ୟ ଆସିଥାଆନ୍ତି। ଏହାର ମୁଖ୍ୟ ଆୟୋଜକ ଥାଆନ୍ତି ଆଡଭୋକେଟ୍ କୈଳାସ ଲେଙ୍କା, ସାମ୍ବାଦିକ ପ୍ରଫୁଲ୍ଲ ପଟ୍ଟନାୟକ, ବ୍ରଜନାଥ…

ଗଡ଼ଜାତ ମିଶ୍ରଣ ପୂର୍ବରୁ ଆମ ରାଜ୍ୟରେ ଥିବା ବିଭିନ୍ନ ଦେଶୀୟ ରାଜାମାନଙ୍କ ଅନ୍ୟାୟ, ଅତ୍ୟାଚାର ଶାସନ ଏକ କଳଙ୍କମୟ ସମୟ ଥିଲା ବୋଲି ଇତିହାସ କହେ । କିନ୍ତୁ ସେ ବେଳରେ ମଧ୍ୟ ଏପରି ରାଜା ଥିଲେ ମହୀୟାନ ନିଜର ପ୍ରଜାବାତ୍ସଲ୍ୟ ତଥା ରାଜ୍ୟର କଳା ସଂସ୍କୃତି, ସାହିତ୍ୟର ବିକାଶ ନିମନ୍ତେ ସମର୍ପିତ . .

ଲେଖା: ଦେଵ ତ୍ରିପାଠୀ ~ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ~ ଭଦ୍ରକ । ଜିଲ୍ଲା ସମ୍ମିଳନୀ । ତତ୍କାଳୀନ ନବଜାଗ୍ରତ ଉତ୍କଳର ଅପ୍ରତିଦ୍ଵନ୍ଦୀ ନେତା ସନ୍ଥମହାତ୍ମା ଭାରତମଣି ଗୋପବନ୍ଧୁ ସେ ସଭାରେ ଉପସ୍ଥିତ । ସଭାର ପ୍ରାରମ୍ଭରେ ଗାନ ହେଲା ଆବାହନୀ ସଙ୍ଗୀତ: “ଉଡାଇ ନିଶାଣ, ବଜାଇ ଭେରୀ ଜଗାଇ ବିପୁଳ ପୁଲକ କମ୍ପ, ମନ୍ତ୍ରପୂତ…

ଲେଖା: ଦେଵ ତ୍ରିପାଠୀ ଆମେ ସାଧାରଣତଃ ଗୋପାଳଚନ୍ଦ୍ର ପ୍ରହରାଜଙ୍କ ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷକୁ ଓଡ଼ିଆ ଭାଷାର ସର୍ବପ୍ରଥମ ସମ୍ପୂର୍ଣ୍ଣ ଭାଷାକୋଷ ଭାବରେ ଜାଣୁ । କିନ୍ତୁ, ବାସ୍ତବରେ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ପ୍ରକାଶ ହେବାର ପ୍ରାୟ ୧୫ ବର୍ଷ ପୂର୍ବରୁ ହିଁ ପ୍ରକାଶ ପାଇଥିଲା ଶବ୍ଦ ତତ୍ତ୍ଵବୋଧ ଭାଷାକୋଷ । ଅଧ୍ୟାପକ ପଣ୍ଡିତ ଗୋପୀନାଥ ନନ୍ଦଶର୍ମାଙ୍କ ଦୀର୍ଘ…