Search Results for କୁମାର ପୂର୍ଣ୍ଣିମା

ଷଢେ଼ଇକଳା ଓ ଖରସୁଆଁ

ଦୀନବନ୍ଧୁ ମିଶ୍ର ~ ଷଢେ଼ଇକଳା ଓ ଖରସୁଆଁ ମିଶ୍ରଣ ~ ବହୁଵର୍ଷ ଧରି ଓଡ଼ିଶାଵାସୀ ଷଢେ଼ଇକଳା ଓ ଖରସୁଆଁ ମିଶ୍ରଣର ଦାବି ଆଗତ କରି ଆସୁଛନ୍ତି। ଵର୍ତ୍ତମାନ ‘ଵନାଞ୍ଚଳ ରାଜ୍ୟଗଠନ ପ୍ରସଙ୍ଗରେ ଏହି ଦାବୀ ପୁନର୍ଵାର ଉତ୍ଥାପିତ ହୋଇଅଛି । ୧୯୪୭ ମସିହା ଡିସେମ୍ବର ଦଶ ତାରିଖ ଦିନ ସରଦାର ବଲ୍ଲଭଭାଇ ପଟେଲଙ୍କ ଉପସ୍ଥିତିରେ ଗଡଜାତ…

ମା’ ମଙ୍ଗଳା

ଲେଖା: ଶିଶିର ସାହୁ ମନୋଜ ~ ମା’ ମଙ୍ଗଳା: ଓଡ଼ିଶାର ତଥା ନୌଯାତ୍ରାର ଅଧିଷ୍ଠାତ୍ରୀ ଦେଵୀ ~ ଆମ କଳିଙ୍ଗୋଡ୍ରତ୍କଳରେ ନୌଵାଣିଜ୍ୟ ପରମ୍ପରାର ଅଧିଷ୍ଠାତ୍ରୀ ମା’ ମଙ୍ଗଳା । କଳିଙ୍ଗ ଦେଶର ସାଧଵମାନେ ବୋଇତ ଦେଇ ଯାତ୍ରା ଆରମ୍ଭ କରିଵା ସମୟରେ ମା’ ମଙ୍ଗଳାକୁ ସ୍ମରଣ କରୁଥିଲେ ତାଙ୍କର ଆରାଧନା କରୁଥିଲେ । ଗୋପୀନାଥ ଦାସ…

ଆମ ଲୋକସାହିତ୍ୟ

ଉପସ୍ଥାପନା : ଶୁଭରଞ୍ଜନ ପୃଷ୍ଟି ~ ଆମ ଲୋକସାହିତ୍ୟ ~ “ଜହ୍ନିଫୁଲ ଠୋ ଠା, କାକୁଡିଫୁଲ ଠୋ ଠା, ଗୁଣ୍ଡୁଚିମୂଷା କହିଯାଇଛି, ଚାଉଳ ମୁଠେ ରଖିଥା” ।। #କୁଆଁର_ପୁନେଇଁ ରାତି ! ଜ୍ୟୋତ୍ସ୍ନା ମାୟାରେ ବର୍ଷାଧୂଆ ଓ କାକରଭିଜା ଧୂଳିକଣା ବିରହିତ ପବନରେ ମନ ଆଜି ମତୁଆଲା ! ଉଚ୍ଚାଟ ଆଜି କୁଆଁରୀଝିଅଙ୍କ ମନ !…

ଆଶ୍ୱିନ ଅମାବାସ୍ୟା

ଲେଖା: ଅମ୍ବିକା ପଟ୍ଟନାୟକ ~ ଆଶ୍ୱିନ ଅମାବାସ୍ୟା: ମହାଳୟା ଓ ପୋଲରୀ କଥା ~ ମହାଳୟା ନାମରେ କଥିତ ଆଶ୍ୱିନ ଅମାବାସ୍ୟା ପିତୃପକ୍ଷ/ଅପରପକ୍ଷର ଶେଷଦିନ l ଏକ କୃତଜ୍ଞ ସମାଜ ପିତୃପକ୍ଷଙ୍କୁ ଶ୍ରାଦ୍ଧତର୍ପଣ କରେ l ଶ୍ରାଦ୍ଧ ଆଉ କଣ କି, ଶ୍ରଦ୍ଧା ସହ ପୂର୍ବଜ ମାନଙ୍କୁ ସ୍ମରଣ କରିବା ହିଁ ଶ୍ରାଦ୍ଧ l ତେବେ…

ଦାରିଙ୍ଗବାଡ଼ି

ଲେଖା: ନିରଞ୍ଜନ ସାହୁ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶ କ୍ରମେ ଭୁବନେଶ୍ୱର ମଣ୍ଡଳରୁ ବ୍ରହ୍ମପୁର ମଣ୍ଡଳର କନ୍ଧମାଳ ଜିଲ୍ଲାକୁ ବଦଳି ହେଲା । ତେଣୁ ୨୦୦୭ ମସିହା ମଇ ମାସ ସାତ ତାରିଖରେ ବ୍ରହ୍ମପୁରରୁ ଚିଠି ନେଇ ଯିବାକୁ ହେଲା ଫୁଲବାଣୀ ଆଞ୍ଚଳିକ କାର୍ଯ୍ୟାଳୟକୁ । ସେଠାରୁ ହିଁ ମୋର ନିଯୁକ୍ତି ପତ୍ର (Posting Order )…

ଆକାଶଦୀପ

ଗବେଷଣା ଓ ଉପସ୍ଥାପନା: ଶିଶିର ସାହୁ ମନୋଜ ଓଡ଼ିଶାରେ କୁମାରପୂର୍ଣ୍ଣିମା ଠାରୁ କାର୍ତ୍ତିକପୂର୍ଣ୍ଣିମା ଯାଏଁ ଆକାଶଦୀପ ପ୍ରତିଷ୍ଠା କରାଯାଇଥାଏ । ବୁଦ୍ଧିଜୀବୀ ଗଣଙ୍କ ମଧ୍ୟରେ ଆକାଶଦୀପକୁ ନେଇ ଭିନ୍ନ ଭିନ୍ନ ମତ ପ୍ରଚଳିତ । ~ ଧର୍ମମତ ~ କାର୍ତ୍ତିକ ମାସ ବେଳକୁ ପିତୃପକ୍ଷ ଆରମ୍ଭ ହୋଇଯାଇଥାଏ । ପ୍ରେତପୁରୁଷ ତଥା ପିତୃଗଣଙ୍କୁ ପଥ ପ୍ରଦର୍ଶନ…

ଝୋଟିଚିତା

ଲେଖା: ଦେଵ ତ୍ରିପାଠୀ ଇଏ କୋଉ ଅସିଆ କାଳର ମସିଆ କଥା । ବାହାଘର ହବ । ଗାଁ ଟା ଯାକ ଲୋକଙ୍କ ଖୁସି କାହିଁରେ କ’ଣ ! ମୁରବିମାନେ ଲାଗିପଡିଥିବେ ଯେଝା କାମରେ । ଘର ଗୋଟାକ ନୂଆ ଦୁଶୁଥିବ ! ବରକନ୍ୟାଙ୍କ ମଙ୍ଗୁଳାଘରେ ମଙ୍ଗନକୃତ୍ୟ ଦିନ ବିବାହ ବିଷୟକ ଚିତ୍ରସବୁ ଅଙ୍କାଯିବ !…

କଣ୍ଟିଲୋ

ଲେଖା: କୁଳମଣି ଷଡ଼ଙ୍ଗୀ ମହାନଦୀକୁ ‘ଉତ୍କଳଗଙ୍ଗା’ ନାମରେ ନାମିତ କରିବାର ଯଥାର୍ଥତା ଅଛି। ଅମର କଣ୍ଟକରୁ ବାହାରି, ବହୁ ଦୀର୍ଘପଥ ଅତିକ୍ରମକରି ସିନ୍ଧୁରେ ବିଲୀନ ହେବା ଆଗରୁ ଉତ୍କଳ ଭୂଇଁ ଛୁଇଁ ଏହା ତିନୋଟି କାରଣରୁ ପବିତ୍ର ହୋଇଯାଇଛି । ପ୍ରଥମତଃ ସୁବର୍ଣ୍ଣପୁର ଠାରେ “ସୁବର୍ଣ୍ଣାକ୍ଷ ମହାଦେବ”ଙ୍କର ପଦଧୌତକରି ପବିତ୍ର ହେବାପରେ, ମହାନଦୀ କଣ୍ଟିଲୋ ଠାରେ…

କେଶରକ୍ଷେତ୍ର ଚଣ୍ଡେଶ୍ୱର ମହାଦେବ ପୀଠ

ଲେଖା: ରବୀନ୍ଦ୍ର କୁମାର ରଣା କେଶରକ୍ଷେତ୍ର ଭାବେ ପରିଚିତ ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ନିକଟସ୍ଥ ଚଣ୍ଡେଶ୍ୱର ଗ୍ରାମରେ ଥିବା ଚଣ୍ଡେଶ୍ୱର ମହାଦେବ ମନ୍ଦିର ବା ଚଣ୍ଡିହର ମହାଦେବ ମନ୍ଦିର । ଇତିହାସର ତଥ୍ଯ ଅନୁସାରେ ସୋମବଂଶୀ ରାଜା ଦ୍ଵିତୀୟ ଯଯାତି ଯିଏକି ଚଣ୍ଡିହର ଦେବ ଓ ମହଶିବଗୁପ୍ତ ତୃତୀୟ ନାମରେ ମଧ୍ୟ ପରିଚିତ ତାଙ୍କ ରାଜତ୍ଵ…

ଖୁଦୁରୁକୁଣୀ

ଲେଖା: ଦେଵ ତ୍ରିପାଠୀ ପ୍ରଥମ ଜମ୍ବୁଦ୍ଵୀପେ ସାର,  ବେଢିଛି ଲବଣ ସାଗର । ତହିଁରେ ରାଜା ତାଳଧ୍ୱଜ, ବହୁତ ଆୟତନ ରାଜ୍ୟ । ବହୁତ ସାଧବ ଅଛନ୍ତି, ବୋଇତ ବାଣିଜ୍ୟ କରନ୍ତି । ତହିଁରେ ଏକ ସାଧବର,  ତନୟବନ୍ତ ନାମ ତା’ର । ଝିଅର ନାମ ତଅପୋଇ, ସବୁହୁଁ ଦୁଲଣା ଅଟଇ । ୰ ଗୋପୀନାଥ…