Search Results for: ଉତ୍କଳ ସାହିତ୍ୟ

ମହାମନିଷୀଗଣ

କବିକୁଳ କଞ୍ଜ ଉପଇନ୍ଦ୍ର ଭଞ୍ଜ

ଉପେନ୍ଦ୍ର ଭଞ୍ଜଙ୍କ ସବୁ କ୍ଲିଷ୍ଟତା ଓ ଦୁର୍ବୋଧ୍ୟତା ସତ୍ତ୍ୱେ, ତାହାର ଅନ୍ତର୍ନିହିତ ସାଙ୍ଗୀତିକତା ଓଡ଼ିଆଙ୍କ ହୃଦୟରେ ଓ ଓଡ଼ିଶାର ପୁରପଲ୍ଲୀରେ ଜନସାଧାରଣଙ୍କୁ ଆଦୃତ କରି ରଖିଅଛି। ତାଙ୍କର ପ୍ରଭାବ ଦୀର୍ଘ ଦୁଇ ଶତାବ୍ଦୀ ଧରି କ୍ଲାନ୍ତହୀନ ଭାବେ ଆଗକୁ ଆଗକୁ ଚାଲିଛି। ସେଇଥିପାଇଁ ସେ ଯଶଦେହୀ, କବିସମ୍ରାଟ . .

ମହାମନିଷୀଗଣ

ଜୟଦେବ

ଲେଖା: ନିରଞ୍ଜନ ସାହୁ ~ ଓଡ଼ିଆପୁଅ ଜୟଦେବ ~ “ଲଳିତଲବଙ୍ଗଲତା ପରିଶୀଳନ କୋମଳ ମଳୟ ସମୀରେ ମଧୁକରନିକର କର‍ଂବିତ କୋକିଳ କୂଜିତ କୁଞ୍ଜକୁଟୀରେ, ବିହରତି ହରିରିହ ସରସ

ରାଜରାଜୁଡା କ୍ଷେତ୍ର

Bamanda

ଲେଖା: ଋଷିରାଜ ପଟ୍ଟନାୟକ ବାମଣ୍ଡା ରାଜ୍ୟ ଥିଲା ଓଡ଼ିଶାର ଏକ ଆଦର୍ଶ ଗଡ଼ଜାତ ରାଜ୍ୟ । ଶୁଣାଯାଏ, ଉତ୍କଳର ଗଜପତି କପିଳେନ୍ଦ୍ର ଦେବଙ୍କ ପୁତ୍ର ସୁଭକ୍ତ ଏଠାରେ

ଶ୍ରୀଜଗନ୍ନାଥ

ଅଲାରନାଥ 

ଲେଖା: ଇଂ ବିଷ୍ଣୁ ମୋହନ ଅଧିକାରୀ ଓ ପ୍ରତୀକ ପଟ୍ଟନାୟକ ~ ଅଲାରନାଥ ଦେବଙ୍କ ନାମକରଣ ~ ପ୍ରଶ୍ନ ଉଠେଅଲାରନାଥ ନାମକରଣ କିପରି କାହିଁକି ଓ କଣ

ସୃଷ୍ଟିସମଗ୍ର

ଅତିବଡ଼ି ଜଗନ୍ନାଥ ଦାସ କୃତ ଓଡ଼ିଆ ଭାଗବତ: ଏକ ଦୃଷ୍ଟିପାତ (ଭାଗ ୬)

ଓଡ଼ିଆ ଜାତିର ଅସ୍ମିତାର ପ୍ରତୀକ ଅତିବଡ଼ି ଜଗନ୍ନାଥ ଦାସଙ୍କ ଓଡ଼ିଆ ଭାଗବତ ତତ୍କାଳୀନ ଓଡ଼ିଶାରେ ଏକ ଚହଳ ସୃଷ୍ଟି କରିଥିଲା। ଅପୂର୍ବ ଆଧ୍ୟାତ୍ମିକ ଜାଗରଣ ଓ ନବୀନ ଉନ୍ମାଦନାର ସୂତ୍ରପାତ କରିଥିଲା ଏଇ ଓଡ଼ିଆ ଭାଗବତ। ଦୁର୍ବୋଧ୍ୟ ସଂସ୍କୃତ ଭାଗବତ ପରିବର୍ତ୍ତେ ସାଧାରଣ ଜନସମାଜ ଏହାକୁ ସହଜରେ ଆଦରି ନେଇଥିଲା। ଓଡ଼ିଶାର ପୁରପଲ୍ଲୀରେ ପ୍ରତିଷ୍ଠିତ ହୋଇଥିଲା ଭାଗବତ ଟୁଙ୍ଗୀ . .

ସୃଷ୍ଟିସମଗ୍ର

ଅତିବଡ଼ି ଜଗନ୍ନାଥ ଦାସ କୃତ ଓଡ଼ିଆ ଭାଗବତ: ଏକ ଦୃଷ୍ଟିପାତ (ଭାଗ ୫)

ଶ୍ରୀଚୈତନ୍ୟଙ୍କୁ କେନ୍ଦ୍ର କରି ଦଳଗତ ଭାବରେ ଭାଗବତ ପାରାୟଣ, ନଗର କୀର୍ତ୍ତନ ଓ କୃଷ୍ଣନାମ ଭଜନ ଓ ମନନ ନିତ୍ୟ ପରିବେଷିତ ହେଉଥିଲା ଜଗନ୍ନାଥ ଦାସଙ୍କ ତତ୍ୱାବଧାନରେ। କୃଷ୍ଣନାମରେ ଭାବ ସମାଧୀସ୍ଥ ହୋଇଯାଉଥିଲେ ଶ୍ରୀଗୌରଙ୍ଗ। ଚେତନାଶୂନ୍ୟ ହୋଇ ଯାଉଥିଲେ ସେ। ଜଗନ୍ନାଥ ତାଙ୍କ କର୍ଣ୍ଣରେ କୃଷ୍ଣନାମ ଉଚ୍ଚାରଣ ପୂର୍ବକ ସ୍ୱଭାବିକ ଅବସ୍ଥାକୁ ଫେରାଇ ଆଣୁଥିଲେ . .

ଭାଷା ଓ ସାହିତ୍ୟ

ଉଠ କଙ୍କାଳ

ସୌରଭିତ ସୃଷ୍ଟି: ଗୋଦାବରୀଶ ମହାପାତ୍ର ଓଡ଼ିଆ ଜାତିର ସେ ଘଡିସନ୍ଧି ମୁହୂର୍ତ୍ତରେ ସୃଷ୍ଟି ହୋଇଥିଲା କେତେ କେତେ ଜାଗରଣର କବିତା, ଯାହା ଉତ୍କଳୀୟ ନବଜାଗରଣର ତୂର୍ଯ୍ୟନାଦ ଭଳି

ମହାମନିଷୀଗଣ

ବିନୋଦ କାନୁନଗୋ

ଲେଖା: ନିରଞ୍ଜନ ସାହୁ ବିନୋଦ କାନୁନଗୋ ! ୧୯୫୨ ମସିହାରେ ଗୋଟିଏ ଟଙ୍କା ହାତରେ ଧରି, ନିର୍ବାଚନୀ ବୈତରଣୀ ପାର ନ ‌ହୋଇ ପାରି, ମାତ୍ର ଦଶମ

ମହାମନିଷୀଗଣ

ମହାକବି ଜୟଦେବ

ଲେଖା: ଦେଵ ତ୍ରିପାଠୀ ସୁଧାଭକ୍ତିର ଉଦ୍ଗାତା ମହାକବି ଜୟଦେବ ! ଥିଲେ ଜଣେ ଯୁବସାଧୁ । ଗୃହସ୍ଥାଶ୍ରମୀ । ଦିନରାତି ବିଭୁଭକ୍ତିରେ ମଗ୍ନ ରହୁଥିଲେ ସେ ।

Scroll to Top